ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - NEWS @7PM

ନଜର ପକାନ୍ତୁ NEWS @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 15, 2020, 7:03 PM IST

1. 25ରେ ଖୋଲିବ ଚର୍ଚ୍ଚ, ଏଥର ଜିରୋ ନାଇଟ ମନା

ବଡ଼ଦିନରେ ଖ୍ରୀଷ୍ଠ ଧର୍ମାବଲମ୍ବୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଡିସେମ୍ବର 25 ବଡ଼ଦିନରେ ଗୋଟିଏ ଦିନ ପାଇଁ ଖୋଲିବ ରାଜଧାନୀରେ ଖୋଲିବ ସମସ୍ତ ଚର୍ଚ୍ଚ ।

2. ମିଳିଲା ‘ସ୍ବାତୀ’ ମୃତଦେହ; ପୋଲିସ ଉପରେ ବର୍ଷିଲେ ମୃତ ଶିଶୁ ବାପା

ନୟାଗଡ଼ ଜିଲ୍ଲାର ବଧିପାଟଣା ଗ୍ରାମର ନିଖୋଜ 3 ବର୍ଷର ଶିଶୁକନ୍ୟା ସ୍ବାତୀର ମୃତଦେହକୁ ଉଦ୍ଧାର ହୋଇଛି ।

3. ନକଲି ଏମଡିର କିଏ ମାଷ୍ଟରମାଣ୍ଡ ଡାଡି ? ସତ ଓଗାଳିବାକୁ ମୁହାଁମୁହିଁ ହେବେ ଆକାଶ ଓ ପ୍ରଦୀପ

ଖୋଲିବ ଆକାଶ ପାଠକଙ୍କ ଠକେଇ ଲିଙ୍କ । ଜେରା ପାଇଁ ମୁହାଁମୁହିଁ ହେବେ ଆକାଶ ଓ ପ୍ରଦୀପ ।

4. AIIMS ନର୍ସଙ୍କ ଆନ୍ଦୋଳନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ଏମ୍ସ ନର୍ସ ସଂଘ ପକ୍ଷରୁ ଡକାଯାଇଥିବା ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

5. 2022ରେ ଉତ୍ତରପ୍ରଦେଶରୁ ନିର୍ବାଚନ ଲଢିବ ଆପ

2022ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଆମ ଆଦମୀ ପାର୍ଟି । ମଙ୍ଗଳବାର(ଆଜି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖିଆ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି ।

6. ସମ୍ବଲପୁର ଭୀମସେନ ଗୁରୁ ହତ୍ୟାକାଣ୍ଡ ଘଟଣା: 3 ଗିରଫ

ସମ୍ବଲପୁର ହାଉସିଂ ବୋର୍ଡ କଲୋନୀ ଭୀମସେନ ଗୁରୁ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାଶ । 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

7. 24 ଘଣ୍ଟାରେ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା, 19ରୁ ପୁଣି ବଢିବ ଶୀତ

ମଧ୍ୟପ୍ରଦେଶରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ଓଡିଶା ମଧ୍ୟକୁ ପୂର୍ବ ଦିଗରୁ ପବନ ପ୍ରଭାହିତ ହେଉଛି । ଫଳରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ।

8. ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ ରଣବୀର-ଆଲିଆ

ମଙ୍ଗଳବାର ସକାଳେ ମୁମ୍ବାଇ ଏୟାରପୋର୍ଟରେ ଲଭ୍ ବାର୍ଡ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

9. ୧୯ ବର୍ଷରେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘କଭି ଖୁସି କଭି ଗମ୍‌’

ଆଜି ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘କଭି ଖୁସି କଭି ଗମ୍‌’ କୁ ରିଲିଜ୍ ହେବାର ୧୯ ବର୍ଷ ପୂରଣ କରିଛି ।

10. ଟୋକିଓ ଅଲମ୍ପିକ୍ସ ଜନମତ ସର୍ବେକ୍ଷଣ, ବାତିଲ ସପକ୍ଷରେ 30 ପ୍ରତିଶତ ଜାପାନବାସୀ

ବିଶ୍ବ କ୍ରୀଡାର ମହାକୁମ୍ଭ ଟୋକିଓ ଅଲମ୍ପିକ୍ସକୁ ନେଇ ହୋଇଥିବା ସଦ୍ୟତମ ଜନମତ ସର୍ବେକ୍ଷଣରେ ସାମ୍ନାକୁ ଆସିଛି ରୋଚକ ତଥ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.