ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 10, 2020, 5:02 PM IST

ମାଲକାନଗିରି ମହିଳା ଦୁଷ୍କର୍ମ ମାମଲାକୁ କୁନ୍ଦୁଲି ଭଳି ଚାପିବାକୁ ଚେଷ୍ଟା କରୁଛନ୍ତି ସରକାର: ବିଜେପି

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳା ଦୁଷ୍କର୍ମ ମାମଲାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମୀଳନୀ ।

ସମ୍ବଲପୁର ଭିଜିଲାନ୍ସ ଜାଲରେ କୁଚିଣ୍ଡା ବିଇଓ, କାରରୁ 99,950 ଟଙ୍କା ଜବତ

ସମ୍ବଲପୁର: ପଦର ଅପବ୍ୟବହାର କରି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ।

ଅନଲାଇନ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା !

କରୋନା ପାଇଁ ସ୍କୁଲ କଲେଜ ତଥା ଶିକ୍ଷାନୁଷ୍ଠାନ ବନ୍ଦ । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଅନଲାଇନ ଯୋଗେ ପାଠ ବି ପଢୁଛନ୍ତି ଛାତ୍ରଛାତ୍ରୀ । ତେବେ ଅନଲାଇନରେ କେମିତି ପାଠପଢ଼ା ଚାଲିଛି ?

ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ

ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ । ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ସସପେଣ୍ଡ ।

ଖଣି ଉପତ୍ୟାକାରେ ମିଳୁନି ପିଇବା ପାଣି, ଆଉଟୁ ପାଉଟୁ 30 ହଜାର ଲୋକ

ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟାକାରେ ରହିଛି ମାଳ ମାଳ ଖଣି । ଖଣି ଇଲାକାରେ ମିଳୁନି ବିଶୁଦ୍ଧ ପାଣି । ଫଳରେ ବିଶୁଦ୍ଧ ପାଣି ପିଇବାରୁ ବଞ୍ଚିତ ହେଉଛନ୍ତି କାଳିଆପାଣି ଖଣି ଅଞ୍ଚଳର 5 ଟା ପଞ୍ଚାୟତରୁ 30 ହଜାର ଲୋକ ।

ଜ୍ଞାନେନ୍ଦ୍ର ନିଙ୍ଗୋମବାମ ହକି ଇଣ୍ଡିଆର ନୂଆ ସଭାପତି

ହକି ଇଣ୍ଡିଆର ନୂତନ ସଭାପତି ହୋଇଛନ୍ତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ । ଶୁକ୍ରବାର ଅନୁଷ୍ଠିତ ହକି ଇଣ୍ଡିଆର କାର୍ଯ୍ୟନିବାହୀ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏନକାଉଣ୍ଟରରେ ପୁଅ ବିକାଶ ମୃତ, ପ୍ରତିକ୍ରିୟା ଦେଲେନି ମା’

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ । ବିକାଶର ଗିରଫ ପରେ ମା' ସାରଳା ଦେବୀ ନିଜ ପ୍ରତିକ୍ରିୟା ରଖିଥିଲେ । କିନ୍ତୁ ଏବେ ପୁଅର ଏନକାଉଣ୍ଟର ପରେ ସାରଳା ଦେବୀ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ରାଜନାଥ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଜୋଙ୍ଗ କ୍ୟୋଙ୍ଗ-ଡୋଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ।

'ଅତୀତର ଏକାଡେମିକ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯାଉ'

ୟୁଜିସି ଛାତ୍ର ଏବଂ ଶିକ୍ଷାବିତଙ୍କ ଅନୁରୋଧ ଶୁଣିବା ଉଚିତ । ପରୀକ୍ଷା ବାତିଲ କରି ଅତୀତର ଏକାଡେମିକ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ପଦୋନ୍ନତି ଦେବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରିଲିଜ ହେଲା 'ଦିଲ୍ ବେଚାରା'ର ଟାଇଟେଲ୍ ଟ୍ରାକ୍

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ୍ ବେଚାରା'ର ଟାଇଟେଲ୍ ଟ୍ରାକ୍ ରିଲିଜ୍ ହୋଇଛି । ଫିଲ୍ମର ପ୍ରଥମ ଗୀତ 'ଦିଲ ବେଚରା' ଏ.ଆର୍ ରେହମାନ ଗାଇଛନ୍ତି । ଯେଉଁଥିରେ ସୁଶାନ୍ତ ଷ୍ଟେଜରେ ଅଭିନୟ କରୁଥିବାର ନଜର ଆସିଛନ୍ତି ।

ଭାରତ-ଚୀନ ବିବାଦ ପୂର୍ବରୁ ଦେଶରେ ବଢିଥିଲା ସାଇବର ଆଟାକ: ଗୁଲସନ ରାୟ

ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରଠୁ ଘାରିଛି ସାଇବର ଆଟାକ । କିନ୍ତୁ ସାଇବର ବିଶେଷଜ୍ଞ ଗୁଲସନ ରାୟଙ୍କ କହିବା ଅନୁଯାୟୀ ଏହି ବିବାଦ ପୂର୍ବରୁ ହିଁ ଦେଶରେ ସାଇବର ଆଟାକ ସଂଖ୍ୟା ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.