ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 10, 2020, 9:08 AM IST

1.ଉତ୍ତେଜନା ମଧ୍ୟରେ ଚୀନ ପ୍ରତିପକ୍ଷଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ

ଆଜି SCO ସମ୍ମିଳନୀରେ ଚୀନ ପ୍ରତିପକ୍ଷଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । LAC ପ୍ରସଙ୍ଗରେ ହୋଇପାରେ ଆଲୋଚନା..

2.ମା-ପୁଅଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ଗାଁର ଜଞ୍ଜାଳି ଜେନା ଓ ପୁଅ ବନମାଳି ଜେନାଙ୍କ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ମାନେ ଏହି ନିର୍ମମ ହତ୍ୟା କରିଥିବା ଅଭିଯୋଗ..

3. ବିଏମସିରେ ବେକାବୁ କୋରୋନା, ସରକାର ନିଯୁକ୍ତ କଲେ 9 ଓଏଏସ

ବିଏମସିରେ ବେକାବୁ ହେଉଛି କୋରୋନା । ଆୟତ୍ତ କରିବାକୁ 9 ଓଏଏସ ଅଧିକାରୀଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର..

4.କୋଭିଡ ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାର ନେଇ ଅସନ୍ତୋଷ, ଚିନ୍ତାରେ ପ୍ରଶାସନ

ବରଗଡରେ କୋଭିଡ ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାରକୁ ନେଇ ଦେଖାଦେଇଛି ଅସନ୍ତୋଷ । ଲୋକେ ପ୍ରବଳ ବିରୋଧ କରୁଥିବା ବେଳେ ଯାହା ଏବେ ବରଗଡ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି..

5. ଜମିବାଡି ବିବାଦରୁ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

ନୟାଗଡ଼ ବାଉଁଶିଆପଡା ମାଳିସାହିରେ ଘଟିଛି ବିଭତ୍ସ ହତ୍ୟାକାଣ୍ତ । ପୋଲିସର ତଦନ୍ତ ଜାରି..

6.ଲୁଣାନଦୀରେ ଭାସୁଛି ଯୁବକ-ଯୁବତୀଙ୍କ ମୃତଦେହ

ଲୋକେ ପ୍ରଥମେ ଲୁଣାନଦୀର କଳପଡା ପୋଲ ନିକଟରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ..

7.ସେପ୍ଟେମ୍ବର 29ରୁ ଯୁକ୍ତ 3 ଶେଷ ସେମିଷ୍ଟାର ପରୀକ୍ଷା

ସେପ୍ଟେମ୍ୱର ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ +୩ କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଷଷ୍ଠ ସେମିଷ୍ଟାର ପରୀକ୍ଷା..

8.IAS ସ୍ତରରେ ଅଦଳବଦଳ, ବଦଳିଲେ 4 ଜିଲ୍ଲାର ଜିଲ୍ଲାପାଳ

ରାଜ୍ୟରେ ଆଇଏଏସ ସ୍ତରରେ ବଡ ଅଦଳବଦଳ । ବଦଳିଛନ୍ତି 4 ଜିଲ୍ଲାର ଜିଲ୍ଲାପାଳ..

9.EPFOର ବଡ ନିଷ୍ପତ୍ତି, ପିଏଫ ଉପରେ ଏକାସହ ମିଳିବନି ସୁଧ

EPF ଅଂଶୀଦାରଙ୍କୁ ପ୍ରଭାବିତ କଲା କୋରୋନା ମହାମାରୀ । ବୁଧବାର EPFOର ସେଣ୍ଟ୍ରାଲ ବୋର୍ଡ 2019-20ର ସୁଧକୁ 2ଟି କିସ୍ତିରେ ଦେବାକୁ ନିଷ୍ପତ୍ତି ନେଇଛି..

10.ଶେଷରେ ଝାଡଖଣ୍ଡ କ୍ରିକେଟ ଆସୋସିଏନର ବକେୟା 1800 ଟଙ୍କା ଭରିଲେ ଧୋନି

କିଛି ଦିନ ପୂର୍ବରୁ ଜିଏସସିଏ ୱେବସାଇଟରେ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ 1,800 ଟଙ୍କା ବକେୟା ଥିବା ଦର୍ଶାଯାଇଥିଲା । ପୂର୍ବତନ ଅଧିନାୟକ ଏହାକୁ ଜେଏସସିଏର ରାଞ୍ଚି କାର୍ଯ୍ୟାଳୟକୁ ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.