ETV Bharat / bharat

TOP NEWS @5 PM; ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 3, 2020, 5:12 PM IST

TOP NEWS @5 PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @5 PM; ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS @5 PM; ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.କୁଖ୍ୟାତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡ ମାମଲାରେ ମୁହଁ ଖୋଲିଲେ କଟକ ଡିସିପି

କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରାକୁ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ କଟକ ଡିସିପି ପ୍ରତୀକ ସିଂହ ପହଞ୍ଚି ନିଜେ ତଦନ୍ତ କରିଛନ୍ତି ।

2. ଜାଇକା ଜ୍ବାଳାରେ କଟକବାସୀ, ତେଜୁଛି ଅସନ୍ତୋଷ

ବଢୁଛି ଯାଇକା ଚିନ୍ତା । କାହିଁକି ସରୁନି କାମ ? କେଉଁଠି ରହୁଛି ତ୍ରୁଟି ? ଏସମସ୍ତ ପ୍ରଶ୍ନକୁ ନେଇ ଜାଇକା କାର୍ଯ୍ୟାଳୟ ଆଗରେ କଳାବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି ଓଡ଼ିଶା ଯୁବ ସ୍ବାଭିମାନ ମଞ୍ଚ ।

3. ଅବକାରୀ ବିଭାଗର ଚଢାଉ: ମହୁଲି ମଦ ଜବତ, ୧୦ ଗିରଫ

ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରିମାଣର ମହୁଲି ମଦ ଜବତ କରାଯିବା ସହିତ ରନ୍ଧା ମଦ ସାମଗ୍ରୀ ଜବତ କରାଯାଇଛି ।

4. ବଗଲା ଧର୍ମଶାଳା ମାମଲା: ଅନଲାଇନରେ ବିଜେପି ଦାଖଲ କରିବ ପିଟିସନ

ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ନୂଆଚାଲ । ଅନଲାଇନରେ ପିଟିସନ ଦାଖଲ ସହ ସାମାଜିକ ଗଣମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବ ବିଜେପି ।

5. ଆଇପିଏଲ-2020: ବିସିସିଆଇର ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିିସିସିଆଇ)ର ଜଣେ ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇପିଏଲ 2020 ପାଇଁ ସେ ୟୁଏଇରେ ରହିଛନ୍ତି ।

6. ଭାରତରେ PUBG ର ଗେମ୍ ଓଭର

ପ୍ଲେୟାର ଅନନୋନ୍ ବ୍ୟାଟେଲ୍ ଗ୍ରାଉଣ୍ଡ କିମ୍ବା PUBG ହେଉଛି ଏକ ରୟାଲ ଗେମ୍ । ଏହା 2017 ରେ ଲାପଟପ୍ ଓ ଗେମିଙ୍ଗ୍ କନସୋଲ ପାଇଁ ଆରମ୍ଭ କରାଯାଇଥିଲା । ଲଞ୍ଚ ହେବାର କିଛି ଦିନ ପରେ, PUBG ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ହୋଇଗଲା ।

7. ଦୟାବ୍ରିଜ ନିକଟରେ ଅଘଟଣ, ପାଣି ସୁଅକୁ ଡେଇଁପଡିଲେ ଯୁବକ

ଦୟା ବ୍ରିଜ କଡରେ ଅଘଟଣ । ପାଣି ସୁଅକୁ ଡେଇଁପଡିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ଧଉଳି ଛକ ନିକଟ ଦୟାନଦୀ ବ୍ରିଜ କଡରେ ।

8. ବିଜେପି ବିଧାୟକ ରାଜା ସିଂହଙ୍କ ଫେସବୁକ ଆକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ

ଫେସବୁକ ଭାରତୀୟ ଜନତା ପାର୍ଟିର ବିଧାୟକ ଟି ରାଜା ସିଂହଙ୍କ ଆକାଉଣ୍ଟ ଉପରେ ଲଗାଇଛି ପ୍ରତିବନ୍ଧକ । ବିଜେପି ବିଧାୟକ କହିଛନ୍ତି ଯେ ଫେସବୁକ ମୋ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି, କିନ୍ତୁ ଏପ୍ରିଲ 2019 ଠାରୁ ମୁଁ ଫେସବୁକରେ ନାହିଁ ।

9. ବେଙ୍ଗାଲୁରୁ ଡ୍ରଗ କେସ: ବୟାନ ଦେବାକୁ ଗଲେନି ରାଗିନୀ

ଗୁରୁବାର ସିସିବି ଅଫିସରେ ଡ୍ରଗ ମାମଲାରେ ଫେମସ ଅଭିନେତ୍ରୀ ରାଗିନୀଙ୍କୁ ପଚରାଉଚରା କରିଥାଆନ୍ତା ସିସିବି ପୋଲିସ । ହେଲେ ସେ ଏହି ଯାଞ୍ଚରେ ସାମିଲ ହୋଇନାହାଁନ୍ତି ।

10. ପିଏମ କେୟାର୍ସ ଫଣ୍ଡକୁ 2.25 ଲକ୍ଷ ଦାନ କରିଛନ୍ତି ମୋଦି

କୋରୋନା ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ଫଣ୍ଡ ଗଠନ କରିଥିଲେ । ଯେଉଁଥିରେ ସେ ନିଜେ 2.25 ଲକ୍ଷ ଟଙ୍କା ଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.