ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର

TOP NEWS @9PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 2, 2020, 9:01 PM IST

1.କାଳିଆ ଯୋଜନା: ରାଜ୍ୟର ୫୫ ଲକ୍ଷ ୨୯ ହଜାର ୮୬୦ ଯୋଗ୍ୟ ହିତାଧିକାରୀ ଚିହ୍ନଟ

ରାଜ୍ୟ କ୍ୟାବିନେଟ ବୈଠକରେ କୃଷି କ୍ଷେତ୍ରକୁ ନେଇ ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୨୯ ହଜାର ୮୬୦ ଜଣ ହିତାଧିକାରୀ କାଳିଆ ସହାୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

2.ଐତିହ୍ୟ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ପଦକ୍ଷେପ

ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି ।

3.ଗୋଟିଏ ଦିନରେ ଆରୋଗ୍ୟ ହେଲେ 3303

ରାଜ୍ୟରେ ବୁଧବାର ଆରୋଗ୍ୟ ହେଲେ 3303 । ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 84 ହଜାର ପାର ହୋଇଛି ।

4.ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ, ବଢିଲା କୁଳପତିଙ୍କ କାର୍ଯ୍ୟକାଳ

ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତି ନେଲା ରାଜ୍ୟ କ୍ୟାବିନେଟ। ଏଣିକି ସବୁ ବିଶ୍ୱବିଦ୍ୟାଳୟ ଗୋଟିଏ ଆଇନ ଜରିଆରେ ପରିଚାଳନା ହେବ। OPSC ଜରିଆରେ ନିଯୁକ୍ତି ପାଇବେ ଅଧ୍ୟାପକ । ଭିସିଙ୍କ କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି ।

5.JEE ମେନ ପରୀକ୍ଷାରୁ ବଞ୍ଚିତ ହେଲେ କୋରୋନା ପଜିଟିଭ, ନୂଆ ତାରିଖରେ ହେବ ପରୀକ୍ଷା

ବ୍ରହ୍ମପୁର ସହର ଉପକଣ୍ଠ ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସେଣ୍ଟରରେ ଜଣେ କୋରୋନା ପଜିଟିଭି ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

6.ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ପୁରୀ ବେଳାଭୂମି ନାଁ ସୁପାରିଶ

‘ବ୍ଲୁ ଫ୍ଲାଗ୍‌' ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ ମନୋନୀତ କରିଛନ୍ତି କେନ୍ଦ୍ର ସରକାର ।

7.ଗୁରୁବାର ଇସଲାମାବାଦ ହାଇକୋର୍ଟରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି

ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ଡିଫେନ୍ସ କାଉନସିଲ ନିଯୁକ୍ତି ସହ ଜଡିତ ମାମଲାର ଶୁଣାଣି ଆସନ୍ତାକାଲି ଇସଲାମାବାଦ ହାଇକୋର୍ଟରେ ହେବ ।

8.2019ରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା 5,614 ରୁ 4.78 ଲକ୍ଷକୁ ବୃଦ୍ଧି

2019 ରେ ସାରା ଦେଶରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା 5,614 ରୁ 4.78 ଲକ୍ଷକୁ ବୃଦ୍ଧି ପାଇଛି। ଏନେଇ ବୁଧବାର ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ସର୍ବଶେଷ ଆକଳନରେ ଜଣାପଡିଛି ।

9.ଆଇପିଏଲ୍ 2020 ପାଇଁ ୟୁଏଇ ଫେରିବେ ସୁରେଶ ରାଇନା

“ମୁଁ ଏଠାରେ କ୍ୟାଣ୍ଟିନ କରିବା ସମୟରେ ମଧ୍ୟ ଟ୍ରେନିଂ ନେଉଛି । ତୁମେ ଅନୁମାନ ଲଗାଇ ପାରିବ ନାହଁ ଯେ, ମୁଁ ପୁନର୍ବାର କ୍ୟାମ୍ପରେ ଯୋଗ ଦେବି” ବୋଲି 33 ବର୍ଷୀୟ ରାଇନା କହିଛନ୍ତି ।

10.କୋରୋନା ଟୀକା ବିକଶିତ କରିବା ବୈଶ୍ବିକ ଦୌଡ଼ରୁ ଓହରିଲା ଆମେରିକା

ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କୋଭିଡ -19 ପାଇଁ ଟିକା ବିକଶିତ ତଥା ବିତରଣ ପାଇଁ ସେ ଆନ୍ତର୍ଜାତୀୟ ସହଯୋଗୀ ପ୍ରୟାସରେ ସାମିଲ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.