ETV Bharat / bharat

TOP NEWS @7PM, ବର୍ତ୍ତମାନର ବଡ ଖବର - top news at 7Pm

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-7pm
TOP NEWS @7PM, ବର୍ତ୍ତମାନର ବଡ ଖବର
author img

By

Published : Jun 25, 2020, 7:06 PM IST

1.ବାତିଲ ହେଲା ସିବିଏସଇ ଓ ଆଇସିଏସସି ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପରିଚାଳନା କରିବାକୁ ବୋର୍ଡର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ।

2. ରାଜଧାନୀରେ ଆଉ 38 ପଜିଟିଭ, ମଞ୍ଚେଶ୍ବରରେ ସର୍ବାଧିକ

ରାଜଧାନୀ ଭୁବନେଶ୍ବରରେ ବଢୁଛି କୋରୋନା ସଂକ୍ରମଣ । ରାଜଧାନାରେ ଦିନକରେ 38 ଆକ୍ରାନ୍ତ ଥିବା ବେଳେ ମଞ୍ଚେଶ୍ବରରେ ସର୍ବାଧିକ ରେକର୍ଡ କରାଯାଇଛି ।

3. ଠକି ନେଲେ ସାଇବର ଠକ, ମହିଳାଙ୍କ ଖାତାରୁ ଲକ୍ଷେ ଟଙ୍କା ଗାଏବ

ସୁବର୍ଣ୍ଣପୁର ସହରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ ଖାତା ଖୋଲିଥିବା ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ 1 ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି ।

4. କୋଭିଡ ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଗର୍ଜିବେ ବିରୋଧୀ

କୋରୋନା ପରିଚାଳନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ବିରୋଧୀ ଦଳ ନେତା । ଏହାକୁ ପ୍ରତିବାଦ କରି ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇବେ 13ଟି ରାଜନୈତିକ ଦଳ ।

5. କୋରୋନା ପ୍ରଭାବରେ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ

ମେଡିକାଲ ଶିକ୍ଷା ଉପରେ କୋରୋନାର ପ୍ରଭାବ ପଡିଛି । କୋରୋନା ପାଇଁ ପାଠପଢିବାରେ ସେମାନଙ୍କ ପାଇଁ ଗୁରୁତ୍ୱର ସମସ୍ୟା ସୃଷ୍ଟି କରିଛି ।

6. ଗଞ୍ଜାମରେ ବରିଷ୍ଠ ସଚିବ ଜି. ମାଥିଭାଥାନନଙ୍କ କୋରୋନା ସ୍ଥିତି ସମୀକ୍ଷା

କୋଭିଡ୍ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ନୋଡାଲ ପ୍ରଶାସନିକ ଅଧିକାରୀ ଜି. ମାଥି ଭାଥାନନ୍ ଗଞ୍ଜାମ ଗସ୍ତ କରି ସମୀକ୍ଷା କରିଥିଲେ ।

7. ଓଡିଶା କଂଗ୍ରେସ ଯୁବ ନେତା ଚାହୁଁଛି: ସୁର ରାଉତରାୟ

କଂଗ୍ରେସର ପତିଆରା କମୁଛି। ତେଣୁ ସମସ୍ତେ ଏକାଠି ହୋଇ ବିଜେପି ଓ ବିଜେଡିକୁ ଟକ୍କର ଦିଆଯାଇ ପାରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

8. ଚୀନ ସହ ସୀମା ବିବାଦ: ଭାରତ କାହିଁକି କିଣୁଛି S-400 ମିସାଇଲ ?

ଭାରତ-ଚୀନ ମଧ୍ୟରେ ସୀମା ବିବାଦ ମଧ୍ୟରେ ଭାରତ ସେନାକୁ ମଜବୁତ କରିବାକୁ ଚାହେଁ । 4000 କିଲୋମିଟର ଲମ୍ବା ଭାରତ-ଚୀନ ସୀମାର ସୁରକ୍ଷା ପାଇଁ ମିସାଇଲର ଆବଶ୍ୟକତା ରହିଛି ।

9. ଗଲଓ୍ବାନ ଘାଟିରୁ ପଛକୁ ଘୁଞ୍ଚିଲେ ଚୀନ ଯବାନ

ଆଲୋଚନା ପରେ ଭାରତ ଓ ଚୀନ ମଧ୍ୟରେ ଉପୁଜିଥିବା ସଂଘର୍ଷ ଏବେ ଧିରେ ଧିରେ ଶାନ୍ତ ପଡଥିବା ନଜର ଆସୁଛି । ଗଲଓ୍ବାନ ଘାଟି ପାଖରେ ଚୀନ ଯବାନ ପଛକୁ ଘୁଞ୍ଚିଥିବା ସୂଚନା ।

10. ଜୁଲାଇ 24ରେ ଦର୍ଶକ ଦେଖିବେ ସୁଶାନ୍ତଙ୍କ ଶେଷ ଫିଲ୍ମ

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ରିଲିଜ ତାରିଖ । ଘୋଷଣା କରି ସୁଶାନ୍ତଙ୍କ ବିଷୟରେ ଅନେକ କଥା କହିଲେ ନିର୍ଦ୍ଦେଶକ ମୁକେଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.