ETV Bharat / bharat

TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@7PM

ନଜର ପକାନ୍ତୁ @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 3, 2020, 7:05 PM IST

Updated : Jun 3, 2020, 7:25 PM IST

1. ରାଜ୍ୟରେ ସୁସ୍ଥ ହେଲେ ଆଉ 91 ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ଆଉ 91 କୋରୋନା ଆକ୍ରାନ୍ତ । ହଜାରେ ଟପିଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ।

2. ଅଣସରରେ ଅଲାରନାଥଙ୍କ ଦର୍ଶନ ବନ୍ଦ କଲା ପ୍ରଶାସନ

ଏଥର ମହାପ୍ରଭୁଙ୍କ ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଏନେଇ ପ୍ରଶାସନର ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

3. ସୁବର୍ଣ୍ଣପୁରରେ 2 ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା

ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ସ୍ବାସ୍ଥ୍ୟ କେନ୍ଦ୍ରର 2 ଜଣ ସ୍ବାସ୍ଥ୍ୟକର୍ମୀ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ।

4.ଶେଷ ପର୍ଯ୍ୟାୟରେ ହାତୀ ବେଶ ପ୍ରସ୍ତୁତି

ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶୁକ୍ରବାର ସ୍ନାନବେଦୀରେ ମହାପ୍ରଭୁଙ୍କୁ ହାତୀବେଶ କରାଯିବ । ଏହି ଦୁର୍ଲଭ ବେଶ ପାଇଁ ପଟ୍ଟି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

5.ବାତ୍ୟା ନିସର୍ଗ ମୁକାବିଲା: ମହାରାଷ୍ଟ୍ର ରାଇଗଡରେ 43 NDRF ଦଳ ନିୟୋଜିତ

ମହାରାଷ୍ଟ୍ର ରାଇଗଡରେ ବାତ୍ୟା ନସର୍ଗ ସ୍ଥଳ ଭାଗ ଛୁଇଁବା ପରେ ରଚିଛି ତାଣ୍ଡବ । ତେବେ ଏହାର ମୁକାବିଲା ପାଇଁ NDRF 43ଟି ଦଳ ନିୟୋଜିତ କରିଛି ।

6. ଆପ୍ ସାଂସଦ ସଞ୍ଜୟ ସିଂଙ୍କ ସହାୟତା, ବିମାନ ଯୋଗେ ଘରବାହୁଡିବେ 33 ପ୍ରବାସୀ ଶ୍ରମିକ

ବୁଧବାର ସଞ୍ଜୟ ସିଂ ତାଙ୍କ ସହ ଏକ ବିମାନରେ ଦିଲ୍ଲୀ ବିମାନବନ୍ଦରରୁ 33 ପ୍ରବାସୀ ଶ୍ରମିକଙ୍କୁ ନେଇ ପାଟନା ଯିବେ ।

7. 30 ଜିଲ୍ଲାକୁ ଛୁଇଁଲା କୋରୋନା, ରାୟଗଡାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ 30ଟି ଜିଲ୍ଲାକୁ ଛୁଇଁଲା କୋରୋନା ଛୁଇଁଥିବା ବେଳେ ପ୍ରଥମ କରି ରାୟଗଡା ଜିଲ୍ଲାରେ ଚିହ୍ନଟ ହୋଇଛି ପଜିଟିଭ

8. ପଙ୍ଗପାଳ ଭୟରେ ନବରଙ୍ଗପୁର ଚାଷୀ

ପଙ୍ଗପାଳ ଭଳି ଦେଖାଯାଉଥିବା କୀଟ ଆସି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ କିଛି ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି।

9. କାର୍ଯ୍ୟକାରିତା ନିୟମ ଉଲ୍ଲଂଘନ କରି ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍

ଟିକ୍ ଟକ ପରେ ବହୁ ଚର୍ଚ୍ଚିତ ଦେଶୀ ସଂସ୍କରଣ ମିତ୍ରୋ ଆପକୁ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।

10. ଅଙ୍କିତ ଶର୍ମା ମର୍ଡର ମାମଲା: ଶରୀରରେ 51 ଆଘାତ ଲାଗିଥିବା ସୂଚନା, ଚାର୍ଜସିଟ୍ ଦାଖଲ

ଅଙ୍କିତ ଶର୍ମା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ବୁଧବାର କଡକର୍ଡୁମା କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି

Last Updated : Jun 3, 2020, 7:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.