ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 18, 2020, 7:06 PM IST

1.ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ; ୩ ମୃତ, ୬ରୁ ଅଧିକ ଆହତ

ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି..

2.ଛତର ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ

ମାଣିକେଶ୍ବରୀଙ୍କ ଦଶହରା ଓ ଛତର ଯାତ୍ରାରେ ପରମ୍ପରା ଅନୁଯାୟୀ ବିଧି ବିଧାନ ପୂର୍ବକ ସମସ୍ତ ପୂଜା ନୀତି କରିବା ପାଇଁ ସମସ୍ତ ପଥ ସୁଗମ ହୋଇଯାଇଛି..

3.ନ୍ୟୁଜିଲାଣ୍ଡ ନିର୍ବାଚନରେ ଜେସିଣ୍ଡାଙ୍କ ପ୍ରଚଣ୍ଡ ବିଜୟ, ଶୁଭେଚ୍ଛା ଜଣାଇଲେ ମୋଦି

ନ୍ୟୁଜିଲାଣ୍ଡର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ବିଜୟ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି..

4.ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ; 12 ମୃତ, 100 ଆହତ

ଆଫଗାନିସ୍ତାନରେ ଏକ ଆତ୍ମଘାତୀ କାର ବୋମା ବିସ୍ଫୋରଣ ହୋଇଛି । ଘଟଣାରେ 13 ମୃତ ଓ 100ରୁ ଉର୍ଦ୍ଧ୍ବ ଆହତ ନେଇ ସୂଚନା..

5.ବିଜେପି ‘ମିଳିତ ଧର୍ମ’କୁ ଅନୁସରଣ କରୁଛି: ଚିରାଗ ପାଶୱାନ

ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସଭାପତି ଚିରାଗ ପାଶୱାନ ରବିବାର ବିଜେପିକୁ ସମର୍ଥନ କରିବା ସହ ତାଙ୍କ ଦଳର ଆଭିମୁଖ୍ୟକୁ ଦୋହରାଇଛନ୍ତି..

6.ବିଜେପି ଜିତିଲେ ବି ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ: ଅମିତ ଶାହା

ବିହାର ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ଜିତିଲେ ବି ନୀତୀଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି..

7.15 ବର୍ଷରୁ ଠକି ଆସୁଥିବା ସରକାର ନଭେମ୍ବର 10ରେ ନିଶ୍ଚିହ୍ନ ହେବ: ତେଜସ୍ବୀ ଯାଦବ

ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ମୋକାମାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି..

8.ଟିଆରପି ସ୍କାମ: ଘରୋଇ ଗଣମାଧ୍ୟମରେ ଅସନ୍ତୋଷ ବାର୍କ

ଗଣମାଧ୍ୟମକୁ ‘ବ୍ୟକ୍ତିଗତ’ ଏବଂ ‘ଗୋପନୀୟ’ ଯୋଗାଯୋଗ ପ୍ରକାଶ କରିବାକୁ ନେଇ ଦ’ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ(ବାର୍କ) ଏକ ଘରୋଇ ଗଣମାଧ୍ୟମ ଉପରେ ଅସନ୍ତାଷ ପ୍ରକାଶ କରିଛି..

9.କୋରୋନା କଷ୍ଟ, ଉଠା ଦୋକାନୀଙ୍କୁ ମିଳୁନି ସରକାରୀ ସ୍କିମରେ ଋଣ

କୋଭିଡ ସମୟରେ ଉଠା ଦୋକାନୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା। ହେଲେ ଏହି ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ..

10.ବେଆଇନ ଅଫିମ ଚାଲାଣ: ବନ୍ଧା ହେଲେ ପୋଲିସ କର୍ମଚାରୀ

ଚୋରା ଚାଲାଣ କାରବାରରେ ପୋଲିସ ବାବୁଙ୍କ ସମ୍ପୃକ୍ତି ଘଟଣା ସମ୍ନାକୁ ଆସିଛି । ଏକ କ୍ବିଣ୍ଟାଲ 90 କିଲୋଗ୍ରାମ ବେଆଇନ ଅଫିମ ଚାଲାଣ ବେଳେ ଗିରଫ ହେଲେ କନେଷ୍ଟବଳ ସୁଭାଷ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.