1.ରାଜ୍ୟରେ 20 ଲକ୍ଷ ଅତିକ୍ରମ କଲା କୋରୋନା ପରୀକ୍ଷା
2.ରାଜ୍ୟରେ ଅଣାୟତ୍ତ କୋରୋନା: ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ । 7 ମୃତ ।
3.ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅନୁଭବ
4.ଦଳ ସଫା କରିବା ପଡିଲା ମହଙ୍ଗା: କଦଳୀ ଭେଳା ବୁଡି 2 ଭାଇ ମୃତ
ବରୀ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । କଦଳୀ ଗଛକୁ ଭେଳା କରି ଦଳ ସଫା କରି ଯାଇଥିବା ଦୁଇ ଭାଇଙ୍କ ମୃତ୍ୟୁ ।
5.ଛତିଶଗଡରେ 4 ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ୍
ଛତିଶଗଡରେ ଅପହରଣ ପରେ 4ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ ।
6.‘ଅରୁଣାଚଳରୁ 5 ଯୁବକଙ୍କୁ ଉଠାଇ ନେଇଛି ଚୀନ ସେନା’
7.ICMR ର ନୂଆ ଗାଇଡଲାଇନ: ଯିଏ ଚାହିଁବ କରିପାରିବ କୋରୋନା ଟେଷ୍ଟ
8.ତେଲେଙ୍ଗାନା ଅର୍ଥମନ୍ତ୍ରୀ କୋରୋନା ପଜିଟିଭ୍
9.ଶ୍ରୀଲଙ୍କାରୁ ଆସୁଥିବା ତୈଳ ଟ୍ୟାଙ୍କରରେ ଲାଗିଲା ନିଆଁ
10.ଏଣିକି ଆମେରିକାରେ ନିଜେ ଗ୍ରାଉଣ୍ଡ ପରିଚାଳନା କରିପାରିବ ଏୟାର ଇଣ୍ଡିଆ