ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 14, 2020, 5:01 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

1. ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ସୂଚନା ।

2. ରାଜ୍ୟରେ ସୁସ୍ଥ ହେଲେ 114 ଆକ୍ରାନ୍ତ, ମୋଟ ସଂଖ୍ୟା 2708କୁ ବୃଦ୍ଧି

ରାଜ୍ୟରେ ଆଉ 114 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

3. ଆରବରୁ ଭୁବନେଶ୍ବରରେ ପହଞ୍ଚିଲେ ୨୧୫ ପ୍ରବାସୀ, ରଜର ଶୁଭେଚ୍ଛା ଦେଲେ ପାଇଲଟ

ଏୟାର ଆରବିଆର G9-645 ବିମାନ ଯୋଗେଁ ସାରଜାହାରୁ ଆସିଥିବା ଏହି ପ୍ରବାସୀମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

4. ଭୁବନେଶ୍ୱରରୁ ପୁଣି 16 କୋରୋନା ପଜିଟିଭ ଚିହ୍ନଟ

ପୁଣି ଭୁବନେଶ୍ବରରୁ ଚିହ୍ନଟ ହେଲେ 16 କୋରୋନା ପଜିଟିଭ୍ । ସଙ୍ଗରୋଧ କେନ୍ଦ୍ରରେ 14 ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ।

5. କୋରୋନା: ଭାରତର 5ଟି ରାଜ୍ୟରେ 69ପ୍ରତିଶତ ସଂକ୍ରମଣ ସହ ଆରୋଗ୍ୟ ହାର 50.59 ପ୍ରତିଶତ

ଭାରତରେ କୋରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରବିବାର ଭାରତରେ କୋରୋନା ରୋଗୀଙ୍କ ମୋଟ ସଂଖ୍ୟା 3,20,922 କୁ ବୃଦ୍ଧି ପାଇଛି ।

6. ଜାତିଆଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, 100 ଗିରଫ

ଆମେରିକାରେ ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁକୁ ନେଇ ବ୍ରିଟେନରେ ବିକ୍ଷୋଭ ପ୍ରଦର୍ଶନ ।

7. ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଦେହାନ୍ତ, ଟ୍ବିଟରେ ଟ୍ରେଣ୍ଡ କରୁଛି #ଧୋନି

ସୁଶାନ୍ତଙ୍କ ଦେହାନ୍ତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାସ ଟ୍ୟାଗ୍‌ ଧୋନି (#ଧୋନି) ।

8. ଆଜି ପହିଲି ରଜ, ବାସୁଛି ଗାଁ ଠୁ ସହର

ଆରମ୍ଭ ହୋଇଛି ରଜ ପର୍ବ । ଏହି ଗଣ ପର୍ବରେ ନୂଆ ଡ୍ରେସ ପିନ୍ଧି ନୂଆ ସଜବାଜ ହୋଇ ରଜ ପାଳୁଛନ୍ତି କୁଆଁରି ଝିଅ ମାନେ ।

9. ରାଜ୍ୟରେ ପୁଣି 186 କୋରୋନା ଆକ୍ରାନ୍ତ ଚିହ୍ନଟ

ରବିବାର ରାଜ୍ୟର 20ଟି ଜିଲ୍ଲାରେ 186 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3909ରେ ପହଞ୍ଚିଛି ।

10. ଓଡିଶା ଫେରିଲେ ଅଭିନେତା ବିଜୟ ମହାନ୍ତି

ଓଡ଼ିଶାରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ହାଉଦ୍ରାବାଦରୁ ଅଣାଯାଇ ସ୍ଥାନୀୟ କେୟାର ହସ୍ପିଟାଲରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.