ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 18, 2020, 9:04 PM IST

ନଜର ପକାନ୍ତୁ NEWS@9Mର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-9pm
TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ମିଜୋରାମରେ 5.0 ତୀବ୍ରତାର ଭୂମିକମ୍ପ

ମିଜୋରାମରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପର ତୀବ୍ରତା 5.0 ରହିଥିବା ସେସମୋଲୋଜୀ ପକ୍ଷରୁ ସୂଚନା ମିଳିଛି ।

2.ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା 2 ଶହୀଦ ଯବାନଙ୍କ ମର ଶରୀର

ରାଜଧାନୀରେ ପହଞ୍ଚିଛି ଗଲଓ୍ବାନ ଉପତ୍ୟକାରେ ଶହୀଦ ହୋଇଥିବା 2 ଓଡିଆ ଯବାନଙ୍କ ମର ଶରୀର । ଏକ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଯୋଗେଁ ଯବାନଙ୍କ ମର ଶରୀର ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି ।

3.ରଥଯାତ୍ରା ବନ୍ଦ: ଭକ୍ତ-ଭଗବାନ ମଧ୍ୟରେ ବାଧକ ଭାଇରସ

ଆସନ୍ତା 23ରେ ହେବାକୁ ଥିବା ପବିତ୍ର ଘୋଷଯାତ୍ରାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

4.ଶହୀଦ ପିଲାଙ୍କ ପାଠପଢା ଦାୟିତ୍ବ ବହନ କରିବ କିଟ ଓ କିସ

ଦୁଇ ଶହୀଦ ପରିବାରର ପିଲାମାନଙ୍କ ପାଠ ପଢା ଦାୟିତ୍ବ ବହନ କରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡ. ଅତ୍ୟୁତ ସାମନ୍ତ ।

5.ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର ଦାବି

ବର୍ତ୍ତମାନ ପରିସ୍ଥିତିରେ ଶ୍ରୀଜିଉଙ୍କ ରଥକୁ ସେବାୟତ ମାନେ ଟାଣିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ସେବାୟତ।

6.ପୁଣି ରାଜ୍ୟର 97 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ପୁଣି 97 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ 3144 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି..

7. ଚଳିତ ବର୍ଷ ହେବନି ରଥଯାତ୍ରା

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏବର୍ଷ ପୁରୀରେ ହେବନି ରଥଯାତ୍ରା...

8.24 ଘଣ୍ଟାରେ ଦେଶରେ ସର୍ବାଧିକ କୋଭିଡ ପରୀକ୍ଷା, 55.95 ପ୍ରତିଶତ ଆରୋଗ୍ୟ ହାର

24 ଘଣ୍ଟାରେ ଦେଶରେ ମୋଟ 1 ଲକ୍ଷ 65 ହଜାର 412 କୋଭିଡ-19 ପରୀକ୍ଷା ହୋଇଥିବା ସୂଚନା ଦେଇଛି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆର..

9. ରଥଯାତ୍ରା ବନ୍ଦ ନିଷ୍ପତ୍ତି, ପୁରୀ ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବଡଦାଣ୍ଡକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା ..

10.ସେହି ବର୍ଷ ଆଜିର ଦିନ: ଭାରତର ପ୍ରଥମ ଏକଦିବସୀୟ ଶତକ

1983 ମସିହା ଆଜିର ଦିନରେ ଭାରତୀୟ ଏକଦିବସୀୟ କ୍ରିକେଟ ଇତିହାସରେ ଯୋଡି ହୋଇଥିଲା ପ୍ରଥମ ଶକତୀୟ ପାଳି । ଆଉ ଏହି ଐତିହାସିକ ଶତକୀୟ ପାଳି ଖେଳିଥିଲେ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ହରିଆଣାର ହରିକେନ କୁହାଯାଉଥିବା କପିଳ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.