1. ସ୍କୁଲ ବନ୍ଦ ସମ୍ପର୍କରେ ମୁହଁ ଖୋଲିଲେ ମନ୍ତ୍ରୀ
ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ । ମୁହଁ ଖୋଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
2. ହାଇପ୍ରୋଫାଇଲ ଲୁଟେରା, ଏଟିଏମ ତାଡିବା ବେଳେ 5 ଗିରଫ
ଧରାପଡିଲେ ହାଇପ୍ରୋଫାଇଲ ଏଟିଏମ ଲୁଟେରା । ଏଟିଏମ ଡାଡିବା ବେଳେ ପୋଲିସ 5 ଜଣଙ୍କୁ ଗିରଫ କରିଛି ।
3. ମହିଳାଙ୍କଠୁ ଝାମ୍ପି ନେଇଥିଲେ ୫ ଲକ୍ଷ, ଅଢ଼େଇ ମାସ ପରେ ମିଳିଲା ୩ ଲକ୍ଷ
କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା । ଗଞ୍ଜାମର ଚିନ୍ତା ଦାସକୁ ଗିରଫ କରିଛି କମିଶନରେଟ ପୋଲିସ ।
4. ପାକିସ୍ତାନ ହାଇକମିଶନକୁ ବୈଦେଶିକ ମନ୍ତ୍ରଣାଳୟର ସମନ
5. ରାସ୍ତାରେ ମା' କୋଳରୁ ଖସି ପଡି ଶିଶୁ ମୃତ
ବିବାହ ଉତ୍ସବରୁ ସ୍କୁଟିରେ ଫେରୁଥିବା ସମୟରେ ମା' କୋଳରୁ ଖସି ପଡି ଶିଶୁ ମୃତ ।
6. ଦାଦନଙ୍କ ଦୁଃଖ ହେଉନାହିଁ ଅନ୍ତ; ୟୁପି ଶ୍ରମିକ ତାମିଲନାଡୁରେ ନିର୍ଯାତିତ
କୋଭିଡ ସମୟରେ ଦେଶରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ରହିଥିବା ପ୍ରବାସୀ ଶ୍ରମିକ ।
7. କେନ୍ଦ୍ରାପଡା କୋଭିଡ ହସ୍ପିଟାଲରେ ମହାଦୁର୍ନୀତି; ଦେଢ କୋଟିରୁ କୋଟିଏ ଚଳୁ କଲେ ଯୋଦ୍ଧା
8. ଆଜି ରାଜଧାନୀରୁ 46 ଆକ୍ରାନ୍ତ ଚିହ୍ନଟ, 68 ଜଣ ସୁସ୍ଥ
9. ସଚେତନତାର ବାର୍ତ୍ତା ବାଣ୍ଟୁଛି ଶୀମୋର ପଞ୍ଚାୟତର କାନ୍ଥ
10. ବଲିଉଡ ଡ୍ରଗ୍ସ ଲିଙ୍କ: ଭାରତୀଙ୍କ ଘରେ ଏନସିବିର ଚଢାଉ
ଏଥର ଏନିସିବି ଯାଞ୍ଚରେ ଭାରତୀ ଓ ହର୍ଷ । ବଲିଉଡରେ ଚାଲିଥିବା ଡ୍ରଗ୍ସ କାରବାରରେ ସାମ୍ନାକୁ ଆସିଲା ଭାରତୀଙ୍କ ନାଁ ।