ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 27, 2020, 9:02 AM IST

1.ରାଜସ୍ଥାନ ରାଜନୀତି ରଣ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତି ଦାଖଲ କରିଥିବା ଏସଏଲପି ଉପରେ ଆଜି ଶୁଣାଣି ହେବ । ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ବରେ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ..

2.ଶ୍ରାବଣର ଚତୁର୍ଥ ସୋମବାର, ଚାଲିଛି ମହାକାଳେଶ୍ବରଙ୍କ ଭସ୍ମ ଆଳତୀ

ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ବଡି ଭୋରରୁ ବିଭିନ୍ନ ଶୈବ ପୀଠରେ ଆରମ୍ଭ ହୋଇଗଲାଣି ଭୋଳାନାଥଙ୍କ ପୂଜା ଅର୍ଚ୍ଚନା..

3.ଆଜି ICMR ର 3ଟି ଆତ୍ୟାଧୁନିକ ଲ୍ୟାବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,ନୋଏଡା ଓ କୋଲକାତା ଆଇସିଏମଆରର ତିନୋଟି କେନ୍ଦ୍ରରେ ଲ୍ୟାବ ଉଦଘାଟନ କରାଯିବ । ଏହାର ଲକ୍ଷ୍ୟ କୋଭିଡ ଟେଷ୍ଟିଂକୁ ଅଧିକ ପ୍ରଭାବଶାଳୀ ଓ ତ୍ବରାନ୍ବିତ କରିବାକୁ ହେବ..

4.ଭାସୁଛି ଆସାମ: 23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 102କୁ ବୃଦ୍ଧି

ବନ୍ୟାରେ ଭାସୁଛି ଆସାମ । 23 ଜିଲ୍ଲାର 25 ଲକ୍ଷ ଲୋକେ ପ୍ରଭାବିତ । ଜଳବନ୍ଦୀରେ 2,265 ଗାଁ..

5.ରାଜସ୍ଥାନରେ ରାଜନୈତିକ ଡ୍ରାମା: ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କଲା ବିଏସପି

କୋଭିଡ୍ 19 ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯିବା ଉଚିତ ବୋଲି ବହୁଜନ ସମାଜ ପାର୍ଟି (ବିଏସପି) ରବିବାର କହିଛି..

6.ଆସୁଛି ଇଦ୍, କର୍ଣ୍ଣାଟକରେ ସାମୂହିକ ନମାଜ ମନା

ଆସୁଛି ବଡ଼ ପର୍ବ ଇଦ-ଉଲ-ଅଜହା ବା ବକ୍ରିଇଦ । କୋରୋନାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ମସଜିଦରେ ସାମୂହିକ ନମାଜ ନପଢିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି..

7.ଆନନ୍ଦପୁରରେ 7 ଦିନିଆ ସଟଡାଉନ

ଆନନ୍ଦପୁର ମ୍ୟୁନିସିପାଲଟିରେ ସ୍ଥାନୀୟ ସଂକ୍ରମିତ କୋରୋନା ପଜେଟିଭ ବାହାରି ଥିବାରୁ 7 ଦିନିଆ ସଟଡାଉନ ଘୋଷଣା ହୋଇଛି..

8.ପେନସନ ଯୋଜନାରେ ପଞ୍ଜିକୃତ କଲେ 40, 688 ବ୍ୟବସାୟୀ

ମୋଦି ସରକାର ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରିଥିବା ପେନସନ ଯୋଜନାରେ ପଞ୍ଜିକୃତ ହେବାପାଇଁ ବ୍ୟବସାୟୀମାନେ ଆଗ୍ରହ ଦେଖାଉ ନଥିବା ଦେଖିବାକୁ ମିଳିଛି..

9.ଭାରତ ଅଭିମୁଖେ ଇସ୍ରାଏଲ ପ୍ରତିନିଧି, ଖୁବଶୀଘ୍ର ନିର୍ମାଣ ହେବ ଦ୍ରୁତଗାମୀ ଟେଷ୍ଟିଂ କିଟ

କୋରୋନା ମୁକାବିଲାରେ ଇସ୍ରାଏଲ ସହ ହାତ ମିଳାଇଛି ଭାରତ । ଉଭୟ ଦେଶର ମିଳିତ ଉଦ୍ୟମରେ ଏକ ଦ୍ରୁତଗାମୀ ଟେଷ୍ଟିଂ କିଟ ନିର୍ମାଣ ହେବାକୁ ଯାଉଛି..

10.ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ଟଙ୍କା ମାଗିଲେ ପିଇଓ: ଭିଡ଼ିଓ ଭାଇରଲ

ଜରିପଡା ଗ୍ରାମ ପଞ୍ଚାୟତର ପିଇଓ କ୍ଵାରେନଣ୍ଟାଇନ ସେଣ୍ଟରରେ ରହିଲେ ଦିନକୁ 120 ଟଙ୍କା ହିସାବରେ ଯେତିକି ଦିନ ରହିବ, ସେତିକି ଟଙ୍କା ଦେବାକୁ କହୁଥିବା ଭିଡିଓ ଭାଇରାଲ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.