ETV Bharat / bharat

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@ 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Aug 8, 2020, 3:02 PM IST

1.ରାଜ୍ୟରେ ବେକାବୁ କୋରୋନା, ଦିନକରେ 1643 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା । ଆଜି ଦିନକରେ 1643 ନୂଆ ଆକ୍ରାନ୍ତ ଚିହ୍ନଟ । 12 ଜଣ ମୃତ ।

2.ରାଜ୍ୟରେ ଆଜି ପୁଣି 12 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌ । ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁଣି 12 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଛି ।

3.ପଜେଟିଭ୍ ରିପୋର୍ଟ ପରେ, କାରରେ କ୍ଵାରେଣ୍ଟାଇନ୍‌

ରାଜଧାନୀରେ ଅଭାବନୀୟ ଦୃଶ୍ୟ । ଜଣେ ଡ୍ରାଇଭରଙ୍କ ପଜେଟିଭ୍‌ ରିପୋର୍ଟ ଆସିବା ପରେ ସେ କାରରେ କ୍ବାରେଣ୍ଟାଇନରେ ରହିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

4.ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ

ଜିଲ୍ଲାରେ ଭୟଙ୍କର ରୂପ ନେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ଶନିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ କୋରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହେବା ପରେ ଆଗାମୀ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ କରିଦିଆଯାଇଛି ।

5.ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା

ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଢେଙ୍କାନାଳ ଟାଉନଥାନାରେ ପରିବାର ପକ୍ଷରୁ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

6.କୋଝିକୋଡ ବିମାନ ଦୁର୍ଘଟଣା, ଉଦ୍ଧାର ହେଲା 'ବ୍ଲାକ ବକ୍ସ'

କେରଳ କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି । ତେବେ ଏୟାର ଇଣ୍ଡିଆ ବିମାନରୁ ବ୍ଲାକ ବକ୍ସ ବା ବିମାନ ଡାଟା ରେକର୍ଡ ମିଳିଥିବା ଜଣାପଡିଛି ।

7.କୋରୋନା ସଂକ୍ରମଣର ବାହକ ସାଜିପାରନ୍ତି ପରିବା ଦୋକାନ !

ସମସ୍ତ ପରିବା ଦୋକାନ, ତେଜରାତି ଦୋକାନ ଓ ବ୍ୟବସାୟୀକ ପେଣ୍ଠସ୍ଥଳୀରୁ ବ୍ୟାପିପାରେ କୋରୋନା । ଏନେଇ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଟେଷ୍ଟିଂ କ୍ଷମତା ବଢାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

8.ଟିକା ବଣ୍ଟନ ପାଇଁ ଟାକ୍ସଫୋର୍ସ ଗଠନ କଲେ କେନ୍ଦ୍ର ସରକାର

ଦେଶରେ କୋରୋନା ଟିକା ବଣ୍ଟନକୁ ଦେଖାଶୁଣା କରିବାକୁ ଭାରତ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ।

9.UNSCରେ ଭାରତର ପ୍ରଶ୍ନ: ଆଇଏସକୁ ହରାଇପାରୁଥିବା ବିଶ୍ବ ଦାଉଦ ବେଳେ କାହିଁକି ନିରବ ?

ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC )ରେ ଆନ୍ତର୍ଜାତୀୟ ଆତଙ୍କବାଦ ତଥା ସଂଗଠିତ ଅପରାଧ ପ୍ରସଙ୍ଗକୁ ଭାରତ ଉଠାଇଛି ।

10.ବେସାହାରା ପିଲାଙ୍କ ଭବିଷ୍ୟତ ଗଢିବେ ସୋନୁ

ପଞ୍ଜାବର କିଛି ବେସାହାରା ପିଲାଙ୍କ ଦାୟିତ୍ବ ନେଲେ ସୋନୁ। ଜୀବନ ସାରା ଯୋଗାଇବେ ତାଙ୍କୁ ସାହାଯ୍ୟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.