1. ଜାନୁଆରୀରୁ ଟୀକାକରଣ: ବୟୋଜ୍ୟେଷ୍ଠ ଓ କୋରୋନା ଯୋଦ୍ଧାଙ୍କୁ ମାଗଣା ଟୀକା
ରାଜ୍ୟରେ ଜାନୁଆରୀରୁ ଟିକାକରଣ ଆରମ୍ଭ ହେବା ଲାଗି ଆଶା କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।
2. ପରୀ ମୃତ୍ୟୁ ମାମଲା: ଡ଼ିଏନଏ ତଦନ୍ତ ପ୍ରକ୍ରିୟା ଆରମ୍ଭ
ପରୀ ମୃତ୍ୟୁ ମାମଲାରେ ଆଉ ଏକ ପାଦ ଆଗକୁ ବଢାଇଲା ଏସଆଇଟି । ଡିଏନଏ ଟେଷ୍ଟର ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଛି ।
3. ବିହାର ବିଜୟ ପରେ ପଶ୍ଚିମବଙ୍ଗରେ ପାଦ ଦେବ JDU, 75 ସିଟ୍ରେ ନିର୍ବାଚନ ଲଢିବ ଦଳ
ପଶ୍ଚିମବଙ୍ଗରେ ବିଜେପିର ସହଯୋଗୀ ହୋଇ ଛିଡା ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ।
4. ଆମ ଆଦମି ପାର୍ଟି ମହିଳା କର୍ମୀଙ୍କୁ ଏସିଡ ମାଡ
5. କୃଷି ଆଇନକୁ ବିଧାନସଭାରେ ଚିରିଲେ କେଜ୍ରିୱାଲ
କେନ୍ଦ୍ରର କୃଷି ଆଇନକୁ ଦିଲ୍ଲୀ ବିଧାନସଭା ଭିତରେ ଚିରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
6. ଆସନ୍ତାକାଲି ବିଜେଡି କାର୍ଯ୍ୟକାରିଣୀ ବୈଠକ: ଦଳର ମୁଖ୍ୟ ଲକ୍ଷ୍ୟ 25 ଲକ୍ଷ ସଭ୍ୟ ସଂଗ୍ରହ
ଆସନ୍ତାକାଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ ନେଇ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
7. ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଗିରଫ
ସୁନ୍ଦରଗଡ଼ ଜିଲ୍ଲାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଗିରଫ ହୋଇଛନ୍ତି ।
8. ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
9. 98 କେଜି ଓଜନ କମାଇ ଚର୍ଚ୍ଚାରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ
10. ଫେବୃଆରୀ 8ରୁ ଅଷ୍ଟ୍ରେଲିଆ ଓପନ