ETV Bharat / bharat

TOP NEWS @ 9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS @ 9AM
TOP NEWS @ 9AM
author img

By

Published : Aug 23, 2020, 9:00 AM IST

1-ଆଜି ନୂଆଁଖାଇ, ବିନା ଦେବ ଦର୍ଶନରେ ଲାଗି ହେବ ନବାନ୍ନ

ଆଜି ନୂଆଁଖାଇ । ପଶ୍ଚିମଓଡିଶାର ଗଣପର୍ବ । ଯାହାକୁ ନେଇ ପୁରପଲ୍ଲୀ ଉତ୍ସବମୁଖର ହୋଇପଡିଛି । ହେଲେ ଚଳିତ ବର୍ଷ ନୂଆଁଖାଇ ନିରାଡମ୍ବରରେ ପାଳିତ ହେବ । ବିନା ଦେବ ଦର୍ଶନରେ ନବାନ୍ନ ଲାଗି ହେବା ଭେଟଘାଟ ଓ ନୂଆଁଖାଇ ଜୁହାରରେ ମଧ୍ୟ କୋରୋନା ପ୍ରଭାବ ଦେଖାଦେବ । ଅଧିକ ପଢନ୍ତୁ...

2-ନୂଆଁଖାଇ ଜୁହାର ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ସାରା ପଶ୍ଚିମ ଓଡିଶା ପାଳୁଛି ନୂଆଁଖାଇ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

3-ବାଲୁକା କଳାରେ ସୁଦର୍ଶନ ଜଣାଇଲେ 'ନୂଆଁଖାଇ ଜୁହାର'

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକାକଳା ମାଧ୍ୟମରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର କହିଛନ୍ତି ।

4-ପୁଣେର ଅନନ୍ୟ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣେଶ, ଜାଣନ୍ତୁ ମନ୍ଦିର ଐତିହ୍ୟ ସମ୍ପର୍କରେ...

ପୁଣେରେ ଗଣେଶ ଉତ୍ସବ ଏକ ପ୍ରସିଦ୍ଧ ପର୍ବ ଅଟେ । ଏହି ଉତ୍ସବ ସାରା ଦେଶରେ ପ୍ରସିଦ୍ଧ । ତେବେ ପୁଣେରେ ପଞ୍ଚମୁଖୀ ଗଣପତି ଥିଲେ ମଧ୍ୟ ଶ୍ରୀମନ୍ତ ଡଗଡୁସେଠ ହଲୱାଇ ଗଣେଶଙ୍କ ସମ୍ମାନ ଭିନ୍ନ ଅଟେ । ଏଠାରେ ଗଣେଶୋତ୍ସବକୁ ଧୁମଧାମରେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ...

5-କୋଝିକୋଡ ବିମାନ ଦୁର୍ଘଟଣା, ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି

କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି ପାଇଛି। ଅଗଷ୍ଟ 7ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ 53 ବର୍ଷୀୟ ବ୍ୟକ୍ତିଙ୍କ ଶନିବାର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି।

6-ଅମାନିଆଙ୍କୁ ଟ୍ରାଫିକ ନିୟମ ବୁଝାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଗଜାନନ

ବେତୁଲର ଟ୍ରାଫିକ ପୋଲିସ ପ୍ରଭୁ ଗଣେଶଙ୍କ ଅବତାରରେ ରାସ୍ତାରେ ମାସ୍କ ପିନ୍ଧିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲା। ଏହାସହ ମାସ୍କ ଓ ହେଲମେଟ୍ ପିନ୍ଧିନଥିବା ଡ୍ରାଇଭରମାନଙ୍କୁ ଅଟକାଇ ମାସ୍କ ପିନ୍ଧିବା ଏବଂ ଟ୍ରାଫିକ ନିୟମ ଅନୁସରଣ କରିବା ବିଷୟରେ ସଚେତନ କରାଇଥିଲେ।

7-ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କଲେ ଭାରତୀୟ ବାୟୁସେନାର ଯବାନ

ଚଳିତ ମାସରେ ଜମ୍ମୁ ଅଞ୍ଚଳରେ ନିୟୋଜିତ ଥିବା ଭାରତୀୟ ବାୟୁସେନା କର୍ମଚାରୀଙ୍କ ଏହା ହେଉଛି ଦ୍ବିତୀୟ ଆତ୍ମହତ୍ୟା ମାମଲା ।

8-ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା 12 ବର୍ଷିୟ ନାବାଳକର ଜୀବନ

ଲକ୍ଷ୍ମୀସାଗର ଥାନା ରିଫ୍ୟୁଜ କଲୋନିରେ ଗଣେଷ ପୂଜା ସାଜସଜା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ 12 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ମୃତ ବାଳକର ନାମ ପୃଥିରାଜ ସ୍ବାଇଁ ବୋଲି ଜଣାପଡିଛି ।

9-ଅଗଷ୍ଟ 27ରେ ଭାରତରେ ଲଞ୍ଚ ହେବ xiaomiର Redmi 9, ଏହି ଫୋନ ସହ ହେବ ଟକ୍କର

​Redmi 9 ର ଭାରତୀୟ ପ୍ରକାର HD + 720 x 1600 ପିକ୍ସେଲ-ସ୍କ୍ରିନ ରିଜୋଲ୍ୟୁସନ ସହିତ 6.53 ଇଞ୍ଚ ଡିସ୍ପେଲ ସହିତ ହେବ ଲଞ୍ଚ । ଅଧିକ ପଢନ୍ତୁ...

10-ପାଣିର ପ୍ରଖର ସୁଅରେ କାର ସମେତ ଭାସିଗଲେ ଦୁଇ

ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶରର ଅନେକ ସ୍ଥାନ । ପ୍ରବଳ ବର୍ଷା କାରଣରୁ ନଦୀ ସ୍ତର ବୃଦ୍ଧି ପାଇବାର ସହ ରାସ୍ତାଘାଟ ପୋଲ ଉପରେ ଚାଲୁଛି ପ୍ରବଳ ପାଣି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ସେମାନେ ମଦ୍ୟପାନ କରିଥିବାରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.