ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 20, 2020, 9:00 AM IST

1.ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି

ଆଜି ମହାପ୍ରଭୁଙ୍କ ଘୋଡ ଲାଗି ନୀତି । ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମହାବାହୁଙ୍କ ଏ ନୀତି । ଦରଜି ସେବାୟତଙ୍କ ଦ୍ଵାରା ଠାକୁରଙ୍କ ଘୋଡ଼ ତିଆରି କରାଯାଇଛି ।

2.ଏମିତି ଆମ ବ୍ୟବସ୍ଥା, ପଢିବା ବଦଳରେ ସ୍କୁଲରେ ଇଟା ବୋହୁଛନ୍ତି କୁନି କୁନି ଭବିଷ୍ୟତ

ବିପଦପୂର୍ଣ୍ଣ ଭାବରେ ଇଟା ବୋହିବା କାମରେ ଲାଗିଛନ୍ତି କୋମଳମତି ଶିଶୁମାନେ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଦେଉଳଗୁଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ।

3.ଶିକ୍ଷା ବିଭାଗ ଛାଟ; ଜାଲ ଓଟିଇଟି ସାର୍ଟିଫିକେଟଧାରୀ ଶିକ୍ଷକ ହେବେ ଧରା

ବୌଦ୍ଧ ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ଓଟିିଇଟି ସାର୍ଟିଫିକେଟ ଜାଲିଆତି ଘଟଣାରେ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ ।

4.ଭଦ୍ରକରେ ଅଗ୍ନିକାଣ୍ଡ, ଜଳିଗଲା ଛଅ ବଖରା

ଭଦ୍ରକ ଜିଲ୍ଲା ତାଳପଡା ପଞ୍ଚାୟତ ଅଧିନ ରାଢିସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଛଅ ବଖରା ଘର ଜଳି ପୋଡି ପାଉଁଶ ।

5.ନିଶାଦ୍ରବ୍ୟ ଜବତ ଘଟଣା: 6 ପାକିସ୍ତାନୀଙ୍କ ସମେତ 7 ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ

ଗୁଜୁରାଟରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ 6 ପାକିସ୍ତାନୀଙ୍କ ସମେତ 7 ଜଣଙ୍କ ନାଁରେ ମାମଲା ରୁଜୁ କଲା ଜାତୀୟ ଗୁଇନ୍ଦା ବିଭାଗ(NIA) ।

6.ପ୍ରାୟ 3 କୋଟି ଟଙ୍କାର ଅଫିମ ଜବତ, 5 ଗିରଫ

ରାଜସ୍ଥାନ ରାଜସମନ୍ଦ ଜିଲ୍ଲାରେ ଏକ ବଡ ଅପରେସନ୍ କରୁଥିବାବେଳେ ଜୟପୁର ସିଆଇଡି କ୍ରାଇମ ଶାଖା 20 କିଲୋଗ୍ରାମ ଅଫିମ୍ ଜବତ କରିଛି । ପୋଲିସ 5 ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି ଦୁଇଟି ବିଳାସପୂର୍ଣ୍ଣ କାର ଜବତ କରିଛି।

7.ଜଙ୍ଗଲ ଜମି ବିବାଦକୁ ନେଇ ପାଟଣାରେ ଉତ୍ତେଜନା

କେନ୍ଦୁଝର ପାଟଣା ରେଞ୍ଜରେ ଜଙ୍ଗଲ ଜମି ବିବାଦକୁ ନେଇ ଦେଖା ଦେଇଛି ଉତ୍ତେଜନା । ସମାଧାନ ପାଇଁ ଗ୍ରାମବାସୀ କୁକୁଡ଼ା ଲଢେଇର ଆୟୋଜନ କରିଥିବା ବେଳେ ବନ ବିଭାଗ ଉକ୍ତ ଜାଗାରେ ଚଢ଼ାଉ କରି ବ୍ୟାରିକେଡକୁ ଭାଙ୍ଗି ନିଆଁ ଲଗାଇ ଦେବାରୁ ଦେଖା ଦେଇଛି ଅସନ୍ତୋଷ ।

8.ଦଳ ଅନୁସାରେ କାମ କରିବାକୁ ପ୍ରସ୍ତୁତ ରାହୁଲ ଗାନ୍ଧୀ

କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପ୍ରକ୍ରିୟାରେ ଆରମ୍ଭ ହୋଇଯାଇଛି । ପୁଣି ଥରେ କଂଗ୍ରେସ କମାଣ୍ଡ ସମ୍ଭାଳି ପାରନ୍ତି ରାହୁଲ ଗାନ୍ଧୀ । କାରଣ ଏହି ବୈଠକରେ ରାହୁଲ ଦଳ ଅନୁସାରେ କାମ କରିବେ ବୋଲି କହିଛନ୍ତି ।

9.କୋଲନ ବକ୍ସିଂ ବିଶ୍ବକପ: ଅମିତ ପଙ୍ଘଲ ଜିତିଲେ ସ୍ବର୍ଣ୍ଣ, ସତୀଶଙ୍କୁ ରୌପ୍ୟ

କୋଲନ ବକ୍ସିଂ ବିଶ୍ବକପରେ ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲଙ୍କ କମାଲ ।

10.ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ’କାଲିର ଅତୀତ’

ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ’କାଲିର ଅତୀତ’ । ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଫିଲ୍ମ କାଲିର ଅତୀତକୁ ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.