ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 6, 2020, 3:06 PM IST

Updated : Sep 6, 2020, 4:08 PM IST

1.ରାଜ୍ୟରେ ପୁଣି କୋରୋନା ନେଲା 8 ଜୀବନ, ମୃତ୍ୟୁ ସଂଖ୍ୟା 541

ରାଜ୍ୟରେ ପୁଣି ଗଡ଼ିଲା ମୁଣ୍ଡ। କୋରୋନା ନେଲା ଆଉ 8 ଜୀବନ। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 541।

2.ଆଜି ରାଜ୍ୟର 30 ଜିଲ୍ଲାରୁ 3810 କୋରୋନା ଚିହ୍ନଟ

ରାଜ୍ୟରେ ଅନିୟନ୍ତ୍ରିତ ଭାବେ ବଢୁଛି କୋରୋନା ମାମଲା । ଗତ 24 ଘଣ୍ଟା ମଧ୍ୟରେ ପୁଣି ନୂତନ ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ ସର୍ବାଧିକ ଖୋର୍ଦ୍ଧାରୁ ରିପୋର୍ଟ ହୋଇଛି ।

3.ବର୍ଷା-ଅନୁଭବଙ୍କ କନ୍ଦଳକୁ ନେଇ ଅଭିନେତା ଶ୍ରୀତମ ଦାସ ପ୍ରତିକ୍ରିୟା

ଓଲିଉଡର ତାରକା ଯୋଡ଼ି ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ଏବେ ଚର୍ଚ୍ଚାରେ। ତେବେ ଏହାରି ଭିତରେ ଉଭୟ ପରିବାରକୁ ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି ଆଗଧାଡ଼ିର କଳାକାର ଶ୍ରୀତମ ଦାସ।

4.ସୁଧୁରୁନି ବନ୍ୟା ବିପନ୍ନଙ୍କ ଦୁଃଖ, ରିଲିଫ୍‌ କ୍ୟାମ୍ପରେ ବିତୁଛି ଜୀବନ

ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଟିକରପଡା ଘାଟ ସାହିରେ ରହୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର । ଖାଇବା ପାଇଁ ଦାନା ଗଣ୍ଡେ ନାହିଁ ।

5.ଗୋଟିଏ ପରିବାରର 30 ସଦସ୍ୟଙ୍କୁ କୋରୋନା

ଗୋଟିଏ ପରିବାରର 30 ସଦସ୍ୟ କୋରୋନାରେ ସଂକ୍ରମିତ । ଗଣେଶ ପୂଜାରେ ଯୋଗ ଦେଇ ସଂକ୍ରମଣ ବ୍ୟାପିଥିବା ସନ୍ଦେହ । ସମସ୍ତ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ।

6.ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା: ସଞ୍ଜୟ ରାଉତ

ମୁମ୍ବାଇ ପୋଲିସକୁ କଙ୍ଗନା ରଣାୱାତ ସମାଲୋଚନା କରିବା ପରେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ । ଏନେଇ ସଞ୍ଜୟ ରାଉତ କଙ୍ଗନାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଥିଲା ।

7.ବିହାରରେ ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ ପରେ ଅଶ୍ଲୀଳ ଭିଡିଓ ଭାଇରାଲ କଲେ ଅଭିଯୁକ୍ତ

ପୁଣି ଲଜ୍ଜା । ବିହାରର ଭୋଜପୁର ଜିଲ୍ଲା ମୁଖ୍ୟାଳୟ ଆରାର ଜଗଦୀଶପୁର ପୋଲିସ ଷ୍ଟେସନ ଅଧୀନରେ ଥିବା କୌରା ଗ୍ରାମରେ ନବମ ଶ୍ରେଣୀର ଦଳିତ ଝିଅ ସହିତ ଗଣଦୁଷ୍କର୍ମ ହୋଇଛି ।

8.କୋରୋନା କବଳରେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଓ ପତ୍ନୀ

କୋରୋନା କବଳରେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଓ ତାଙ୍କ ପତ୍ନୀ । ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ଉଭୟ ।

9.କୋରୋନା ରେକର୍ଡ: ବ୍ରାଜିଲକୁ ହଟାଇ ଦ୍ୱିତୀୟରେ ଭାରତ

ସାରାବିଶ୍ବରେ କୋରୋନା ସଂକ୍ରମଣ ମାମଲାରେ ଏବେ ରେକର୍ଡ ଭାଙ୍ଗୁଛି ଭାରତ । ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚଛି ।

10.ୟୁଏସ ଓପନ: କ୍ବାଟର ଫାଇନାଲରେ ବୋପନ୍ନା-ଶାପୋଭାଲୋଭ ଯୋଡି

ଭାରତ-କାନାଡା ଯୋଡି ଶନିବାର ଦିନ ପୁରଷ ଯୁଗଳ ବର୍ଗର 2ୟ ରାଉଣ୍ଡରେ ଜର୍ମାନୀ ଯୋଡିଙ୍କୁ ମାତ୍‌ ଦେଇ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ।

Last Updated : Sep 6, 2020, 4:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.