ETV Bharat / bharat

ମଧ୍ୟପ୍ରଦେଶରେ 529 କୋରୋନା ଆକ୍ରାନ୍ତ, 40 ମୃତ - କୋଭିଡ 19

ମଧ୍ୟପ୍ରଦେଶରେ ଦିଲ୍ଲୀ ଫେରନ୍ତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ନିଜାମୁଦ୍ଦିନ ମର୍କାଜରେ ଯୋଗ ଦେଇ ଫେରିଛନ୍ତି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶରେ 529 କୋରୋନା ଆକ୍ରାନ୍ତ, 40 ମୃତ

author img

By

Published : Apr 11, 2020, 11:47 PM IST

ଭୋପାଳ: ମଧ୍ୟପ୍ରଦେଶରେ କୋରୋନା ଧିରେ ଧିରେ ବ୍ୟାପିବାରେ ଲାଗିଛି । ଶନିବାର ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 500 ପାର କରିଛି । ଏବେ ପର୍ଯ୍ୟନ୍ତ ଏଥିରେ 40 ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ରାଜ୍ୟରେ ଦିଲ୍ଲୀ ଫେରନ୍ତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ନିଜାମୁଦ୍ଦିନ ମର୍କାଜରେ ଯୋଗ ଦେଇ ଫେରିଛନ୍ତି । ଦିନକୁ ଦିନ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଆକ୍ରାନ୍ତଙ୍କ ମଧ୍ୟରେ କିଛି ଲୋକେ ଏମାନଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଥିବା ଜଣାପଡିଛି ।

ଏବେ ସୁଦ୍ଧା ମଧ୍ୟପ୍ରଦେଶରେ 529 କୋରୋନା ପଜିଟିଭ ବାହାରିଛନ୍ତି । ଏମାନଙ୍କ ଭିତରୁ 40 ଜଣଙ୍କର ମୃତ୍ୟୁ ହୋଇଛି । ପରିସ୍ଥିତି ଦେଖି ରାଜ୍ୟ ସରକାର ଲକଡାଉନ ଅବଧି ବଢାଇବେ ବୋଲି ଆଶା କରାଯାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.