ETV Bharat / bharat

TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 3, 2020, 9:02 PM IST

TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର...

TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଶ୍ରୀଲଙ୍କାର ତୈଳ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ, ସାହାଯ୍ୟ କଲା ଭାରତ

ଶ୍ରୀଲଙ୍କା ଉପକୂଳଠାରୁ 37 ମାଇଲ ଦୂରରେ ଥିବା ଏକ ତୈଳ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।

2. ଖୁବଶୀଘ୍ର ବିଧାନସଭା ଅଧିବେଶନ ଉପରେ ନିଆଯିବ ନିଷ୍ପତ୍ତି: ବାଚସ୍ପତି

ଯେହେତୁ ନିୟମ ଅନୁସାରେ ସେପ୍ଟେମ୍ବର 30 ଭିତରେ ବିଧାନସଭା ଅଧିବେଶନ ବସିବାର ରହିଛି l ତେଣୁ ଅଧିବେଶନ କେମିତି ବସିବ ସେନେଇ ସଂସଦ ସଚିବଙ୍କ ସହ ପୁଣି ଆଲୋଚନା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର l

3.ରାଜ୍ୟରେ ଆରୋଗ୍ୟ ହେଲେ 3278 ଆକ୍ରାନ୍ତ

ରାଜ୍ୟରେ ଗୁରୁବାର ଆରୋଗ୍ୟ ହୋଇଛନ୍ତି 3278 ଆକ୍ରାନ୍ତ । ଫଳରେ ମୋଟ ସୁସ୍ଥ ସଂଖ୍ୟା ରାଜ୍ୟରେ 87 ହଜାର ପାର ହୋଇଛି । ଅଧିକ ପଢନ୍ତୁ..

4.ଜାଣନ୍ତୁ, PUBG ପ୍ରେମୀ 5 ଭାରତୀୟ କ୍ରିକେଟର

PUBG ପ୍ରତି ଅଧିକ ଆକର୍ଷିତ ହୋଇଥିବା 5 ଭାରତୀୟ କ୍ରିକେଟରଙ୍କ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଯିଏ କି ଏହି ଲୋକପ୍ରିୟ ଗେମିଂ ଆପ ପାଇଁ ପାଗଳ ପ୍ରାୟ । ତେବେ ନଜର ପକାନ୍ତୁ ଏହି ତାଲିକା ଉପରେ....

5.କୁସ୍ତିଯୋଦ୍ଧା ଦୀପକ ପୁନିଆ କୋରୋନା ପଜିଟିଭ

ତିନି ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ(86 କିଲୋଗ୍ରାମ), ନବୀନ(65 କିଲୋଗ୍ରାମ), କ୍ରୀଷନ(125 କିଲୋଗ୍ରାମ)କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

6.କୋରୋନା ମାଡ: ଜି-20 ଦେଶ ମଧ୍ୟରେ ସର୍ବାଧିକ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା

ଆର୍ଥିକ ମନ୍ଥରତା ଦେଇ ଗତି କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ବଡ ଝଟକା ଦେଇଛି ପ୍ରଥମ ତ୍ରୟମାସର ଜିଡିପି । ଚିନ୍ତାର ବିଷୟ କି ଜି 20 ଦେଶ ମଧ୍ୟରେ ସବୁଠୁ ଅଧିକ ଜିଡିପି ହ୍ରାସର ସାମ୍ନା କରିଛି ଭାରତ । ଅଧିକ ପଢନ୍ତୁ..

7.ଭଂସାଲୀଙ୍କ ‘ବାଇଜୁ ବାୱରା’ରୁ ଆରଏସଙ୍କୁ ରିପ୍ଲେସ କଲେ ଆରକେ

ଚର୍ଚ୍ଚାରେ ରଣବୀର କପୁର । ସଞ୍ଜୟଙ୍କ ଅପକମିଂ ପ୍ରୋଜେକ୍ଟରୁ ରଣବୀର ସିଂଙ୍କୁ ହଟାଇଲେ ସେ । ଆଲିୟାଙ୍କ ସହ ରୋମାନ୍ସ କରୁଥିବାର ଆସିବେ ନଜର । ଏହି ଯୋଡିଙ୍କ ଆଉ ଏକ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

8.ସୁଶାନ୍ତଙ୍କ କେସ: ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଲେ ଥେରାପିଷ୍ଟ ସୁଜନ ୱାକର

ଗୁରୁବାର ସୁଶାନ୍ତଙ୍କ ଥେରାପିଷ୍ଟ ସୁଜନ ୱାକରଙ୍କୁ ମଧ୍ୟ ଜେରା କରୁଛି ସିବିଆଇ । ଏହାସହ ରିଆଙ୍କ ବାପା ମଧ୍ୟ ତୃତୀୟଥର ନିଜ ବୟାନ ଦେଉଛନ୍ତି ।

9.ଖସିଲା ଗ୍ରାମୀଣ ରୋଜଗାର ବଜାର, ପୁଣି ବଢିଲା ବେକାରୀ ହାର

ଦେଶରେ ବେକାରୀ ହାର ଜୁଲାଇ ତୁଳନାରେ ଅଗଷ୍ଟରେ 8.4 ପ୍ରତିଶତକୁ ବୃଦ୍ଧି ପାଇଛି । ଆଉ ଏହାର ମୁଖ୍ୟ କାରଣ ଗ୍ରାମୀଣ ନିଯୁକ୍ତି ବଜାରରେ ଦେଖାଦେଇଥିବା ହ୍ରାସ । ଅଧିକ ପଢନ୍ତୁ..

10.ଇନ୍ଦ୍ରାବତୀ କେନାଲରେ ବୁଡି ପ୍ରାଣ ହରାଇଲେ ଦୁଇ ଭଉଣୀ

କେନାଲରେ ବୁଡି ପ୍ରାଣ ହାରଇଲେ ଦୁଇ ଭଉଣୀ । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗାଁରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.