ETV Bharat / bharat

TOP NEWS@9am: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS

ନଜର ପକାନ୍ତୁ NEWS@9amର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 31, 2020, 9:11 AM IST

1.ଗଛରେ ପିଟି ହେଲା ଗାଡି, ଚାଲିଗଲା 4 ଜୀବନ

କେନ୍ଦୁଝରରେ ସଡକ ଦୁର୍ଘଟଣା । 4 ମୃତ । 4 ଗୁରୁତର ଆହତ ।

2.ଚରମ ଅବହେଳା, ଅସ୍ତ୍ରୋପଚାରରେ ପ୍ରସୂତି ଦେହରେ ଛୁଞ୍ଚି

ଚରମ ଅବହେଳା । ନୟାଗଡ ଜିଲ୍ଲା ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟିଚ୍‌ ପଡିବା ପରେ ପ୍ରସୂତି ଦେହରେ ରହିଯାଇଛି ଛୁଞ୍ଚି ।

3.ଟାଟାରେ ଚାକିରି ନାଁରେ ଠକେଇ ପାଇଁ ଷଡଯନ୍ତ୍ର, ମିଟିଂ କରିଥିବା ଲୋକଙ୍କ ଖୋଲିଲେ ଗୁମର

ଟାଟା ମୋଟର୍ସ ଚାକିରି ଠକେଇ ମାମଲାରେ ଅଧିକ ସତ ଓଗାଳିଛି ମଧ୍ୟସ୍ଥି ସାଜିଥିବା ସର୍ବେଶ୍ବର ।

4.ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ଅନୁଗୋଳ ସର୍କିଟ ହାଉସ ଠାରେ ଜିଲ୍ଲାର ପାନୀୟଜଳ, ଧାନ ସମେତ MGNRGS କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ।

5.ଆଜି ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟ ରାଜକୋଟରେ ଆଜି ଆଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6.ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା।

7.କର୍ଣ୍ଣାଟକରେ ଚିହ୍ନଟ ହେଲେ 7 ନୂଆ କୋରୋନା ଷ୍ଚ୍ରେନ ପଜିଟିଭ

କର୍ଣ୍ଣାଟକରେ 7 ଜଣ ବ୍ରିଟେନ ଫେରନ୍ତାଙ୍କର କୋରୋନାର ନୂଆ ଷ୍ଟ୍ରେନ ଭାବେ ପଜିଟିଭ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

8.ଶସ୍ତା, ସୁନ୍ଦର, ମଜବୁତ: ଚାହିଦାରେ ଚଳନ୍ତି ଘର!

ଆପଣ କେବେ ଭ୍ରାମ୍ୟମାଣ ଘର ବିଷୟରେ ଶୁଣିଛନ୍ତି କି ? ଏମିତି ଏକ ଘର ଯାହାକୁ ଯେକୌଣସି ସମୟ ଯେକୌଣସି ସ୍ଥାନକୁ ନେଇ ହେବ। ନିଜାମ ସହର ହାଇଦ୍ରାବାଦରେ ଏଭଳି ଏକ ଭ୍ରାମ୍ୟମାଣ ଘର ବା ମୋବାଇଲ ଘର ଦେଖିବାକୁ ମିଳିଛି।

9.କୋଭିଡ ସଚେତନତା ଆଲବମ ମୁଖ୍ୟମନ୍ତ୍ରୀଙ୍କୁ ସମର୍ପିତ

ନବୀନଙ୍କ କୋଭିଡ ସଚେତନତା ବାର୍ତ୍ତାରେ ଅନୁପ୍ରାଣିତ ହୋଇ ରାଜ୍ୟର ୫୦ ହଜାର କଳାକାର ଏହି ଆଲବମରେ ସଚେତନତା ବାର୍ତ୍ତା ଦେଇଛନ୍ତି ।

10.ଭିଟାମାଟି ବଞ୍ଚାଇବାକୁ ଧାରଣା

ଖୋର୍ଦ୍ଧା ଜିଲ୍ଲାରେ ଭିଟାମାଟି ବଞ୍ଚାଇବାକୁ ନରଣଗଡ ପଞ୍ଚାୟତବାସୀଙ୍କ ଧାରଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.