ETV Bharat / bharat

TOP NEWS @9AM: ବର୍ତ୍ତମାନର ବଡ ଖବର - Top News at 9 am

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM: ବର୍ତ୍ତମାନର ବଡ ଖବର
TOP NEWS @9AM: ବର୍ତ୍ତମାନର ବଡ ଖବର
author img

By

Published : Jun 24, 2020, 8:56 AM IST

1. ନିଆରା ବାହାଘର: ସଙ୍ଗରୋଧ କେନ୍ଦ୍ରରେ ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରେମୀଯୁଗଳ ପାଲଟିଲେ ପତିପତ୍ନୀ । ସମସ୍ତଙ୍କର ଉପସ୍ଥିତିରେ ସମ୍ପନ୍ନ ହେଲା ବାହାଘର ।

2. ଚୀନ ପ୍ରତିପକ୍ଷଙ୍କୁ ଭେଟିବେନି ପ୍ରତିରକ୍ଷା ମନ୍ତ୍ରୀ

ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ରୁଷ୍‌ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ବୋଲି ଲାଗି ରହିଥିବା ଚର୍ଚ୍ଚାରେ ବିରାମ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

3. 'ଆଇଏନଏସ ଶିବାଜୀ'ର 12 ନାବିକ କୋରୋନା ଆକ୍ରାନ୍ତ

ଆଇଏନଏସ ଶିବାଜୀର 12 ଜଣ ନାବିକ କୋରୋନାରେ ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତଙ୍କୁ ରଖାଯାଇଛି କ୍ବାରେଣ୍ଟାଇନରେ । ଅଧିକ ପଢନ୍ତୁ...

4. ଆରଜେଡି ଛାଡ଼ି ଜେଡିୟୁରେ ମିଶିଲେ 5 ବିଧାନ ପରିଷଦ ସଦସ୍ୟ

ଆରଜେଡି ବିଧାନ ପରିଷଦର 5 ସଦସ୍ୟ ମଙ୍ଗଳବାର ଇସ୍ତଫା ଦେଇ ଶାସକ ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ରେ ଯୋଗ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

5. ଆୟୂଷ ମନ୍ତ୍ରଣାଳୟର ରିପୋର୍ଟ ତଲବ ପରେ ମୁହଁ ଖୋଲିଲେ ବାବା ରାମଦେବ

ପତଞ୍ଜଳିର କୋରୋନା ଔଷଧକୁ ନେଇ ବିବାଦ । ଏକ୍ଷେତ୍ରରେ ଆୟୂଷ ମନ୍ତ୍ରଣାଳୟ ସହ ସଠିକ ଯୋଗାଯୋଗ ହୋଇପାରିନଥିବା ପତଞ୍ଜଳି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

6. ଜୁନ୍ 25ରୁ ଏମ୍ସରେ ଖୋଲିବ ଓପିଡି ସେବା

କୋରୋନା ମହାମାରୀ ପାଇଁ ଏମ୍ସରେ ଓପିଡି ସେବା ବନ୍ଦ ରହିଥିଲା । ଜୁନ୍ 25ରୁ ଏହି ସେବା ନିର୍ଦ୍ଦିଷ୍ଟ ନିୟମ ସହିତ ଆରମ୍ଭ ହେବ ବୋଲି ସୂଚନା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

7. ଭୁବନେଶ୍ବରେ ଆଉ ଏକ ମେଗା ଇଭେଣ୍ଟ, ଖେଳାଯିବ U-17 ମହିଳା ଫିଫା ବିଶ୍ବକପ

ଆଗାମୀ 2021 17 ଫେବୃଆରୀରୁ 7 ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ 17 ବର୍ଷରୁ କମ ଫିଫା ମହିଳା ବିଶ୍ୱକପର ୮ଟି ମ୍ୟାଚ୍ । ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଆଜି ଅପଡେଟ୍ କାର୍ଯ୍ୟସୂଚୀକୁ ଟ୍ବିଟ୍ କରିଛନ୍ତି ।

8. ବିଶ୍ବର ନମ୍ବର ୱାନ ଟେନିସ ଖେଳାଳି ଜୋକୋଭିକଙ୍କ କୋରୋନା ରିପୋର୍ଟ ପଜେଟିଭ

ବିଶ୍ବର ନମ୍ବର ୱାନ ଟେନିସ ଖେଳାଳି ଜୋକୋଭିକଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

9. ଭାରତରେ କୋରୋନା କାଳ: 24 ଘଣ୍ଟାରେ 14,933 ଆକ୍ରାନ୍ତ, 312 ମୃତ

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 4,40,215ରେ ପହଞ୍ଚିଲାଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ 24 ଘଣ୍ଟାରେ 312 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ଖବର ପଢନ୍ତୁ...

10. ଭାଙ୍ଗୁନି କୋରୋନା ଚେନ୍, ବିଶ୍ବରେ ସଂକ୍ରମିତ 93 ଲକ୍ଷ , ମୃତକ ୪.୭୯ ଲକ୍ଷକୁ ବୃଦ୍ଧି

ବଢୁଛି କୋରୋନା କହର। ବୁଧବାର ସମଗ୍ର ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 93 ଲକ୍ଷ 52 ହଜାର 645ରେ ପହଞ୍ଚିଛି। ବିଶ୍ୱରେ ୪.୭୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.