ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS AT 9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 22, 2020, 8:58 AM IST

1. ରଥଯାତ୍ରା ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ରଥଯାତ୍ରା ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଦିନ ୧୧ଟା ରେ ସୁପ୍ରମକୋର୍ଟର ଜଣିକିଆ ବେଞ୍ଚ ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ...

2. କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ

କୋରୋନା ଟୀକାକୁ ନିଜ ଶରୀରରେ ପରୀକ୍ଷଣ ପାଇଁ ସ୍ବେଚ୍ଛାସେବୀ ଭାବେ ଆଗେଇ ଆସିଲେ ସମ୍ବଲପୁରର ଅଙ୍କନ ନାଏକ । ନିଜ ଶରୀରରେ କଲେ ପରୀକ୍ଷା । ଅଧିକ ପଢନ୍ତୁ...

3. ଆଜି ରଥଯାତ୍ରା ପୁନର୍ବିଚାର ଶୁଣାଣି: ଉପବାସ ରଖିବେ ବିଜେପି ନେତା

ରଥଯାତ୍ରା କରିବାକୁ ଆଜି ଉପବାସ ରଖିବେ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ଥିବା ସମ୍ବିତ ପାତ୍ର । ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ପୁନର୍ବିଚାର ଶୁଣାଣି ହେବାକୁ ଥିବାବେଳେ ସମ୍ବିତ ଉପବାସ ରଖିବେ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

4. ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଆଜି ସକାଳୁ ପୁଣି ପୁଞ୍ଛ ଜିଲ୍ଲାର କ୍ରିଷ୍ଣା ଘାଟି ଓ ମାନକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ତେବେ ଏହାର ଜବାବ ଦେଉଛନ୍ତି ଭାରତୀୟ ସେନା ।

5. ସଙ୍ଘର୍ଷ ପରେ ସେନାକୁ ପୂର୍ଣ୍ଣ ସ୍ବାଧୀନତା ! LAC ରେ ନିୟମ ବଦଳାଇଲେ କେନ୍ଦ୍ର ସରକାର

ସୀମାରେ ନିୟୋଜିତ ସୈନ୍ୟଙ୍କ ପାଇଁ ସରକାରଙ୍କ ବଡ ଘୋଷଣା। ଯବାନମାନଙ୍କୁ ସମସ୍ତ ପ୍ରକାର ସ୍ବାଧୀନତା ଓ ସୁରକ୍ଷା ପ୍ରଦାନ ପାଇଁ 500 କୋଟିର ଜରୁରୀକାଳୀନ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

6. ଆଜିଠୁ ହିମାଚଳରେ ଉଡାନ-2 ଆରମ୍ଭ, ଯାତ୍ରୀ ବୋହିବ ପବନହଂସ

ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେବ ହେଲିକାପ୍ଟର ସେବା । ଆଜିଠୁ ଉଡାନ-2 ଯୋଜନା ମାଧ୍ୟମରେ ରାଜ୍ୟରୁ ପୁଣି ଥରେ ହେଲିକାପ୍ଟର ଉଡିବ ।

7. ମହାକୁମ୍ଭ ମେଳା '2021', ଆଖଡା ପରିଷଦ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଫେବୃୟାରୀ ସୁଦ୍ଧା ସ୍ଥିର ହେବ ମହାକୁମ୍ଭ ମେଳା-2021ର କାର୍ଯ୍ୟସୂଚୀ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରବିବାର ଏକ ବୈଠକ ଡାକିଥିଲେ।

8. ନୀଳାଚଳେ ଜଗନ୍ନାଥ: ଡାହୁକ ଡାକିଲେ ବଡଦାଣ୍ଡେ ମାଡିଚାଲେ ରଥ

ରଥର ଚଳନ୍ତି ସାରଥି ହେଉଛନ୍ତି ରଥ ବାହୁକ ବା ଡାହୁକ । ରଥ ଚାଲିବା ପୂର୍ବରୁ ରଥ ଉପରେ ବେତ ହଲାଇ ଚିତାକର୍ଷକ ଗୀତ ଗାଇଥାନ୍ତି । ସେହି ଗୀତଶୁଣି ଅଗଣିତ ଜନସମୁଦ୍ରମନରେ ଅପୂର୍ବ ଶିହରଣ ଖେଳିଯାଏ ।

9. ନ୍ୟୁୟର୍କର ସିରାକ୍ୟୁସରେ ଗୁଳି ବିନିମୟ, 9 ଗୁରୁତର

ଅପଷ୍ଟେଟ ନ୍ୟୁୟର୍କରେ ବନ୍ଧୁକଧାରୀ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିଚାଳନା । ଘଟଣାର ଯାଞ୍ଚ କରୁଛି ସିଟି ପୋଲିସ । ଅଧିକ ପଢନ୍ତୁ...

10. ଆର ପାରିରେ ଘରୋଇ କ୍ରିକେଟ କିଙ୍ଗ୍ ରାଜିନ୍ଦର ଗୋଏଲ

ରାଜିନ୍ଦର ଗୋଏଲ, ଯିଏକି 2017ରେ ବିସିସିଆଇ ଦ୍ବାରା ସିକେ ନାଇଡୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.