ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Dec 19, 2020, 3:00 PM IST

1.ରାଜ୍ୟରେ ବଢୁଛି ଶୀତ ଲହରୀ, ଝାରସୁଗୁଡା ସବୁଠୁ ଥଣ୍ଡା ସହର

ସମୟ ବଢିବା ସହ ଓଡିଶାରେ ବଢୁଛି ଥଣ୍ଡାର ପ୍ରକୋପ । ଧିରେ ଧିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଭୂତ ହେବାରେ ଲାଗିଛି ଥଣ୍ଡାର ପ୍ରକୋପ ।

2.ପରୀ ହତ୍ୟାକାଣ୍ଡ ଘଟଣା: ବିଜେପିର ପ୍ରଶ୍ନ, କାହାକୁ ଘଣ୍ଟ ଘୋଡାଉଛି ପୋଲିସ

ପରୀ ଘଟଣାରେ ପୋଲିସ ଡିଜି ମିଛ କହିବା ସହ କାହାକୁ ଘଣ୍ଟ ଘୋଡାଉଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।

3.ରାଜ୍ୟରେ ଦିନକରେ 356 କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ରାଜ୍ୟରେ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 356 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ 41 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

4.ପରୀକୁ ନ୍ୟାୟ ଦାବି, ରବିବାରଠୁ ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଦେବାକୁ ବିଜେପି ଆସନ୍ତାକାଲି(ରବିବାର) ଠାରୁ ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିବ । ଏହା ଯଦୁପୁର ପର୍ଯ୍ୟନ୍ତ ଯିବ ।

5.ଆସାମ SI ନିଯୁକ୍ତି ସ୍କାମ ମାମଲା:ଚାର୍ଜସିଟ ଦାଖଲ କଲା ସିଆଇଡି

କୋଟି କୋଟି ଟଙ୍କା ସମ୍ପୃକ୍ତ ଥିବା ଅଭିଯୋଗରେ ଆସାମ ପୋଲିସର ସବ-ଇନ୍ସପେକ୍ଟର ନିଯୁକ୍ତି ସ୍କାମ ମାମଲାରେ ଚାର୍ଜସିଟ ଦାଖଲ କରିଛି ସିଆଇଡି ।

6.ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ୍‌ ଶାହା, ତୃଣମୂଳ ଛାତିରେ ଛନକା

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି ଅମିତ ଶାହା । ପ୍ରଥମେ ସ୍ବାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନ ଯାଇ ସେଠାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

7.ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଅଲୋଡା ରେକର୍ଡର ଅଧିକାରୀ ହେଲା ଟିମ୍‌ ଇଣ୍ଡିଆ

ଆଡିଲେଡ୍‌ରେ ଧରାଶାୟୀ ହେଲା ଟିମ୍‌ ଇଣ୍ଡିଆ । 36 ରନରେ ଘୋଷଣା କଲା ଦ୍ବିତୀୟ ପାଳି ।

8.ଚିତ୍ରାଙ୍କ ଆତ୍ମହତ୍ୟା କାରଣ ଇଣ୍ଟିମେଟ ସିନ

ସାମ୍ନାକୁ ଆସିଲା ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା କାରଣ । ପୂର୍ବରୁ ଏହି ମାମଲାରେ ଗିରଫ ହୋଇସାରିଛନ୍ତି ତାଙ୍କ ସ୍ବାମୀ ହେମନାଥ ।

9.ବାପାଙ୍କ ଜନ୍ମଦିନରେ ଭାବୁକ ହେଲେ ସୁସ୍ମିତା

ସୋସିଆଲ ମିଡିଆରେ ଏଥର ବାପାଙ୍କ ପାଇଁ ପ୍ରେମ ପ୍ରକାଶ କରି ଚର୍ଚ୍ଚାରେ ସୁସ୍ମିତା । ଇମୋଶନାଲ ନୋଟ ଜରିଆରେ ଜନ୍ମଦିନର ଜଣାଇଲେ ଶୁଭେଚ୍ଛା ।

10.କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖସିଲା ଖୁଚୁରା ମୁଦ୍ରାସ୍ପୀତି

ସିପିଆଇ-AL ଓ ସିଆଇ- RL ଉପରେ ଆଧାରିତ ମୁଦ୍ରାସ୍ପୀତି 2020 ଅକ୍ଟୋବର ତୁଳନାରେ ନଭେମ୍ବରରେ ହ୍ରାସ ହୋଇ କ୍ରମଶଃ 6 ପ୍ରତିଶତ ଓ 5.68 ପ୍ରତିଶତ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.