ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS@11AM

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Oct 1, 2020, 11:05 AM IST

1.ଦେଶରେ 63 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 1181 ମୃତ୍ୟୁ

24 ଘଣ୍ଟାରେ ଦେଶରୁ 86,821 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,181 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 63 ଲକ୍ଷ 12 ହଜାର 585ରେ ପହଞ୍ଚିଛି..

2.ରାଷ୍ଟ୍ରପତିଙ୍କୁ 75ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ 75ତମ ଜନ୍ମଦିନ । ସେ 1945 ମସିହା ଅକ୍ଟୋବର 1ରେ ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ପରଉଙ୍ଖ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ..

3.ବିଜୁଳି ଦର ବୃଦ୍ଧି ନେଇ ବିରୋଧୀଙ୍କ ମୁଲତବୀ ନୋଟିସ, ଉତ୍ତର ରଖିବେ ଶକ୍ତି ମନ୍ତ୍ରୀ

ଆରମ୍ଭ ହୋଇଛି ବିଧାନସଭାର ତୃତୀୟ ଅଧିବେଶନ। ସମସ୍ତ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ପ୍ରସଙ୍ଗ ଉଠାଇବେ..

4.ଟ୍ବିନ ସିଟିରେ ପ୍ରବଳ ବର୍ଷା, ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଲଘୁଚାପ ପ୍ରଭାବରେ ଟ୍ବିନ ସିଟିରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୱାର୍ଣ୍ଣିଂ ଜାରି କରିଛି..

5. ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା; ରାଜ୍ୟ ମହିଳା କମିଶନଙ୍କୁ ହାଇକୋର୍ଟଙ୍କ କଡା ସମାଲୋଚନା

ରାଜ୍ୟ ମହିଳା କମିଶନଙ୍କ ନିକଟରେ ବିଚାରାଧୀନ ମାମଲା ବନ୍ଦ ପ୍ରସଙ୍ଗକୁ ନେଇ ଘରୋଇ ଗଣମାଧ୍ୟମ ଏମଡି ଜାଗି ମଙ୍ଗତ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି..

6.ବର୍ଷାରେ ବେହାଲ ଅନୁଗୋଳ, ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ସରକାରୀ ଡାକ୍ତରଖାନାରେ ନାଳ ନର୍ଦ୍ଦମାର ପାଣି ପ୍ରବେଶ କରିଥିଲା । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ..

7.ରାସ୍ତାକଡରୁ ପରିବା କିଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟିଥିବା ବେଳେ ଏବେ ପୁଣି ସାମ୍ନାକୁ ଆସିଛି ଜିଲ୍ଲାପାଳଙ୍କ ପରିବା କିଣା ଭିଡିଓ..

8.ଚର୍ଚ୍ଚିତ କୁଣ୍ଡୁଲୁ ହତ୍ୟା ମାମଲା, ଆଉ 5 ଅଭିଯୁକ୍ତ ଗିରଫ

ଗଜପତି ଜିଲ୍ଲା କୁଣ୍ଡୁଲୁ ହତ୍ୟା ମାମଲାରେ ସମ୍ପୃକ୍ତ ଆଉ ୫ଜଣକୁ ପୋଲିସ ଗିରଫ କରିଛି..

9.ନୂଆ ରୂପରେ ଉନ୍ମୋଚିତ ହେଲା ସାଇ'ର ଲୋଗୋ

ଭାରତୀୟ ଖେଳ ପ୍ରାଧିକରଣ(ସାଇ)ର ନୂଆ ଲୋଗୋର ଉନ୍ମୋଚନ କରାଯ।ଇଛି । ବୁଧବାର ଦିନ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଏହାର ଉନ୍ମୋଚନ କରିଛନ୍ତି..

10.ପୁରୀରେ 10ହଜାର ଟପିଲା କୋଭିଡ୍ ସଂକ୍ରମଣ, ଦିନକରେ 132 ନୂଆ ଚିହ୍ନଟ

ପୁରୀରେ 10ହଜାର ଟପିଲା କୋଭିଡ ପଜିଟିଭ । ଗତ 24 ଘଣ୍ଟା ମଧ୍ୟରେ ନୂଆ 132 କୋଭିଡ ପଜିଟିଭ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ କୋଭିଡ ପଜେଟିଭ ସଂଖା 10,014ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖା 54 ରହିଛି..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.