ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

author img

By

Published : Aug 3, 2020, 3:03 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

1.କୋରୋନା କଟକଣା ସହ ରାଜଧାନୀରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା

କୋରୋନା କଟକଣାରେ ଫିକା ପଡିନି ଭାଇ ଓ ଭଉଣୀର ସମ୍ପର୍କ । ରାଜଧାନୀରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା ।

2.ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ରାଜ୍ୟରେ ଆଇଏଏସ ସ୍ତରରେ ସୋମବାର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।

3.ରାଜ୍ୟରେ ବଢୁଛି ସଂକ୍ରମଣ: ଆଜି 26 ଜିଲ୍ଲାରୁ 1,384 ଆକ୍ରାନ୍ତ

ଆଜି ରାଜ୍ୟରେ 26ଟି ଜିଲ୍ଲାରୁ 1384ଟି ନୂଆ କେସ ସାମ୍ନାକୁ ଆସିଛି । ଏହାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 36,297 ରହିଛି ।

4.ଡରାଉଛି କୋରୋନା: ଦିନକରେ ଗଡିଲା 10ମୁଣ୍ଡ, 200 ଟପିଲା ମୃତ୍ୟୁ ସଂଖ୍ୟା

ପୁଣି 24ଘଣ୍ଟାରେ 10ଜଣଙ୍କ ପ୍ରାଣ ନେଇଛି କୋରୋନା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚାନା ଅନୁସାରେ, ଗଞ୍ଜାମରୁ 3, ଗଜପତିରୁ 2, କଳାହାଣ୍ଡିରୁ 1, ଖୋର୍ଦ୍ଧାରୁ 1, ରାୟଗଡାରୁ 3 ଜଣଙ୍କ ମୃତ୍ୟୁ ହୋଇଛି ।

5.ନିଖୋଜ ଥିଲେ ଯବାନ, ମିଳିଲା ଜଳିଯାଇଥିବା କାର

ରବିବାର ଜମ୍ମୁ କାଶ୍ମୀର ଆଞ୍ଚଳିକ ସେନାରେ କାର୍ଯ୍ୟରତ ଜଣେ ଯବାନ ନିଖୋଜ ହୋଇଥିବା ବେଳେ ତାଙ୍କର ଜଳିଯାଇଥିବା କାର ମିଳିଥିବା ନେଇ ସୂଚନା ମିଳିଛି । \

6.ନରେନ୍ଦ୍ର ଭାଇଙ୍କୁ ଲତା ଦିଦିଙ୍କ ରାକ୍ଷୀ

ଭିଡିଓ ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀର ଶୁଭେଚ୍ଛା ଜଣାଇଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମୋଦି ଜଣାଇଲେ କୃତଜ୍ଞତା ।

7.ବନ୍ଧନର ପର୍ବ ରାକ୍ଷୀ, ଭାଇ ବିଷୟରେ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଦିନରେ ଭାଇ ରାହୁଲ ଗାନ୍ଧୀଙ୍କ ସହ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

8.କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କୋରୋନା ଆକ୍ରାନ୍ତ

କୋରୋନା ଆକ୍ରାନ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ । ଏନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି।

9.5100 କଳସରେ ସଜେଇ ହେଉଛି ଅଯୋଧ୍ୟା

ଅଗଷ୍ଟ 5ରେ ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ । ଯେଉଁଥିରେ ସଂସ୍କାର ଭାରତୀ ଅଯୋଧ୍ଯା ଫେଷ୍ଟିଭାଲ ଦ୍ବାରା 5100 କଳସ ତିଆରି କରାଯାଉଛି ।

10.ଆଫଗାନିସ୍ତାନ ଜେଲରେ ଆତ୍ମଘାତୀ ବିସ୍ଫୋରଣ; ୩ ମୃତ, ୨୪ ଆହତ

ଜେଲ ଉପରେ ଆତଙ୍କୀ ହମଲା। ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 24ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.