ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 18, 2020, 9:02 AM IST

1.ଗାଡିଆପଡା ଘାଟିରେ ଓଲଟିଲା ବସ୍‌, 30 ଆହତ

କନ୍ଧମାଳ ଗାଡିଆପଡା ଘାଟିରେ ଓଲଟିଲା ବସ୍‌ । ଦୁର୍ଘଟଣାରେ 30ରୁ ଅଧିକ ଆହତ ।

2.ଭୂମିକମ୍ପରେ ଥରିଲା ରାଜଧାନୀ

ଦିଲ୍ଲୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା 4.2 ରେକର୍ଡ କରାଯାଇଛି । ଯାହାର ଗଭୀରତା 5 କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।

3.DACର 28 ହଜାର କୋଟି ମୂଲ୍ୟର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ

DACର 28 ହଜାର କୋଟି ମୂଲ୍ୟର ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ । ଯେଉଁଥିରେ 25,000 କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ମାମଲା ସ୍ୱଦେଶୀ ଡିଜାଇନ ବିକାଶ ଏବଂ ଉତ୍ପାଦନ ବର୍ଗରେ ଅନୁମୋଦିତ ହୋଇଛି ।

4.ଆଜି ଅନ୍ତର୍ଜାତୀୟ ପ୍ରବାସୀ ଦିବସ

ବିଶ୍ବରେ ଅନେକ ସମୟରେ ଆସୁଥିବା ମହାମାରୀ ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ଏଭଳି ସ୍ଥିତିରେ ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତି ପ୍ରବାସୀ ଶ୍ରମିକ । ଏଥିରେ କେତେକ ନିଜ ଜୀବନ ହରାଉଥିବାବେଳେ, ଆଉ କାହାର ଆର୍ଥିକ ମେରୁଦଣ୍ଡ ଦୋହୋଲିଯାଏ ।

5.ସ୍ବଚ୍ଛନ୍ଦ ବ୍ୟବସାୟ ପାଇଁ ପରିଶ୍ରମ ପୋର୍ଟାଲ, ଅନଲାଇନରେ ମିଳିବ 22 ପ୍ରକାର ସେବା

ସ୍ବଚ୍ଛନ୍ଦ ବ୍ୟବସାୟ ପାଇଁ ସହାୟକ ହେବ ପରିଶ୍ରମ ପୋର୍ଟାଲ । 5T କାର୍ଯ୍ୟକ୍ରମରେ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ । ଅନଲାଇନରେ ଉପଲବ୍ଧ ହେବ ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା

6.ଭାରତୀୟ ଜବାନଙ୍କ ଗୁଳିରେ 2 ପାକିସ୍ତାନ ଆତଙ୍କବାଦୀ ନିପାତ

ଗୁରୁବାର ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର 2 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ହେରୋଇନ ପ୍ୟାକେଟ ହୋଇଛି ଜବତ ।

7.ଅସହାୟ ପରିବାରକୁ ସାହା ହେଲା ଶୈଳବାଳା ଫାଉଣ୍ଡେସନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବନ୍ତଳା ଗାଁରେ ଜଣେ ଗରିବ ପରିବାରକୁ ସାହାଯ୍ୟର ହାତ ବଢାଇଛି ଶୈଳବାଳା ଫାଉଣ୍ଡେସନ ।

8.ସରକାରୀ ଗାଡିରେ ନେଉଥିଲେ ଲକ୍ଷାଧିକ ଟଙ୍କା, 3 ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ବିଭାଗ ପଞ୍ଝାରେ ITDA ବିଭାଗର 3 ଯନ୍ତ୍ରୀ। ସରକାରୀ ବୋଲେରୋ ଗାଡିରେ 3 ଲକ୍ଷ 11 ହଜାର ଟଙ୍କା ନେଇକି ଯାଉଥିବା ସମୟରେ ଧରିଲା ଭିଜିଲାନ୍ସ । କାର୍ଯ୍ୟାଳୟକୁ ନେଇ କରୁଛି ଅଧିକ ପଚରାଉଚରା ।

9.ଡ୍ରଗ୍ସ ମାମଲା: କରଣ ଜୋହରଙ୍କୁ ଏନସିବିର ସମନ

ପୁଣି ଚର୍ଚ୍ଚାରେ କରଣ ଜୋହର । ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରଣଙ୍କୁ ପଚରାଉଚରା ପାଇଁ ଡାକିଛି ।

10.ସତ୍ୟ ସାଇବାବାଙ୍କ ଭୂମିକାରେ ଅନୁପ, ଆଣିବେ ବାୟୋପିକ

ଟିଭିରେ ଅନେକ ଧାରାବାହିକରେ ସାଇବାବାଙ୍କ କାହାଣୀ ଦେଖିସାରିଛନ୍ତି ଦର୍ଶକ । ହେଲେ ଏଥର ସମସ୍ତେ ପ୍ରଥମଥର ସତ୍ୟସାଇ ବାବାଙ୍କ ଜୀବନ ବିଷୟରେ ଜାଣିବେ । କାରଣ ଆସିବାକୁ ଯାଉଛି ତାଙ୍କର ବାୟୋପିକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.