ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
author img

By

Published : Jul 13, 2020, 9:06 AM IST

1.ରାଜସ୍ଥାନ ରାଜନୀତି: ସୋମବାର କଂଗ୍ରେସ ଦଳର ବୈଠକ, 109 ବିଧାୟକ ଜଣାଇଲେ ସମର୍ଥନ

ଆଉ କିଛି ଘଣ୍ଟା ପରେ ଉଠିପାରେ ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ଉପରୁ ପରଦା । 109 କଂଗ୍ରେସ ବିଧାୟକ ଗେହଲୋତ ସରକାରଙ୍କୁ ସମର୍ଥନ ଜଣାଇଥିବା ଦଳର ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ସୂଚନା..

2.ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି

ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି । ଆତଙ୍କୀଙ୍କୁ ନିପାତ କରିବା ପାଇଁ ଜାରି ରହିଛି ଅପରେସନ..

3.ଆରପାରିରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା..

4.ଶ୍ରାବଣ ଦ୍ବିତୀୟ ସୋମବାର: 55ଘଣ୍ଟାର କଟକଣା ପରେ ଖୋଲିଲା କାଶୀ ବିଶ୍ବନାଥ ମନ୍ଦିର ଦ୍ବାର

ଶ୍ରାବଣମାସ 2ୟ ସୋମବାର ଉପଲକ୍ଷେ ଭକ୍ତଙ୍କ ପାଇଁ ସକାଳ 5ଟାରୁ କାଶୀ ବିଶ୍ବନାଥ ମନ୍ଦିରର ଦ୍ବାର ଖୋଲାଯାଇଛି..

5.ଟେନସନ ବଢାଇଲା ଲୋକାଲ କେସ: ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ରବିବାର ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ ଓ ପରିବା ମାର୍କେଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ..

6.ଆଣ୍ଡାମାନରେ 4.3 ତୀବ୍ରତାର ଭୂମିକମ୍ପ

ଆଣ୍ଡାମାନରେ 4.3 ତୀବ୍ରତା ଭୂମିକମ୍ପର ଝଟକା ଅନୁଭୂତ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ..

7.ତେଲେଙ୍ଗାନା ରାଜଭବନରେ ପଶିଲା କୋରୋନା,10 କର୍ମଚାରୀ ପଜେଟିଭ

ତେଲେଙ୍ଗାନା ରାଜଭବନର 10 କର୍ମଚାରୀ କୋରୋନା ପଜେଟିଭ, ପରିବାର ସଦସ୍ୟ ମଧ୍ୟ ହୋଇଛନ୍ତି ଆକ୍ରାନ୍ତ..

8.FIH ଆଡ଼ଭାନସମେଣ୍ଟ ପ୍ୟାନେଲରେ ଓଡିଆ ପୁଅ ବିଶ୍ବରଞ୍ଜନ

ରାଜ୍ୟ ହକି ଖେଳାଳିରୁ କ୍ୟାରିୟର ଆରମ୍ଭ କରିଥିଲେ ବିଶ୍ବରଞ୍ଜନ । ପରେ 2012ରେ ଫିଲ୍ଡ ଅମ୍ପେୟାର, ଆଉ ଏହା ପରେ 2014ରେ ହକି ଇଣ୍ଡିଆ ପ୍ୟାନେଲ ସ୍ଥାନ ପାଇଥିଲେ ବିଶ୍ବରଞ୍ଜନ..

9.ପାଟଣା ଏମ୍ସରେ ଆଜିଠୁ ଆରମ୍ଭ କୋଭିଡ 19 ଟିକାର ହ୍ୟୁମାନ୍ ଟ୍ରାଏଲ

ସୋମବାର ପାଟଣା ସ୍ଥିତ ଏମ୍ସ କୋରୋନା ଭାଇରସ୍ ଟିକାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବ..

10.ନିୟମକୁ ବେଖାତିର, ଡାକ୍ତରଖାନାରେ ଦରବାର ଖୋଲିଛନ୍ତି ଆରଜେଡି ମୁଖ୍ୟ ଲାଲୁ

ଜେଲ ନିୟମକୁ ଉଲ୍ଳଙ୍ଘନ କରି ଆରଜେଡି ମୁଖ୍ୟ ଲାଲୁ ହସ୍ପିଟାଲରେ ଦରବାର ବସାଇଛନ୍ତି। କୋରୋନା କାଳରେ ମଧ୍ୟ ସେ ଏଥିରୁ ବର୍ତ୍ତି ନାହାଁନ୍ତି ବୋଲି ଝାଡଖଣ୍ଡର ବିଜେପି ମୁଖପାତ୍ର ଅଭିଯୋଗ ଆଣିଛନ୍ତି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.