1 - ଦେଶରେ କୋରୋନା ସ୍ଥିତି ନେଇ ଆଜି PMOର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବରିଷ୍ଠ ଅଧିକାରୀ କରିବେ ସମୀକ୍ଷା ।
2- ଆଜି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ଟେଷ୍ଟିଂ ବୃଦ୍ଧି ଓ ଭ୍ୟାକ୍ସିନକୁ ନେଇ ହେବ ଆଲୋଚନା ।
3- ଆଜି ଜମ୍ମୁ କାଶ୍ମୀର ଓ ଲଦାଖ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
4- ଆଜି ଋଷ ଓ ଭାରତ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଭ୍ୟାକ୍ସିନ ଓ ପ୍ରତିରକ୍ଷା ପ୍ରସଙ୍ଗ ହେବ ମୁଦ୍ଦା ।
5- ଆଜି ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
6- ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ବିଜେପିର ତିଳ ତର୍ପଣ ଅର୍ପଣ କାର୍ଯ୍ୟକ୍ରମ ।
7- ଆଜି ରାଜ୍ୟ ବିଜେପିର ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅଟଳ ବିହାରୀ ବାଜପେୟୀଙ୍କୁ ଦେବ ଶ୍ରଦ୍ଧାଞ୍ଜଳି ।
8- ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ସମୀକ୍ଷା । ପଶ୍ଚିମ ଓଡିଶାକୁ ନେଇ ହୋଇପାରେ ସମୀକ୍ଷା ।
9- ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ILS ମଧ୍ୟରେ ବୈଠକ । କରୋନା ମୁକାବିଲା ପାଇଁ ହେବ ଆଲୋଚନା ।
10- ଆଜି BCCI ର ଗୁରୁତ୍ବପୂର୍ଣ୍ଣ ବୈଠକ । IPL କୁ ନେଇ ହୋଇପାରେ ବଡ ଘୋଷଣା ।