ETV Bharat / bharat

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 16, 2020, 3:02 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ପୋଲିସ ସେବା ଭବନରେ ଲାଞ୍ଚ କାରବାର, ନିଲମ୍ବିତ ହେଲେ ଲାଞ୍ଚୁଆ କନେଷ୍ଟବଳ

ପୋଲିସ ସେବା ଭବନରେ ଲାଞ୍ଚ କାରବାର ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।

2.ଷ୍ଟାଣ୍ଡିଂ କମିଟିର ସମସ୍ତ ବିଧାୟକଙ୍କ କୋରୋନା ରିପୋର୍ଟ ନେଗେଟିଭ

ଷ୍ଟାଣ୍ଡିଙ୍ଗ କମିଟିର ସମସ୍ତ ବିଧାୟକ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ବର୍ତ୍ତମାନ ସମସ୍ତ ବିଧାୟକଙ୍କ ରିପୋର୍ଟ ନେଗେଟିଭ ଆସିଛି ।

3.ବାର କର୍ମଚାରୀଙ୍କୁ ଛୁରା ମାଡ ଘଟଣା: 6 ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବାର କର୍ମଚାରୀଙ୍କୁ ଛୁରା ମାଡ଼ କରି ହତ୍ୟା ଘରଣାରେ 6 ଅପରାଧୀଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଏହାସହ ବିଏମଡବ୍ଲ୍ୟୁ କାର ଓ ଛୁରୀ ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି ।

4.କଷ୍ଟରେ ଛଟପଟ କୋରୋନା ରୋଗୀଙ୍କ ଅଡିଓ ଭାଇରାଲ...

କୋରୋନା ରୋଗୀଙ୍କୁ କେମିତି ଚିକିତ୍ସା କରାଯାଉଛି ସେ ନେଇ ଏକ ଅଡିଓ ଏବେ ଇଟିଭି ଭାରତ ହାତରେ ଲାଗିଛି।

5.ରାଜସ୍ଥାନ ରାଜନୀତି ରଣ: ହାଇକୋର୍ଟ ଗଲେ ସଚିନ

ରାଜସ୍ଥାନ କ୍ଷମତା ଯୁଦ୍ଧରେ ଟ୍ବିଷ୍ଟ । ବାଚସ୍ପତିଙ୍କ ନୋଟିସ ବିରୋଧରେ ହାଇକୋର୍ଟ ଗଲେ 19 ବିଧାୟକ ।

6.ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଗିରଫ

1993 ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣର ମୁଖ୍ୟ ଅପରାଧୀ ଅବୁ ସଲେମ ସହଯୋଗୀ ଗଜେନ୍ଦ୍ର ସିଂକୁ ନଏଡା ୟୁନିଟରୁ ଗିରଫ କରିଛି ୟୁପି ଏସଟିଏଫ ।

7.ଚାଷୀ ପରିବାର ଉପରେ ପୋଲିସର ବର୍ବରତା: ଜିଲ୍ଲାପାଳ, ଏସପି ନିଲମ୍ବିତ

ଗୁନାରେ ଚାଷୀ ପରିବାର ଉପରେ ପୋଲିସର ଅତ୍ୟାଚାର ମାମଲାରେ ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସମେତ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି ।

8.ୟୁପି ମୁଖ୍ୟମନ୍ତ୍ରୀଙ୍କ ଦୁଇ ସୁରକ୍ଷାକର୍ମୀ କୋରୋନା ଆକ୍ରାନ୍ତ, ସାନିଟାଇଜ ହେବ ବାସଭବନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଦୁଇ ସୁରକ୍ଷା କର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।

9.କୋରୋନାରୁ କେବଳ ଭଗବାନ ଆମକୁ ବଞ୍ଚାଇବେ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ

କର୍ଣ୍ଣାଟକରେ କୋରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭଗବାନ କେବଳ ଆମକୁ କୋରୋନାରୁ ରକ୍ଷା କରି ପାରିବେ ବୋଲି ସେ କହିଛନ୍ତି ।

10.ଭାରତ ଆମେରିକାର ଜଣେ ମହାନ ସହଯୋଗୀ: ମାଇକ୍ ପୋମ୍ପିଓ

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଭାରତ ଆମେରିକାର ଜଣେ ମହାନ ସହଯୋଗୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.