ETV Bharat / bharat

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Aug 27, 2020, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର

1- ସଂସଦର ମୌସୁମୀ ଅଧିବେଶନ ପ୍ରସଙ୍ଗ । ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଲୋକସଭା ବାଚସ୍ପତି ଓମ ବିର୍ଲା ଓ ଉପ-ରାଷ୍ଟ୍ରପତି ।

2- ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । NEET ଓ JEE କୁ ନେଇ ହେବ ଆଲୋଚନା ।

3- ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ହେବେ ସାମିଲ ।

4- ଆଜି କେନ୍ଦ୍ର ବାଣିଜ୍ୟ ଓ ଅର୍ଥମନ୍ତ୍ରଣାଳୟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଅର୍ଥନୀତି ଓ ବାଣିଜ୍ୟ କାରବାରକୁ ନେଇ ହେବ ବଡ ନିଷ୍ପତ୍ତି ।

5- ଆଜି ଜମ୍ମୁ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ । ସୀମା ସୁରକ୍ଷା ଓ ଅପରେସନ ଅଲଆଉଟକୁ ନେଇ କରିବେ ସମୀକ୍ଷା ।

6- ଆଜି ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡର ବୈଠକ । ମୃତ୍ତିକା ପରୀକ୍ଷା ଶେଷ ହେବାପରେ ବସୁଛି ବୈଠକ । ହୋଇପାରେ ବଡ ନିଷ୍ପତ୍ତି ।

7- ଆଜି କଂଗ୍ରେସ ସାଂସଦଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ମୌସୁମୀ ଅଧିବେଶନକୁ ନେଇ କରିବେ ଆଲୋଚନା ।

8- ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା ବୈଠକ । ସାମିଲ ହେବେ ବରିଷ୍ଠ ଅଧିକାରୀ ।

9- ଆଜି ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ VC ଯୋଗେ ଆଲୋଚନା କରିବେ SRC । କ୍ଷୟକ୍ଷତି ନେଇ ହୋଇପାରେ ଆଲୋଚନା ।

10- ଆଜି ମଧ୍ୟ ସାରା ରାଜ୍ୟରେ ଲାଗି ରହିବ ବର୍ଷା । ସତର୍କ ରହିବାକୁ IMD ର ପରାମର୍ଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.