ETV Bharat / bharat

ନଭେମ୍ବର 6 ସୁଦ୍ଧା ଦେଶରେ ସରିଛି 11,65,42,304 କୋଭିଡ ଟେଷ୍ଟ: ICMR - କୋରୋନା ସାମ୍ପଲ ଟେଷ୍ଟ

କୋରୋନା ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାକୁ ପ୍ରତି ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷାଧିକ ମାତ୍ରାରେ କରାଯାଉଛି କୋରୋନା ସାମ୍ପଲ ଟେଷ୍ଟ । ଅଧିକ ପଢନ୍ତୁ...

ନଭେମ୍ବର 6 ସୁଦ୍ଧା ଦେଶରେ ସରିଛି 11,65,42,304 କୋଭିଡ ଟେଷ୍ଟ: ICMR

author img

By

Published : Nov 7, 2020, 12:38 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ସଂକ୍ରମଣ । ଯାହାକୁ ହ୍ରାସ କରିବାକୁ ଦିନରାତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେଶର ବିଭିନ୍ନ ପଞ୍ଜିକୃତ ଓ ଅଣ ପଞ୍ଜିକୃତ ଟେଷ୍ଟିଂ ଲ୍ୟାବରେ କୋରୋନା ସାମ୍ପଲ ଟେଷ୍ଟ ଜାରି ରହିଛି । ଯାହା ଏବେ 11 କୋଟିରୁ ଉର୍ଦ୍ଧ୍ବ ଟେଷ୍ଟ ସରିଛି ।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମୁତାବକ(ଆଇସିଏମଆର) ନଭେମ୍ବର 6 ତାରିଖରେ 11 ଲକ୍ଷ 13 ହଜାର 209ଟି ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 11 କୋଟି 65 ଲକ୍ଷ 42 ହଜାର 304 ଟି ସାମ୍ପଲ ଟେଷ୍ଟ ସରିଛି ।

ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିପୋର୍ଟ ମୁତାବକ ନଭେମ୍ବର 6 ସୁଦ୍ଧା 84 ଲକ୍ଷ 62 ହଜାର 081ରେ ପହଞ୍ଚିଛି କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 1 ଲକ୍ଷ 25 ହଜାର 562 ଜଣଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.