ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jan 20, 2021, 3:00 PM IST

1-ପିପିଲି ଉପ-ନିର୍ବାଚନ ପ୍ରସଙ୍ଗ, ଏମିତି କହିଲେ ସ୍ଵର୍ଗତ ମହାରଥୀଙ୍କ ପତ୍ନୀ

ପ୍ରତିକ୍ରିୟା ରଖିଲେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ନିର୍ବାଚନରେ ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି। ବିଜେଡି ସୁପ୍ରିମୋ ହିଁ ନିଷ୍ପତ୍ତି ନେବେ।

2-କଟକ ପରେ ଭୁବନେଶ୍ବର ପାଳି, ନିମ୍ନମାନର ଆଚାର ଓ ସସ୍ କାରଖାନାରେ‌ ଚଢାଉ

ପାହାଳ ନିକଟରେ ନିମ୍ନ ମାନର ଆଚାର ଓ ସସ୍‌ କାରଖାନାରେ ଚଢ଼ାଉ । ଫୁଡ୍‌ ସେଫ୍‌ଟି, ସ୍ପେସାଲ ସ୍କ୍ବାଡ୍‌ର ମିଳିତ ଚଢ଼ାଉ । ଅପମିଶ୍ରଣ କରି ତିଆରି କରୁଥିଲେ ଆଚାର, ସସ୍‌ ।

3-ନୀରବି ଗଲେ ରବି, ସ୍ତବ୍ଧ ସିନେ ଜଗତ

ବର୍ଷ 2021 ଆରମ୍ଭରୁ ଓଲିଉଡ ଜଗତକୁ ଝଟକା । ବିଗତ ବର୍ଷ ଅନେକ କଳାକାରଙ୍କୁ ଓଡିଆ ସିନେ ଜଗତ ହରାଇଥିବାବେଳେ ଆଜି ପୁଣି ଜଣେ ଉଜ୍ଜଳା ତାରକାକୁ ହରାଇଛି । ‘ଗୋପାଳ ରହସ୍ୟ’ର ଗୋପାଳ ଭାଣ୍ଡ ଭାବେ ପରିଚିତ ରବି ମିଶ୍ର ଆଉ ଏହି ଦୁନିଆରେ ନାହିଁନ୍ତି ।

4-ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା, ଆଜି LVA ଟେଷ୍ଟର ହେବ ଶୁଣାଣି

ନୟାଗଡ ଯଦୁୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା । ଆଜି LVA ଟେଷ୍ଟ ଉପରେ ଶୁଣାଣି କରିବେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ ।
5-ସାଲେପୁର ନାବାଳିକାକୁ ଦୁଷ୍କର୍ମ ଘଟଣା, 2 ଅଟକ

ପୁଣି ଲଜ୍ଜା । ସାଲେପୁର ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ଘଟଣାରେ ଦୁଇଜଣଙ୍କୁ ଅଟକ ରିଖିଛି ।

6-ନିୟମିତ ହେଲେ 3884 ଚୁକ୍ତି ଭିତ୍ତିକ ଶିକ୍ଷକ

ରାଜ୍ୟର ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ ଶିକ୍ଷାଦାନ କରୁଥିବା 3884 ଜଣ ଚୁକ୍ତି ଭିତ୍ତିକ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି । ନିଯୁକ୍ତି ହେବାର 6ବର୍ଷ ପୂରଣ କରିଥିବାରୁ ସମସ୍ତଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି ।

7-ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

ବିଜେଡିରେ ମିଶିଲେ ମୟୂରଭଞ୍ଜ କରଞ୍ଜିଆ ଏନଏସିର ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ। ଗିରିଧର ପୃଷ୍ଟିଙ୍କ ଅଧକ୍ଷତାରେ ବିଜେଡିରେ ସମସ୍ତେ ସାମିଲ ହୋଇଛନ୍ତି।

8-ଶକ୍ତିଶାଳୀ ଭାରତୀୟ ସେନା, ଆକ୍ରମଣ କରିବା ସହଜ ନୁହେଁ: ଲେଫ୍ଟନାଣ୍ଟ ଜେନେରାଲ୍

ରାଜଧାନୀରେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି । ଦୁଇ ଦିନିଆ ଗସ୍ତରେ ଆସି ପ୍ରେସମିଟ୍ ଜରିଆରେ ସମ୍ବାଦଦାତାଙ୍କ ସହ ଆଲୋଚନା କରିଛନ୍ତି

9-ଦିଲ୍ଲୀ ଟିକରି ବର୍ଡରରେ ପୁଣି ଜଣେ କୃଷକଙ୍କ ଆତ୍ମହତ୍ୟା

କୃଷି ଆଇନ ବିରୋଧରେ ଟିକରି ସୀମାରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କୃଷକ ବିଷ ପିଇଦେଇଛନ୍ତି ଫଳରେ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

10-ଅଳ୍ପକେ ବର୍ତ୍ତିଲେ ସୁରକ୍ଷାବାହିନୀ, ଦାନ୍ତେୱାଡାରୁ 30 କେଜି ଆଇଡି ଉଦ୍ଧାର

ଛତିଶଗଡର ଦାନ୍ତେୱାଡାରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୁରକ୍ଷାବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.