ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ସମ୍ପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 30, 2020, 3:00 PM IST

1.ବାବ୍ରି ମାମଲା ଶୁଣାଣି, ନିର୍ଦ୍ଦୋଷରେ ଖଲାସ ସମସ୍ତ ଅଭିଯୁକ୍ତ

28 ବର୍ଷ ପରେ ଆସିଲା ଆଉ ଏକ ଗୁରୁତ୍ବପୂର୍ଣ୍ଣ ରାୟ । ବୁଧବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟ 1992 ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

2.ବାବ୍ରି ମାମଲା ଶୁଣାଣି: ଖୁସି ବ୍ୟକ୍ତ କଲେ ଆଡଭାନୀ-ରାଜନାଥ

ଅଯୋଧ୍ୟା ବିବାଦୀୟ ଢାଞ୍ଚା ଭାଙ୍ଗିବା ପ୍ରସଙ୍ଗରେ ଲକ୍ଷ୍ନୌର ସ୍ବତନ୍ତ୍ର ଅଦାଲତ ଆଜି ସମସ୍ତ 32 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହାକୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

3.କୋଭିଡ ପରିଚାଳନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଅସନ୍ତୁଷ୍ଟ

କୋଭିଡ ପରିଚାଳନା ଉପରେ ଆଜି ଗୃହରେ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉତ୍ତରରେ ଅସନ୍ତୁଷ ପ୍ରକାଶ କରିବା ସହ ସରକାର କେବଳ ଶ୍ରେୟ ନେବାକୁ ଏପରି କହୁଥିବା କହିଛନ୍ତି ଉଭୟ ବିରୋଧୀ ।

4.ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, 400 କିଲୋମିଟରରୁ କରିପାରିବ ଟାର୍ଗେଟ

ଚାନ୍ଦିପୁରରେ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନଂ ଲଞ୍ଚପ୍ୟାଡ଼ରୁ ଆଜି ସକାଳ 10.25ରେ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମସର ସଫଳ ପରୀକ୍ଷଣ କରାଯାଇଛି । ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ହୋଇଛି ଏହି କ୍ଷେପଣାସ୍ତ୍ର ।

5.ପୂଜା ମଣ୍ଡପକୁ ସୁରକ୍ଷା ଦେଲେ ହାଇକୋର୍ଟ, ପୋଲିସ କମିଶନର ଜବାବ ରଖିବାକୁ ନିର୍ଦ୍ଦେଶ

ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ କୋର୍ଟରେ ଆଜି(ବୁଧବାର) ଶୁଣାଣି ହୋଇଛି। ଏନେଇ ଜବାବ ରଖିବାକୁ ପୋଲିସ କମିଶନରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

6.ରାଜ୍ୟରେ ଗୋଟିଏ ଦିନରେ 3443 ଆକ୍ରାନ୍ତ ଚିହ୍ନଟ

ଓଡିଶାରେ କୋରୋନାର ପ୍ରକୋପ ଜାରି । ଭୟଙ୍କର ଭାବେ ବ୍ୟାପୁଛି ସଂକ୍ରମଣ । ତେବେ ଅତ୍ୟଧିକ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଥିବା ସୂଚନା ମିଳିଛି ।

7.ପୁଣି ରାଜ୍ୟରୁ କୋରୋନା ନେଲା 14 ମୁଣ୍ଡ

ପ୍ରତିଦିନ ଏକାଧିକ ମୁଣ୍ତ ନେଉଛି ଏହି ମାରାତ୍ମକ ଭାଇରସ । ରାଜ୍ୟରେ ଗତ 24 ଘଣ୍ଟାରେ 14 ମୁଣ୍ଡ ନେଇଛି କୋରୋନା ।

8.ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର, ଟେଷ୍ଟିଂ ବୃଦ୍ଧି ଦାବିରେ ହୁଲସ୍ତୁଲ ଗୃହ

କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ଅପାରତାକୁ ଦର୍ଶାଇ ଗୃହ ଉଠୁଛି ପଡୁଛି। ହୁଲସ୍ତୁଲ କରୁଛନ୍ତି ବିରୋଧୀ ଦଳର ନେତା। ପ୍ରତି ବ୍ଲକରେ ଦୈନିକ 500 ଓ ଜିଲ୍ଲାରେ 5 ହଜାର କୋଭିଡ୍ ପରୀକ୍ଷା କରିବାକୁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

9.କୃଷି ବିଲକୁ ବିରୋଧ, ଦିଲ୍ଲୀ ଅବରୋଧ କରିବେ ଚାଷୀ

କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ ସାରା ଦେଶରେ ଜାରି ରହିଛି । ଅନ୍ୟପକ୍ଷେ ଅଲ ଇଣ୍ଡିଆ କିସାନ ସଂଘର୍ଷ ସମନ୍ବୟ କମିଟି କହିଛି ଯେ, ଆଜିର କୃଷକ କାହାର ଆଦେଶରେ ଚାଲନ୍ତି ନାହିଁ।

10.ଯୌନ ନିର୍ଯାତନା ମାମଲା, ଅନୁରାଗ କଶ୍ୟପଙ୍କୁ ସମନ ପଠାଇଲା ମୁମ୍ବାଇ ପୋଲିସ

ମି ଠୁ ମାମଲାରେ ଫସିଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ଆସନ୍ତାକାଲି ଭରସୋଭା ପୋଲିସ ଷ୍ଟେସନରେ ହାଜର ହେବାକୁ ମୁମ୍ବାଇ ପୋଲିସର ସମନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.