ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 2, 2020, 9:21 AM IST

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ନୀଳାଚଳେ ଜଗନ୍ନାଥ: ମହଣ ମହଣ ସୁନାରେ ବିଭୂଷିତ ହେବେ ଉତ୍କଳୀୟ ମଉଡ ମଣି

ରଥରେ ପ୍ରଭୁଙ୍କର ସୁନାବେଶ ଯାହା ବଡ଼ ତଢ଼ାଉ ବେଶ ନାମେ ବିଦିତ । ରଥ ଉପରେ ଏହି ବର୍ଣ୍ଣାଢ଼୍ୟ, ଅବର୍ଣ୍ଣନୀୟ ବେଶ ଦେଖି ସଚରାଚର ବିଶ୍ବ ବ୍ରହ୍ମାଣ୍ଡ ବିହ୍ବଳିତ ହୋଇଯାଏ..

2.ଆଜି ସୁନାବେଶ, ନୀତି ନିର୍ଘଣ୍ଟ ସ୍ଥିର

ଆଜି ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଏନେଇ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ..

3.ମଧ୍ୟପ୍ରଦେଶରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆଜି

ମଧ୍ୟପ୍ରଦେଶରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ..

4.UPSC ସିଭିଲ୍ ପ୍ରିଲିମନାରୀ ପାଇଁ ପରୀକ୍ଷାକେନ୍ଦ୍ର ନିଜେ ବାଛି ପାରିବେ ପ୍ରାର୍ଥୀ

ସର୍ବଭାରତୀୟ ପ୍ରଶାସନିକ ସେବା ତଥା ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ନିଜେ ବାଛି ପାରିବେ ପ୍ରାର୍ଥୀ । ଏନେଇ ଅନୁମତି ଦେଇଛି ୟୁପିଏସସି..

5.ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟର ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି, ଘଡଘଡି ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର..

6.ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭୁଲ ବୁଝାମଣା ଏବଂ ସଂଘର୍ଷ ଆଶଙ୍କା ବଢୁଛି: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋରିସନ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆଞ୍ଚଳିକ ଅଧିକାରକୁ କେନ୍ଦ୍ର କରି ଉତ୍ତେଜନା ବଢ଼ିବାରେ ଲାଗିଛି..

7.ସରକାରୀ ବଙ୍ଗଳା ଖାଲି କରିବେ ପ୍ରିୟଙ୍କା, ମିଳିଲା ନୋଟିସ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଲୋଧୀ ଇଷ୍ଟେଟସ୍ଥିତ ସରକାରୀ ବଙ୍ଗଳା ଖାଲି କରିବେ । ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବଙ୍ଗଳା ଅଗଷ୍ଟ 1 ସୁଦ୍ଧା ଖାଲି କରିବାକୁ ପଡିବ..

8.ପାକିସ୍ତାନରେ ପବଜି ବ୍ୟାନ୍

ଗେମ୍ ଉପରେ ଲାହୋର ହାଇକୋର୍ଟ ପିଟିଏକୁ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି..

9.ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁନାହାଁନ୍ତି ଡାକ୍ତର, ନର୍ସ ତୁଲାଉଛନ୍ତି କାମ

ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ କେନ୍ଦ୍ରକୁ ଆସୁନାହାଁନ୍ତି ଡାକ୍ତର । ଗୁରୁତରଭାବେ ପ୍ରଭାବିତ ହେଉଛନ୍ତି କ୍ୟାନସର ରୋଗୀ..

10.ଅନଲକ-1: 10.99 ପ୍ରତିଶତକୁ ଖସିଛି ବେକାରୀ ହାର

ଅନଲକ୍-1 ପରେ ଦେଶରେ ବେକାରୀ ହାର ଜୁନ ମାସରେ ବହୁତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ବେକାରୀ ହାର ମାତ୍ର 10.99 ପ୍ରତିଶତ ରହିଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.