ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 22, 2020, 9:16 PM IST

1. 'କୋରୋନା ସମୟରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ'

ମହାମାରୀ କୋରୋନା ମଧ୍ୟରେ ରାଜ୍ୟରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

2. ଆସିଲା ରଥଯାତ୍ରା ନୀତିନିର୍ଘଣ୍ଟ ତାଲିକା, ସୋମବାର ରାତି 9ରୁ ପୁରୀ ସଟଡାଉନ

ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସୋମବାର ରାତି 9ଟାରୁ ବୁଧବାର ଦିନ 2ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି ।

3. ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ ଜଗନ୍ନାଥପ୍ରେମୀ

ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

4. 8. ସପ୍ତାହେ ପରେ ମୁହଁ ଖୋଲିଲା ଚୀନ, କହିଲା 20ରୁ କମ୍‌ ଯବାନଙ୍କ ହୋଇଛି ମୃତ୍ୟୁ

ଚୀନ ଗଲଓ୍ବାନ ଘଟଣାରେ ନିଜର 20ରୁ କମ୍‌ ଯବାନଙ୍କୁ ହରାଇଥିବା ସୂଚନା ଦେଇଛି ।

5.ରଥଯାତ୍ରା ରାୟରେ ଖୁସି ଜାହିର କଲେ ଶାହା, ରାଜ୍ୟବାସୀଙ୍କୁ ଦେଲେ ଶୁଭେଚ୍ଛା

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଥିବାରୁ ଖୁସି ଜାହିର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଟ୍ବିଟ କରି ଓଡିଶାବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

6.ରଥଯାତ୍ରା ନେଇ ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ, ଅରୁଣ କହିଲେ ପରମ ସୌଭାଗ୍ୟ

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଅନୁମତି ଉପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୃଷିମନ୍ତ୍ରୀ ଅରୁଣ ସାହୁ ।

7.ପୁରୀରେ ଶେଷ ହେଲା ସମୀକ୍ଷା ବୈଠକ

ପୁରୀରେ ରଥ ଯାତ୍ରା ହେବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ।

8.ବିନା ଭକ୍ତରେ ପୁରୀ ରଥଯାତ୍ରାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ରଥଯାତ୍ରା ମାମଲା ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ । ବଡଦାଣ୍ଡରେ ଗଡିବ ରଥ । କୋର୍ଟଙ୍କ ରାୟ ପରେ ଘୋଷଯାତ୍ରାକୁ ମିଳିଛି ସବୁଜ ସଙ୍କେତ ।

9. ଇଟିଭି ଭାରତରେ ଜୁନିୟର ଟିମ ଇଣ୍ଡିଆର ୱିକେଟକିପର-ବ୍ୟାଟ୍ସମ୍ୟାନ ଆର୍ଯ୍ୟନ ଜୁଆଲ

2018-19ବର୍ଷରୁ କମ ବିଶ୍ବକପ ଚମ୍ପିଆନ ଭାରତୀୟ ଦଳର ସଦସ୍ୟ ରହିଥିବା, ୱିକେଟକିପର ବ୍ୟାଟ୍ସମ୍ୟାନ ଆର୍ଯ୍ୟନ ଜୁଆଲଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର ।

10.ରଥଯାତ୍ରା ମାମଲାରେ ମୋଦିଙ୍କୁ ପ୍ରତାପ ଷଡଙ୍ଗୀଙ୍କ କ୍ରେଡିଟ

ବର୍ତ୍ତମାନ ସୁଶାନ୍ତ ସିଂଙ୍କ ମୃତ୍ୟୁ ନେଇ ଚାଲିଛି ଚର୍ଚ୍ଚା । ସୁଶାନ୍ତ ମୃ୍ତ୍ୟୁର ସତ୍ୟତା ଜାଣିଛନ୍ତି କି ଗର୍ଲଫ୍ରେଣ୍ଡ ରିୟା?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.