ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 13, 2020, 7:01 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ରାଜଧାନୀରେ ବଢୁଛି ଆକ୍ରାନ୍ତ ସଂଖ୍ୟା, ଦିନକରେ 395 ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ ବଢୁଛି ସଂକ୍ରମଣ । ରବିବାର 395 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ଭୁବନେଶ୍ୱରର ମୋଟ 16240 ଜଣ ଆକ୍ରାନ୍ତ ହୋଇଥିବାବେଳେ 11430 ଜଣ ସୁସ୍ଥ ଅଛନ୍ତି ।

2.ଆରପାରିରେ ଅଜିତ ଦାସ

ଅଭିନେତା ଅଜିତ ଦାସଙ୍କ ଦେହାନ୍ତ । ସେ କୋଭିଡରେ ଆକ୍ରାନ୍ତ ହୋଇ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

3.ଅଜିତ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ନେତା ।

4.ନୂତନ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ କୋରୋନା

ଗତ ଶୁକ୍ରବାର ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା ।

5.ସେନା ଯବାନଙ୍କ ରାଇଫଲରୁ ଫୁଟିଲା ଗୁଳି

ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ କର୍ତ୍ତବ୍ୟରତ ସେନା ଯବାନଙ୍କ ରାଇଫଲରୁ ଫୁଟିଲା ଗୁଳି । ଗୁରୁତର ଭାବରେ ଶ୍ରୀନଗରସ୍ଥିତ ଆର୍ମୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

6.ମହାରାଷ୍ଟ୍ରରେ ଅଣାୟତଃ ମହାମାରୀ, ଆରମ୍ଭ ହେବ 'ମୋ ପରିବାର-ମୋ ଦାୟିତ୍ବ' ଅଭିଯାନ

ମହାମାରୀ ବିରୋଧରେ ଯୁଦ୍ଧ ଲଢିବାକୁ 'ମୋ ପରିବାର-ମୋ ଦାୟିତ୍ବ' ଅଭିଯାନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

7.ରାଜନେତାଙ୍କୁ ହିଜବୁଲର ଧମକପୂର୍ଣ୍ଣ ଚିଠି, ଥାନାରେ ଏତଲା

ଜାମ୍ମୁ ଓ କାଶ୍ମୀରର ପ୍ରମୁଖ ରାଜନେତାଙ୍କୁ ଟାର୍ଗେଟ କରି ଧମକପୂର୍ଣ୍ଣ ଚିଠି ଆସିବା ପରେ ପୋଲିସ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି ।

8.ଆମେରିକାର ବଡ଼ ଖୁଲାସା, ଗଲୱାନ ସଙ୍ଘର୍ଷରେ ନିପାତ ହୋଇଥିଲେ 60 ଚୀନ୍ ଯବାନ

ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଙ୍ଘର୍ଷରେ ଆମେରିକା ଖବରକାଗଜ କରିଛି ଏକ ବଡ଼ ଖୁଲାସା । ରିପୋର୍ଟ ଅନୁଯାୟୀ, ଗଲୱାନ୍ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ପ୍ରାୟ 60 ଜଣ ଚୀନ୍ ସୈନିକ ନିହତ ହୋଇଥିଲେ ।

9.ଶ୍ରୀସନ୍ତଙ୍କ ସ୍ପଟ-ଫିକ୍ସିଂ ବାସନ୍ଦାଦେଶ ଶେଷ, କହିଲେ ମୁଁ ମୁକ୍ତ

ଭାରତୀୟ ଘରୋଇ କ୍ରିକେଟ ସିଜିନ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସ୍ଥଗିତ ରହିଛି । କେବଳ କେରଳ ଟିମ ସୁଯୋଗ ଦେବାପରେ ଏସ. ଶ୍ରୀସନ୍ତଙ୍କ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରେ ।

10.ସୁଶାନ୍ତ ମର୍ଡର ମିଷ୍ଟ୍ରି ପ୍ରମାଣ କରିବାକୁ ଅନେକ ପ୍ରମାଣ ଅଛି: ସ୍ବାମୀ

ଭାଜପା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ କେବଳ ଆତ୍ମହତ୍ୟା ନୁହେଁ ବରଂ ଏକ ଷଡଯନ୍ତ୍ର ରଚିତ ହତ୍ୟା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.