ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Aug 5, 2020, 3:02 PM IST

1.ଶେଷ ହେଲା ଶିଳାନ୍ୟାସ, ସାର୍ଥକ ହେଲା ସ୍ବପ୍ନ

ସତ୍ୟ ହେଲା ସ୍ବପ୍ନ । ପ୍ରତିକ୍ଷାର ଘଟିଲା ଅନ୍ତ । ଶତାଦ୍ଦୀ ଶତାଦ୍ଦୀର କୋଟି କୋଟି ହିନ୍ଦୁ ସନାତନୀଙ୍କ ଆଶା ପୂରଣ ହେବାକୁ ଯାଉଛି ।

2.ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ରାମଲାଲାଙ୍କୁ ଦର୍ଶନ କଲେ ମୋଦି

ସ୍ବାଧୀନ ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କଲେ ।

3.ରାମ ମନ୍ଦିର ଭୂମି ପୂଜନ: 'ପୂରଣ ହେଲା ସଙ୍କଳ୍ପ, ଦେଶବାସୀ ଉତ୍ସାହିତ'

ସରିଲା ରାମ ମନ୍ଦିର ଭୂମି ପୂଜନ । ଏହି ଅବସରରେ ମନ୍ଦିର ନିର୍ମାଣ ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ମନେ ପକାଇଲେ ଆରଏସଏସ ମୁଖ୍ୟ ।

4.ଟ୍ରାଫିକରେ 4 ଘଣ୍ଟା ଫସିଲା ଆମ୍ବୁଲାନ୍ସ, ରୋଗୀ ହନ୍ତସନ୍ତ

କୋରୋନା କାଳରେ ସେବା ପାଇଁ ରୋଗୀ ହେଉଛନ୍ତି ଦହଗଞ୍ଜ । ରାସ୍ତା ଜାମ ଯୋଗୁଁ ରୋଗୀକୁ ନେଇ ଆସୁଥିବା ଆମ୍ବୁଲାନ୍ସ 4 ବର୍ଷ ଧରି ଫସି ରହିଥିବା ଘଟଣା ସାମ୍ନାକୁ ଆସିଛି ।

5.ଦେବଗଡ଼ ଜିଲ୍ଲା ରାଜନୀତି: ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା

ଦେବଗଡ ଜିଲ୍ଲା ରାଜନୀତିରେ ହଟଚମଟ । ଗତ 2019 ମସିହା ସାଧାରଣ ନିର୍ବାଚନରେ ଜିଲ୍ଲାର ଭୋଟର ମତଦାନ ସାବ୍ୟସ୍ତ କରି ଲଗାଇଥିବା ଡବଲ ଇଞ୍ଜିନ ଏବେ ଫାଟି ଦୁଇ ଫାଳ ।

6.ଭେଦଭାବ ମୁକ୍ତ କାଶ୍ମୀର, ଧାରା ଉଚ୍ଛେଦର ବର୍ଷେ ପରେ ବିକାଶ ପାଇଁ ଆଶାବାଦୀ ଜାମ୍ମୁ ବାସିନ୍ଦା

ଅନେକ ବର୍ଷର ପ୍ରଚେଷ୍ଠା ପରେ 2019 ଅଗଷ୍ଟ 5ରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କାଶ୍ମୀରରୁ ଧାରା 370 ଉଚ୍ଛେଦ ଘୋଷଣା କଲେ। ଏହାସହ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଅଲଗା କରାଯାଇଛି ।

7.‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ଦେଲେ ମମତା

ରାମ ମନ୍ଦିର ଭୂମିପୂଜନ ଅବ୍ୟବହିତ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜ ମତ ରଖିଛନ୍ତି । ଦେଶର ଅନେକ ଧର୍ମାବଲମ୍ବୀ ଲୋକ ଅଛନ୍ତି । ଅନେକ କଳା ସଂସ୍କୃତି ଅଛି । ଦେଶ ବିବିଧତା ମଧ୍ୟରେ ଏକତା ବଜାୟ ରଖିଛି ।

8.ବିଶାଖାପାଟନମ ଗ୍ୟାସ ଲିକ ଘଟଣା: ଏଲଜି ପଲିମର ସିଇଓଙ୍କ ସମେତ 8ଜଣଙ୍କୁ ମିଳିଲା ଜାମିନ୍

ବିଶାଖାପାଟଣା ପଲିମର ଗ୍ୟାସ ଲିକ ଘଟଣାରେ ଏଲଜି ପଲିମରର ସିଇଓ ସୁଙ୍କେ ଜ୍ୟୋଙ୍ଗ, ନିର୍ଦ୍ଦେଶକ ଡିଏସ କିମ, ଅପରେସନ ଆଡିସିନାଲ ପିପି ମୋହନ ରାଓଙ୍କ ସମେତ 8 ଜଣ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ।

9.ସୁଶାନ୍ତଙ୍କ ବିଲ୍ଡିଂରେ ଖରାପ ନଥିଲା ସିସିଟିଭି, କମ୍ପାନୀ ମାଲିକର ଖୁଲାସା

ପୁଣି ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଆତ୍ମହତ୍ୟାରେ ନୂଆ ତଥ୍ୟ। 14-15 ତାରିଖରେ ତାଙ୍କ ବିଲ୍ଡିଂର ସିସିଟିଭ ଫୁଟେଜକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

10.ବେରୁଟ ବିସ୍ଫୋରଣ ଏକ ଭୟଙ୍କର ଆକ୍ରମଣ ପରି ଲାଗୁଛି: ଟ୍ରମ୍ପ

ଲେବାନନ ରାଜଧାନୀରେ ବଡ ଧରଣ ବିସ୍ଫୋରଣ । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଏବେ 78କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.