1. ରାଜ୍ୟରେ ସୁସ୍ଥ ହେଲେ ଆଉ 149, ମୋଟ ସଂଖ୍ୟା 2282
ରାଜ୍ୟରେ ସୁସ୍ଥ ହେଲେ ଆଉ 149 ଜଣ କୋରୋନା ଆକ୍ରାନ୍ତ । ଏଥିସହ ମୋଟ 2282 ଜଣ ସୁସ୍ଥ ହୋଇଛନ୍ତି ।
2. ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ କର୍ମଶାଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
3. ରାଜ୍ୟରେ ବି ବଢିବ ଗାଡି କାଗଜପତ୍ର ପଞ୍ଜିକରଣ ବୈଧତା
4. ରଥଯାତ୍ରାକୁ ନେଇ ସନ୍ଦେହ ଦୂର କରନ୍ତୁ ରାଜ୍ୟ ସରକାର: ବିଜେପି
ରଥଯାତ୍ରା ହେବାକୁ ନେଇ ଥିବା ଆଶା ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛି ବିଜେପି ।
5. ଲାଞ୍ଚ ନେଇ ଫସିଲେ ପାଟଣାଗଡ଼ ଡିଏଫଓ ଓ ଅତିରିକ୍ତ ରେଞ୍ଜର
6. ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା 80 ହଜାର ଶଯ୍ୟା ଆବଶ୍ୟକ: ଅରବିନ୍ଦ କେଜ୍ରିଓ୍ବାଲ
ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା 80 ହଜାର ଶଯ୍ୟା ଆବଶ୍ୟକ ଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ
7. ଆସାମ ତେଲକୂଅ ନିଆଁ ଲାଗିବା ଘଟଣାରେ 2 ଜଣଙ୍କର ମୃତ୍ୟୁ
8. ବମ୍ବେ କୋର୍ଟର ଦ୍ବାରସ୍ଥ ହେଲେ ଅଭିଭାବକ, ଜୁଲାଇରେ ICSE, ISC ପରୀକ୍ଷା ବାତିଲ ପାଇଁ ଆବେଦନ
9. ବିଶାଖାପାଟଣା ଗ୍ୟାସ୍ ଲିକ ଘଟଣା: ଯାଞ୍ଚ ଟିମକୁ ଜୁନ୍ 22 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
10. ରାଜ୍ୟରେ 110ଟି ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 3250କୁ ବୃଦ୍ଧି