ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Sep 5, 2020, 9:00 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.କୋରୋନା ଲଢେଇ, ଜାତୀୟ ଚିତ୍ରଠୁ ଭଲ ଅଛି ଓଡିଶାର ଅର୍ଥନୈତିକ ମାନଚିତ୍ର

କୋରୋନା ଲଢେଇ ମଧ୍ୟରେ ଟ୍ରାକକୁ ଫେରୁଛି ରାଜ୍ୟ ଅର୍ଥବ୍ୟବସ୍ଥା । କୋରୋନା ସଙ୍କଟ ମଧ୍ୟରେ ସରକାରଙ୍କ ଦକ୍ଷ ରଣନୀତି ବଳରେ ଓଡିଶା ଶିଳ୍ପ ଅର୍ଥନୀତି ଜାତୀୟ ଚିତ୍ର ଠାରୁ ଭଲ ରହିଛି ।

2.ଇଜ ଅଫ୍ ଡୁଇଙ୍ଗ ବିଜନେସର ଟପ୍ 10ରେ ନାହିଁ ଓଡିଶା

କେନ୍ଦ୍ର ସରକାର ଶନିବାର ବାଣିଜ୍ୟ ଅନୁକୂଳ ବାତାବରଣ ବା ଇଜ ଅଫ୍ ଡୁଇଙ୍ଗ ବିଜନେସ୍ ମାନ୍ୟତା ରାଙ୍କିଙ୍ଗ ପ୍ରକାଶ କରିଛନ୍ତି । ଯେଉଁଥିରେ ଟପ୍ 10 ରେ ନାହିଁ ଓଡିଶା ।

3.ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା, ୟେଲୋ ୱାର୍ନିଙ୍ଗ ଜାରି

ଆସନ୍ତା ତିନ ଦିନ ଧରି ଓଡିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପ୍ଟେମ୍ବର ୬ ତାରିଖ ରବିବାର ଠାରୁ ଝଡବର୍ଷାର ସମ୍ଭାବନା ରହିଛି । ଫଳରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

4.ଯୁକ୍ତ ଦୁଇ କଳାରେ ଟପ୍ପର ହେଲେ ସମ୍ଭାବନା

ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ 91ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।

5.ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ଚାଲିଛି 3 ଦଳର ପ୍ରାର୍ଥୀ ଖୋଜା କସରତ

ନଭେମ୍ବର ୨୯ ପୂର୍ବରୁ ଶେଷ ହେବ ଉପନିର୍ବାଚନ । ନିର୍ବାଚନ କମିଶନଙ୍କ ଏଭଳି ସିଗନାଲ ପରେ ଜୋରଦାର ହୋଇଛି ପ୍ରାର୍ଥୀ ଖୋଜା କସରତ ।

6.ପୁଣି ବଲିଉଡର ପାକିସ୍ତାନୀ ମାଫିଆ ଲିଙ୍କ କଥା ଉଠାଇଲେ ବୈଜୟନ୍ତ

ବଲିଉଡ କଳାକାରଙ୍କ ଅଣ୍ଡରୱାର୍ଲ୍ଡ ଆତଙ୍କବାଦୀ ଲିଙ୍କ ଥିବା ନେଇ ପୁନର୍ବାର ଏହି କଥା ଉଲ୍ଲେଖ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ।

7.କଂଗ୍ରେସ ସମର୍ଥନରେ ଗ୍ଲୋବାଲ ଟାଇମ୍ସ , ଘେରିଲା ବିଜେପି

ଗ୍ଲୋବାଲ ଟାଇମ୍ସ କଂଗ୍ରେସ ସପକ୍ଷରେ ଏକ ଆର୍ଟିକଲ ଲେଖିଥିଲା । ଯାହାକୁ ନେଇ ଏବେ ବିଜେପି କଂଗ୍ରେସକୁ ଘେରିଛି ।

8.ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

ଶନିବାର ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ପାକିସ୍ତାନ ସୈନିକଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।

9.ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚନ୍ଦ୍ରବାବୁ

ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ । ଅଧିକ ପଢନ୍ତୁ..

10.ଗୁରୁ ଦିବସରେ କ୍ରିକେଟ ଗୁରୁଙ୍କୁ କୋହଲିଙ୍କ କୃତଜ୍ଞତା

ସେପ୍ଟେମ୍ବର 5 ଗୁରୁ ଦିବସ ଅବସରରେ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି ପିଲାଦିନର କୋଚ ରାଜକୁମାର ଶର୍ମାଙ୍କୁ ସ୍ମରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.