ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ସମ୍ପୂର୍ଣ୍ଣ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 30, 2020, 7:04 PM IST

1.ଏଣିକି କୋଭିଡ ନିୟମ ଭାଙ୍ଗିଲେ 2 ବର୍ଷ ଜେଲ ଓ 1 ଲକ୍ଷ ଜୋରିମାନା

ପାରିତ ହେଲା ସଂକ୍ରାମକ ରୋଗ ସଂଶୋଧନ ବିଲ 2020 । ବିରୋଧୀଙ୍କ ବିରୋଧ ସତ୍ତ୍ୱେ ବିଧାନସଭାରେ ପାରିତ ହୋଇଛି ଏହି ବିଲ ।

2.ଉପ-ନିର୍ବାଚନ ପାଇଁ ବିଜେପି ଗଠନ କଲା ଟିମ

ଆଗାମୀ ଉପନିର୍ବାଚନ ପାଇଁ କମିଟି ଗଠନ କରିଛି ରାଜ୍ୟ ବିଜେପି । ବାଲେଶ୍ବର ସଦର ପାଇଁ ୧୬ ଜଣିଆ ଟିମ୍ ଗଠନ ହୋଇଥିବା ବେଳେ ତିର୍ତ୍ତୋଲ ପାଇଁ ୨୩ ଜଣିଆ ଟିମ୍ ଗଠନ କରାଯାଇଛି ।

3.ନ୍ୟାସନାଲ ବାମ୍ବୋ ମିଶନ: 3 ବର୍ଷରେ ଓଡିଶାକୁ ମିଳିଛି ୬.୭୭ କୋଟି କେନ୍ଦ୍ରୀୟ ଅନୁଦାନ

ନ୍ୟାସନାଲ ବାମ୍ବୋ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ବିଟ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

4.ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ, ବିଧାନସଭା ସମ୍ମୁଖରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଶ୍ଵବିଦ୍ୟାଳୟ ଅଧ୍ୟାଦେଶକୁ ଦୃଢ଼ ପ୍ରତିବାଦ କରି ବିଧାନସଭା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି ।

5.ଅନୁଗୋଳ ଜିଲ୍ଲାରେ ଜମି କେଳେଙ୍କାରୀ, ଅଭିଯୋଗ ଆଣିଲା କଂଗ୍ରେସ

ଅନୁଗୋଳ ଜିଲ୍ଲାରେ ଜମି କେଳେଙ୍କାରୀ ନେଇ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଲେବର କିଟ ଦୁର୍ନୀତିର ମୁଖ୍ୟ କାର୍ପଟଦାର ଅନୁଗୋଳ ଜିଲ୍ଲାର ସୁଶୀଲ ଅଗ୍ରୱାଲ ସାମିଲ ଥିବା ଅଭିଯୋଗ ଆଣିଛି କଂଗ୍ରେସ।

6.କୃଷ୍ଣ ଜନ୍ମଭୂମି ମାମଲା ଗ୍ରହଣ କରିବାକୁ ମନାକଲେ ମଥୁରା କୋର୍ଟ

କୃଷ୍ଣ ଜନ୍ମଭୂମି ଉପରେ ଦାଏର ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ମଥୁରା ସିଭଲ କୋର୍ଟ। 1968 ମସିହାରେ ହୋଇଥିବା ବେଆଇନ ଚୁକ୍ତିନାମା ଅନୁଯାୟୀ ଭଗବାନ କୃଷ୍ଣଙ୍କ ପ୍ରକୃତ ଜନ୍ମସ୍ଥାନ ମସଜିଦକୁ ପ୍ରଦାନ କରାଯାଇଥିବା ନେଇ ଦାଏର ହୋଇଥିଲା ଯାଚିକା ।

7.ଗରିବଙ୍କ ଭଗବାନ ସୋନୁ, ସମ୍ମାନିତ କଲା ଜାତିସଂଘ

ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ରିଅଲ ଲାଇଫ ହିରୋ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଡ । ତେବେ ସୋନୁଙ୍କ ଏପରି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଜାତିସଂଘରୁ ମିଳିଛି ସମ୍ମାନ ।

8.ବାବ୍ରୀ ମାମଲା: ରାୟ ଶୁଣାଣି ପରେ ହସ୍ପିଟାଲରେ ମିଠା ବାଣ୍ଟିଲେ କଲ୍ୟାଣ ସିଂ

ଦୀର୍ଘ 28 ବର୍ଷ ଧରି ବାବ୍ରି ମସଜିଦ ବିଧ୍ବଂସ ମାମଲାର ଶୁଣାଣି ଆଜି ହୋଇଛି । ଆଉ ଏଥିରେ ସମସ୍ତ 32 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଯେଉଁଥିରେ ୟୁପିର ପୂର୍ବତନ ସିଏମ କଲ୍ୟାଣ ସିଂ ରହିଛନ୍ତି । ତେବେ ଏହି ରାୟ ଶୁଣାଣି ପରେ କିପରି ସେ ଖୁସି ବ୍ୟକ୍ତ କରିଛନ୍ତି ।

9.ହାଥରସ ଗଣଦୁଷ୍କର୍ମ ଘଟଣା, ଯୋଗୀ ସରକାରଙ୍କୁ ଏମିତି କହିଲେ କଙ୍ଗନା...

ହାଥରସ ଗଣଦୁଷ୍କର୍ମକୁ ନେଇ ସାରା ଦେଶ ସ୍ତବ୍ଧ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଦୀର୍ଘ କିଛିଦିନ ହେବ ଚର୍ଚ୍ଚାରେ ଥିବା ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ।

10.ଆଇପିଏଲ ସମର: ରୟାଲ୍ସର ରନ ବର୍ଷାରେ ରୋକ ଲଗାଇବାକୁ ତୟାର କେକେଆର

ଆଜି ଆଇପିଏଲର ଦ୍ବାଦଶ ମ୍ୟାଚ । ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହେବ ଲଢେଇ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.