ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS@7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Oct 1, 2020, 6:59 PM IST

1. ଆସନ୍ତା 12ରୁ OJEE ପରୀକ୍ଷା, 5ରୁ ମିଳିବ ଆଡମିଟ କାର୍ଡ

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ । ଆସନ୍ତା 12 ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଅକ୍ଟୋବର 5 ରୁ ojee.nic.in ରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ ।

2. ବିଧାନସଭାରେ ପାରିତ ହେଲା କୋର୍ଟ ଫି ସଂଶୋଧନ ବିଲ

ବିଧାନସଭାରେ ପାରିତ ହେଲା କୋର୍ଟ ଫି ସଂଶୋଧନ ବିଲ। ଏଣିକି ଇ-ପେମେଣ୍ଟ ଜରିଆରେ କୋର୍ଟ ଫିସ ପ୍ରଦାନ ଓ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ।

3. ଆଇପିଏଲ ସମର: ଆଜିର ମ୍ୟାଚ, ପାୱାର ହିଟିଂ ବନାମ ପାୱାର ହିଟିଂ

କେକେଆର ଏହି ସହଜ ବିଜୟ ପରେ ଆଜି ଖେଳାଯିବ ଲିଗର ଅନ୍ୟତମ ହାଇଭୋଲ୍ଟେଜ ମ୍ୟାଚ । ପାୱାର ହିଟିଂ ବନାମ ପାୱାର ହିଟିଂ । ମୁମ୍ବାଇ ଇଣ୍ଡିଆନ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ । ରୋହିତ ଓ ରାହୁଲ ଲଢେଇ ।

4. ଉମର ଖାଲିଦଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଦିଲ୍ଲୀ ହିଂସା ମାମଲାରେ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

5. ଭାରତରେ ପହଞ୍ଚିଲା VVIP ବିମାନ 'ଏୟାର ଇଣ୍ଡିଆ ୱାନ'

ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ଭଳି ଅତ୍ୟାଧୁନିକ କ୍ଷମତା ସମ୍ପନ୍ନ ଭିଭିଆଇପି ବିମାନ 'ଏୟାର ଇଣ୍ଡିଆ ୱାନ' ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଅବତରଣ କରିଛି ।

6. ହାଥରସ ଗଣଦୁଷ୍କର୍ମ ଘଟଣା: ଆସିଲା ଫରେନ୍ସିକ ରିପୋର୍ଟ, ହୋଇନି ଗଣଦୁଷ୍କର୍ମ

ହାଥରସ ଗଣଦୁଷ୍କର୍ମ ଘଟଣାରେ ମେଡିକାଲ ରିପୋର୍ଟ ପରେ ଏବେ ପୀଡିତାଙ୍କ ଫରେନ୍ସିକ ରିପୋର୍ଟ ମଧ୍ୟ ଆସି ସାରିଛି । ପୀଡିତାଙ୍କ ସହ ଗଣଦୁଷକର୍ମ ହୋଇନଥିବା ନେଇ ସ୍ପଷ୍ଟ କରିଛନ୍ତି ଏଡିଜି(ଆଇନ ଓ ଶୃଙ୍ଖଳା) ପ୍ରଶାନ୍ତ କୁମାର ।

7. ଅର୍ଜୁନ ଟ୍ୟାଙ୍କ୍‌ରୁ ATGM ମିସାଇଲର ଦ୍ବିତୀୟ ସଫଳ ପରୀକ୍ଷଣ କଲା DRDO

ଏମବିଟି ଅର୍ଜୁନ ଟ୍ୟାଙ୍କ୍‌ରୁ ଲେଜର ଗାଇଡେଡ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ ମିସାଇଲ(AGTM)ର ଦ୍ବିତୀୟ ସଫଳ ପରୀକ୍ଷଣ କରିଛି ଡିଆରଡିଓ ।

8. ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣି ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ସମନ

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା । ଆସନ୍ତା 5 ତାରିଖରେ ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଦିଆଗଲା ନୋଟିସ ।

9. ରାଜ୍ୟବାସୀଙ୍କୁ କୋଭିଡ ସଂକ୍ରାନ୍ତୀୟ ମିଥ୍ୟା ତଥ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

ରାଜ୍ୟରେ କୋରୋନା ମୁକାବିଲାରେ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି । ପ୍ରତିଦିନ ରାଜ୍ୟରେ କୋରୋନା ମୃତ୍ୟୁ ହେଉଥିବାବେଳେ ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ତଥ୍ୟ ଦେଇ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

10. ମୁମ୍ବାଇରେ ପୁଣି ଆରମ୍ଭ ହେବ ଡବ୍ବାସେବା, ମିଳିଲା ମଞ୍ଜୁରୀ

ମୁମ୍ବାଇରେ ପୂର୍ବ ଭଳି ଆରମ୍ଭ ହେବ ଡବାସେବା । ବୁଧବାର କ୍ୟାବିନେଟରେ ମିଳିଲା ମଞ୍ଜୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.