ETV Bharat / bharat

TOP NEWS@5PM: ବର୍ତ୍ତମାନର ବଡ ଖବର...

ନଜର ପକାନ୍ତୁ NEWS@5AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 2, 2020, 5:16 PM IST

TOP NEWS@5PM: ବର୍ତ୍ତମାନର ବଡ ଖବର...
TOP NEWS@5PM: ବର୍ତ୍ତମାନର ବଡ ଖବର...

1.ସେବାୟତଙ୍କ ମୁହଁରୁ ଶୁଣନ୍ତୁ ଶ୍ରୀଜୀଉଙ୍କ ସୁନାବେଶର ମହତ୍ବ

କୋରୋନା କଟକଣା ମଧ୍ୟରେ ରଥ ଉପରେ ଶ୍ରୀଜୀଉଙ୍କର ସୁନାବେଶ ଆରମ୍ଭ ହୋଇଯାଇଛି । ତେବେ ଏହି ସୁନାବେଶ କାହିଁକି ହୋଇଥାଏ ଓ ଏହାର ମହତ୍ବ ସମ୍ପର୍କରେ ଆସନ୍ତୁ ଶୁଣିବା କଣ କହୁଛନ୍ତି ସେବାୟତ ।

2.ଜନତାଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା

ଭୁବନେଶ୍ବର ଲୋକସଭା କ୍ଷେତ୍ରର ୨୦୧୯-୨୦୨୦ ବର୍ଷର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

3.ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟ ଯୋଗାଣ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ: ସମୀର ମହାନ୍ତି

ରାଜ୍ୟରେ ମାଗଣା ଖାଦ୍ୟ ଶସ୍ୟ ଯୋଗାଣକୁ କ୍ରିୟାଶୀଳ କରି ଯଥା ସମୟରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

4.ସ୍ଥଗିତ ହେଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ଲେହ ଗସ୍ତ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଲେହ ଗସ୍ତକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ରାଜନାଥ ସିଂ ଲେହ ଗସ୍ତରେ ଯିବାର ଥିଲା କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି ।

5.ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ଆୟର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ଟିମ ତାଙ୍କୁ ଅଟକ ରଖିଛନ୍ତି ।

6.ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀଙ୍କ ସାହାଯ୍ୟ ନେଉଛି ଚୀନ !

ଭାରତର ଶାନ୍ତି ବ୍ୟବସ୍ଥା ଭଙ୍ଗ କରିବା ପାଇଁ ଏବେ ଆତଙ୍କବାଦୀଙ୍କ ସାହାଯ୍ୟ ନେଇଛି ଡ୍ରାଗନ ।

7.ସିଏ ପରୀକ୍ଷାକୁ ନେଇ ଜୁଲାଇ 10ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ମହାମାରୀ ସଂକ୍ରମଣ କାରଣରୁ ଚାର୍ଟାଡ ଆକାଉଣ୍ଟାଣ୍ଟ ପରୀକ୍ଷା କରାଇବାରେ ଅସୁବିଧା ହେବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଆଇସିଏଆଇ(ICAI) । 10 ଜୁଲାଇରେ ଏହା ଉପରେ ଶୁଣାଣି କରିବେ କୋର୍ଟ ।

8.ସୁମେରବନ୍ଧ ଜଙ୍ଗଲରେ ମାଓ କ୍ୟାମ୍ପକୁ ଧ୍ବଂସ କଲା କନ୍ଧମାଳ ପୋଲିସ

ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଜଙ୍ଗଲରେ ଚାଲିଥିବା ଏକ ବଡ ମାଓ କ୍ୟାମ୍ପକୁ ଧ୍ବଂସ କରିଛି ପୋଲିସ । ଏହି ମାଓବାଦୀମାନେ ଏକ ବଡଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଜିଲ୍ଲା ଏସପି କହିଛନ୍ତି ।

9.‘ଭାରତ ଉପରେ ଆକ୍ରମଣ ମନୋଭାବ ଚୀନ କମ୍ୟୁନିଷ୍ଟ ପାର୍ଟିର ଅସଲ ଚେହେରା’

ଭାରତ ଉପରେ ଚୀନ ଆକ୍ରମଣାତ୍ମକ ମନୋଭାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ସମାଲୋଚନା ।

10.ସଙ୍କଟରେ ଓଲିଙ୍କ ସିଂହାସନ: ନେପାଳ ବଜେଟ ଅଧିବେଶନ ସ୍ଥଗିତ

ଗୋଟେପଟେ ଭାରତ-ଚୀନ ସୀମାକୁ ନେଇ ବିବାଦ ତ ଅନ୍ୟପଟେ ନେପାଳ ସହ ଜମି ସଙ୍କଟ । ନେପାଳ ନୂତନ ମାନଚିତ୍ର ପ୍ରକାଶ କରିବା ଦିନଠାରୁ ଉଭୟ ଦେଶରେ ବିବାଦ ଆହୁରି ଗଭୀର ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.