ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ସୁପ୍ରିମକୋର୍ଟରେ ହେବ ଶୁଣାଣି

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 22, 2020, 1:03 PM IST

1.ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ

3 ଜଣିଆ ଖଣ୍ଡପୀଠରେ ଚାଲିଛି ଶୁଣାଣି..

2.ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ

ରଥରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି । ସକାଳ ଧୂପ ପରେ ଏହି ନୀତି ଅନୁଷ୍ଠିତ ହୋଇଛି..

3.ଗଜପତି ମହାରାଜାଙ୍କ ସହିତ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜାଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା..

4.ରାଜ୍ୟରେ 143 ନୂଆ ଆକ୍ରାନ୍ତ ଚିହ୍ନଟ, ଦୁଇ ମୃତ

ଦିନକରେ 143 ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ କୋରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି..

5.ସେନାକୁ ସଫଳତା, 4 ମାସରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର ସଫା

4 ମାସରେ ଟଳିରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର। ଭାରତୀୟ ସେନାର ଆତଙ୍କୀ ଦମନ ଅଭିଯାନରେ 4 ଆତଙ୍କବାଦୀ ସଙ୍ଗଠନକୁ ଲାଗିଛି ଶକ୍ତଝଟକା..

6.ଏଲଏସିରେ ତିକ୍ତତା କମ୍ କରିବାକୁ ଚେଷ୍ଟା, ଦୁଇ ଦେଶ ମଧ୍ୟରେ ଆଜି ଆଲୋଚନା

ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହେବ..

7.ଦେଶରେ 24 ଘଣ୍ଟାରେ 14821 ନୂଆ ପଜିଟିଭ ରିପୋର୍ଟ, 445 ମୃତ

ବର୍ତ୍ତମାନ ଦେଶରେ ସଂକ୍ରମିତ କୋରୋନା ସଂଖ୍ୟା 4 ଲକ୍ଷ ଅତିକ୍ରମ କରିଛି..

8.ବିଶ୍ବବ୍ୟାପୀ କୋଭିଡ୍ ସଂକ୍ରମଣ ୯୦ ଲକ୍ଷ, ଆରୋଗ୍ୟ ହାର 43 ଲକ୍ଷ 93 ହଜାର

ରବିବାର ସୁଦ୍ଧା ବିଶ୍ବରେ 43 ଲକ୍ଷ 93 ହଜାର 6 ଲୋକେ କୋରୋନାକୁ ହରାଇ ବିଜୟ ଲାଭ କରିଛନ୍ତି। ଏହି ସମୟରେ ଭାଇରସ 4,65,285 ଜଣଙ୍କ ଜୀବନ ନେଇସାରିଛି..

9.ପୁଣି ଭୂକମ୍ପରେ ଥରିଲା ମିଜୋରାମ, ରିକ୍ଟର ସ୍କେଲରେ ତୀବ୍ରତା 5.3

ମିଜୋରାମରେ ସୋମବାର ସକାଳୁ ଭୂକମ୍ପ ଅନୁଭୂତ । ରାଜ୍ୟ ସିଏମଙ୍କ ସହ କଥା ହୋଇ ସହଯୋଗର ଆଶ୍ବାସନା ଦେଲେ ପିଏମ ମୋଦି..

10.WWEକୁ ଅଲବିଦା କହିଲେ 'ଦ ଅଣ୍ଡରଟେକର'

ଅବସର ନେବେ ୱାର୍ଲ୍ଡ ରେସେଲିଂ ଏଣ୍ଟରଟେନମେଣ୍ଟ(WWE)ରୁ ଭେଟେରାନ କୁସ୍ତିଯୋଦ୍ଧା 'ଦ ଅଣ୍ଡରଟେକର'..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.