1-ଅନୁଭବ-ବର୍ଷା ବିବାଦ:ପତ୍ନୀଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ନାଁରେ ମାମଲା ରୁଜୁ
2-ଜୟପୁର ବିମାନ ଉଡ଼ାଣ ନେଇ କେନ୍ଦ୍ରମନ୍ତ୍ରୀ ଓ ସଚିବଙ୍କୁ ଭେଟିଲେ କୋରାପୁଟ ସାଂସଦ
3-କୋରୋନା ଅପଡେଟ: ଗୋଟିଏ ଦିନରେ 26,624 ଆକ୍ରାନ୍ତ ଚିହ୍ନଟ
ଭାରତରେ କମୁଛି କୋରୋନା ସଂକ୍ରମଣ। ଦୈନିକ ଆସୁଛି 20 ରୁ ଉର୍ଦ୍ଧ୍ବ ପଜିଟିଭ । ସୁଧୁରୁଛି ସ୍ଥିତି।
4-ଟିକା ବଣ୍ଟନ ପାଇଁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ:ସେରମ
ଆସନ୍ତା 1 ବର୍ଷ ପାଇଁ ଦେଶରେ କୋରୋନା ଟିକା ବଣ୍ଟନ କରିବାକୁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ ।
5-କୋରୋନା ଯୁଦ୍ଧରେ ହାରିଗଲେ ଯୋଦ୍ଧା
ବାସ୍ଥ୍ୟ କର୍ମୀ ଗାୟତ୍ରୀ ଦାସ କୋରୋନାରେ ଆକ୍ରାନ୍ତ ହୋଇ ଶେଷରେ କୋରୋନା ଯୁଦ୍ଧରେ ହାରି ଯାଇଛନ୍ତି ।
6-ଡିସେମ୍ବର 19 ସୁଦ୍ଧା ଦେଶରେ ସରିଛି 16 କୋଟିରୁ ଊର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR
ଦେଶରେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ସ୍ବାସ୍ଥ ବିଭାଗ ପକ୍ଷରୁ ନିରନ୍ତର ଭାବେ କୋଭିଡ ଟେଷ୍ଟ ଜାରି ରହିଛି।
7-ଜୟପାଟଣାରେ ଲଜ୍ଜା, ୬୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଦୁଷ୍କର୍ମ ଅଭିଯୋଗ
8-ଆଉ 50 ବର୍ଷ ଶାସନ କରିବ ବିଜେଡି: ପ୍ରଣବ
ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ବସିଛି କାର୍ଯ୍ୟକାରିଣୀ ବୈଠକ ।
9-ପାରାଦୀପରେ 145 ବିଧାୟକ ଦେଖିବେ ନୌସେନାର ସମରାଭ୍ୟାସ
ସିଏମ ଓ ଦିବଙ୍ଗତ ବିଧାୟକଙ୍କୁ ଛାଡି ପାରାଦୀପରେ ପ୍ରଥମଥର ପାଇଁ ନୌସେନା ତାର ଯୁଦ୍ଧ କୌଶଳ ଓ ସମରାଭ୍ୟାସ ଦେଖିବେ ।
10-ବେଆଇନ ମଦ କାରବାର କରି ବନ୍ଧା ହେଲେ ବେପାରୀ
ଅବକାରୀ ବିଭାଗକୁ ସଫଳତା । କଳାହାଣ୍ଡି ଜିଲ୍ଲାରେ ବେଆଇନ ମଦ କାରବାର ପଣ୍ଡ କରି ଜଣଙ୍କୁ ଗିରଫ କରିଛି ପୋଲିସ ।