ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ETV BHARAT TOP NEWS

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 7, 2020, 7:04 PM IST

1.ଜମ୍ମୁ କାଶ୍ମୀରରୁ ଫେରିଲେ 350ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ, ସୋମବାର ଆଣ୍ଡାମାନରୁ ଫେରିବେ

ଜମ୍ମୁ କାଶ୍ମୀର ଓ ହିମାଂଚଳ ପ୍ରଦେଶରୁ ଫେରିଲେ ୩୫୦ ରୁ ଉର୍ଦ୍ଧ୍ବ ପ୍ରବାସୀ । ଏୟାର ଏସିଆ ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି..

2.ରାଜ୍ୟରୁ ଆସିଲା ଆଶ୍ବସ୍ତିକର ଖବର, ସୁସ୍ଥ ହେଲେ ସର୍ବାଧିକ 178

ରାଜ୍ୟରେ ସର୍ବାଧିକ 178 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1894 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ..

3.ଭାରତ-ଚୀନ ସେନା କମାଣ୍ଡରଙ୍କ ବୈଠକ ପରେ ବି ବାହାରିଲାନି ଫଳାଫଳ

ଭାରତୀୟ ଓ ଚୀନ ସେନା ଶନିବାର ଉଚ୍ଚସ୍ତରୀୟ ସାମରିକ ଆଲୋଚନା କରିଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ପୂର୍ବ ଲଦାଖ ସୀମା ବିବାଦକୁ ଶେଷ କରିବା ନେଇ ସୂଚନା ମିଳିଛି..

4.ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ନୀତିକୁ ନେଇ କାର୍ଟୁନ: ସେବାୟତଙ୍କ ଦୃଢ ପ୍ରତିବାଦ

ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଶକ୍ତିରୂପିଣୀ ସୁଭଦ୍ରାଙ୍କ ଜ୍ବର ଓ ଜ୍ବରମାପକ ଥର୍ମୋମିଟର ପାଟିରେ ରଖି ଖଟରେ ଶୟନ କରିଥିବା ଫଟୋକୁ ନେଇ ବିବାଦ ଓ ପ୍ରତିବାଦ..

5.ଓଡିଶା ପାଇଁ ଐତିହାସିକ ଦିନ, 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତର ମାନ୍ୟତା

ଓଡିଶା ପାଇଁ ଆଜି ଏକ ଐତିହାସିକ ଦିନ। କାନ୍ତକବିଙ୍କ ରଚିତ 'ବନ୍ଦେ ଉତ୍କଳ ଜନନୀ'କୁ ମିଳିଛି ରାଜ୍ୟ ସଙ୍ଗୀତର ମାନ୍ୟତା..

6.ଜିଲ୍ଲାପାଳଙ୍କ ଇନୋଭା ଗାଡିକୁ ନେଇ ବିବାଦ

ଜିଲ୍ଲାପାଳ ଏକ ଘରୋଇ ଗାଡିକୁ କିପରି ସରକାରୀ କାମରେ ବ୍ୟବହାର କରୁଛନ୍ତି ଏହାକୁ ନେଇ କେତେକ ପ୍ରଶ୍ନ ଉଠାଇଥିବା ଦେଖିବାକୁ ମିଳିଛି..

7. ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18

ରାଜ୍ୟରେ ରବିବାର 16ଟି ଜିଲ୍ଲାରେ 75 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି । ସେହିପରି 9 ଜଣଙ୍କର ମୃତ୍ୟୁ ଘଟିଛି ।

8. ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 287 ମୃତ୍ୟୁ ରେକର୍ଡ

ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 9971 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜିଟିଭ ସଂଖ୍ୟା 2,46,628ରେ ପହଞ୍ଚିଛି ..

9. ଲଘୁଚାପ ବର୍ଷାରେ ଭିଜିବ ଓଡିଶା, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ..

10.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା 4 ଲକ୍ଷ ପାର, 24 ଘଣ୍ଟାରେ 80 ହଜାର ନୂଆ ମାମଲା

ବିଶ୍ବବ୍ୟାପୀ କୋରୋନା ସଂକ୍ରମଣ ଓ ବିସ୍ତାରରେ ରୋକ ଲାଗୁନଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ ପାର କରିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 2,680 ଜଣଙ୍କ ମୃତ୍ୟୁ ହୋଇଛି ..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.