ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 7, 2020, 5:06 PM IST

1.ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

2.ଟ୍ବିନସିଟିର ନୂଆ ଟ୍ରାଫିକ ଡିସିପି ସୋମ୍ଯା ମିଶ୍ର, ଅମାନିଆଙ୍କୁ କରିବେ ସାବାଡ

ଯୋଗଦେଲେ ଦୈତ୍ବ ନଗରୀର ନୂଆ ଟ୍ରାଫିକ ଡିସିପି। ୨୦୧୪ ବ୍ଯାଚର ଆଇପିଏସ ଅଫିସର ସୌମ୍ଯା ମିଶ୍ରଙ୍କୁ ପୋଲିସ ସେବା ଭବନରେ ଦାୟିତ୍ବ ଦେଇଛନ୍ତି ପୋଲିସ କମିସନର।

3.କୋହଳ ହେଲା କଟକଣା, ଏଣିକି କାଉଣ୍ଟରରେ ମିଳିବ ମଦ

ରାଜ୍ୟରେ ଏଣିକି ସବୁ କାଉଣ୍ଟରରେ ମଦ ମିଳିବ। କୋଭିଡ ପାଇଁ ଥିବା କଟକଣା କୋହଳ କରାଯାଇଛି।

4.ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କୋରୋନା

ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କୋରୋନା ।

5.ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ହୋଇଥିବା କଂଗ୍ରେସର ଅଭିଯୋଗ

ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ସତ୍ତ୍ବେ ମିଥ୍ୟା ତଥ୍ୟ ଦେଇ କନ୍ଦରପୁର କଲେଜରେ ପାଠ ପଢୁଥିବା କଥା ସତ୍ୟପାଠ ଦାଖଲ କରିଥିଲେ । ଏଭଳି ସଙ୍ଗୀନ ଅଭିଯୋଗ କରିଛି ଓଡିଶା ପ୍ରଦେଶ କଂଗ୍ରେସ ।

6.ଦିଲ୍ଲୀ ହିଂସା: ସେପ୍ଟେମ୍ୱର 10 ଯାଏଁ ବଢିଲା ତାହିର ହୁସେନର ରିମାଣ୍ଡ ଅବଧି

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଆପ୍ କାଉନସିଲର୍ ତାହିର ହୁସେନଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର 10 ଯାଏଁ ତାହିର ହୁସେନଙ୍କ ରିମାଣ୍ଡ ଅବଧି ବୃଦ୍ଧି ପାଇଛି ।

7.ନୂତନ ଶିକ୍ଷା ନୀତିରେ ସରକାର କମ ହସ୍ତକ୍ଷେପ କରିବା ଦରକାର: ପ୍ରଧାନମନ୍ତ୍ରୀ

ଶିକ୍ଷା ନୀତିରେ ସରକାରଙ୍କର ସର୍ବନିମ୍ନ ହସ୍ତକ୍ଷେପ ରହିବା ଉଚିତ ବୋଲି ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

8.ଲକଡାଉନବେଳେ 21 ଲକ୍ଷ ଲୋକଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି ବିହାର ସରକାର

ନିଜ ରାଜ୍ୟର ସମୃଦ୍ଧି ବଖାଣିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଜେଡିୟୁର ଶାସନ କାଳରେ ରାଜ୍ୟରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଏକ ତାଲିକା ପ୍ରଦାନ କରିଛନ୍ତି।

9.ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣକୁ ନେଇ ଶୁଣାଣି ଆରମ୍ଭ

ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ସୋମବାର ଠାରୁ ଆରମ୍ଭ ହୋଇଛି।

10.ଆଫଗାନିସ୍ତାନ: ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ 25 ତାଲିବାନ ଆତଙ୍କବାଦୀ ନିହତ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣର ଜବାବ ଦେବାକୁ ଯାଇ ଅତି କମରେ 25 ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଆଫଗାନ ସୈନ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.