ETV Bharat / bharat

ଦିଲ୍ଲୀରେ ସମୁଦାୟ 120 କୋରୋନା ପଜିଟିଭ: ସ୍ୱାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀର କେବଳ 2ଟି ହସ୍ପିଟାଲରେ ହେବ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା । ସେନେଇ ଏକ ହଜାର ବିଶିଷ୍ଟ ଶଯ୍ୟା ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 1, 2020, 1:19 PM IST

Total 120 positive COVID19 cases reported in Delh
ଦିଲ୍ଲୀରେ ସମୁଦାୟ 120ଟି କୋରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ 120ଟି କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏବେ 750 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେଥିମଧ୍ୟରୁ କେବଳ ଜଣେ ବ୍ୟକ୍ତି ଭେଣ୍ଟିଲେଟରରେ ରହିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଆହୁରି କହିଛନ୍ତି ଯେ, ସରକାର ଆକ୍ରାନ୍ତଙ୍କ ପାଇଁ 1000ଟି ଶଯ୍ୟା ପକାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ କେବଳ ଲୋକ ନାୟକ ହସ୍ପିଟାଲ ଏବଂ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ହିଁ କେବଳ କୋରୋନା ଭାଇରସ ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.