ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ସମ୍ପୂର୍ଣ୍ଣ ଖବର

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 30, 2020, 11:02 AM IST

1-କମୁଛି ସଂକ୍ରମଣ: 24 ଘଣ୍ଟାରେ ଦେଶରେ 80,472 ନୂଆ ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରୁ 80,472 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 62 ଲକ୍ଷ 25 ହଜାର 764ରେ ପହଞ୍ଚିଛି ।

2-IPS ପ୍ରବୀଣ କୁମାରଙ୍କୁ ଉପନିର୍ବାଚନ ପାଇଁ ନୋଡାଲ ଅଫିସର ଦାୟିତ୍ବ

ଉପନିର୍ବାଚନ ପାଇଁ ନୋଡାଲ ଅଫିସର ନିଯୁକ୍ତ କଲେ ରାଜ୍ୟ ସରକାର । ରାଜ୍ୟରେ ଦୁଇଟି ନିର୍ବାଚନ ମଣ୍ଡଳୀ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି।

3-ମୌସୁମୀ ଅଧିବେସନ: କୋରୋନା ପାଇଁ ଆସିଲା ମୁଲତବୀ ନୋଟିସ୍‌

ଓଡିଶା ବିଧାନସଭା ଅଧିବେଶନର ଆଜି ଦ୍ଵିତୀୟ ଦିନ ହୋଇଥିବା ବେଳେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି କୋରୋନାକୁ ନେଇ ଗୃହକୁ ମୁଲତବୀ ନୋଟିସ ଆସିଛି ।

4-ଚର୍ଚ୍ଚିତ ବାବ୍ରୀ ମସଜିଦ୍ ମାମଲା: ଆଜି ଆସିବ ରାୟ

ଆଜି ଆସିବ ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ ବିଧ୍ବଂସ ମାମଲାର ରାୟ । ରାୟ ଶୁଣାଇବେ ସ୍ପେଶାଲ ସିବିଆଇ କୋର୍ଟ । ଅଭିଯୁକ୍ତଙ୍କ ମଧ୍ୟରେ ଅନେକ ବରିଷ୍ଠ ବିଜେପି ନେତା ରହିଛନ୍ତି ।

5-ନୀରବି ଗଲେ ହାଥରସ ପୀଡିତା, ପ୍ରତିବାଦ ସତ୍ତ୍ବେ ପୋଲିସର ଅନ୍ତିମ ସଂସ୍କାର

ଶେଷରେ ନୀରବି ଗଲେ ହାଥରସ ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା। ଦିଲ୍ଲୀ ସଫଦରଙ୍ଗଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେଲେ ଏତେ ସବୁ ପରେ ମଧ୍ୟ ସରିନଥିଲା ପୀଡିତାର ଦୁଃଖ। ଦୁଷ୍କର୍ମ, ଦୁର୍ଭାଗ୍ୟ ଓ ଆଶ୍ଟର୍ଯ୍ୟ ଯେ ଶେଷ ମୁହୁର୍ତ୍ତରେ ମଧ୍ୟ ପରିବାର ଲୋକଙ୍କୁ ମୃତଦେହକୁ ଦିଆନଯାଇ ଜୋର ଜବରଦସ୍ତ ସଂସ୍କାର କରାଯାଇଛି।

6-ସୁନା ଚାଲାଣର ନୂଆ ଉପାୟ, ମାସ୍କରୁ 40 ଗ୍ରାମ ସୁନା ଜବତ

ଦେଶର କିଛି ପ୍ରମୁଖ ଏୟାରପୋର୍ଟରୁ ପ୍ରତ୍ୟେକ ଦିନ ସୁନା ଜବତ ହେଉଛି । ଯାତ୍ରୀ ମାନେ ଚୋରା ସୁନାକୁ ବିଭିନ୍ନ ଢଙ୍ଗରେ ଲୁଚାଇ ନେବାକୁ ଅନେକ ପନ୍ଥା ଆପଣଉଛନ୍ତି । ଏଥର କିନ୍ତୁ ମାସ୍କରେ ଚାଲାଣ ହେଉଥିଲା ସୁନା ।

7-10 ବର୍ଷ ଧରି ଅଚଳ ଉଠା ଜଳପ୍ରକଳ୍ପ, ଜଳ ଅଭାବରୁ ହତାଶ ଚାଷୀ

ଦିନେ ନୁହେଁ କି ଦୁଇ ଦିନ । ଦୀର୍ଘ 10 ବର୍ଷ ଧରି ଖରାପ ହୋଇପଡିଛି ଉଠା ଜଳ ପ୍ରକଳ୍ପ । ଏନେଇ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ଆଣିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଫଳରେ ପାଣି ମଡାଇ ନ ପାରି ଦେବଗଡ ତିଳେଇବଣି ବ୍ଲକ ବିଛଣାପୁର ଚାଷୀ ନାହିଁ ନଥିବା ହଇରାଣ ହରକତର ସାମ୍ନା କରୁଛନ୍ତି ।

8-ବିଏମସିର ନୂଆ ଗାଇଡଲାଇନ: ନୋ ମାସ୍କ, ନୋ ଏଣ୍ଟ୍ରି

ନୋ ମାସ୍କ, ନୋ ଏଣ୍ଟ୍ରି । ଏବେ ବୃହନ ମୁମ୍ବାଇ ମହାନଗର (ବିଏମସି) କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି କରିଛି । ମୁମ୍ବାଇରେ ସମସ୍ତ ପ୍ରକାରର ଟ୍ୟାକ୍ସି ଓ ବସ୍‌ରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

9-ଆସାମରେ ଜଳ ପ୍ରଳୟ, 12 ଜିଲ୍ଲାର 2.79 ଲକ୍ଷ ଲୋକେ ପ୍ରଭାବିତ

ଆସାମରେ ଆସିଛି ବନ୍ୟା। ଫଳରେ 12 ଜିଲ୍ଲାର 2.79 ଲକ୍ଷ ଲୋକେ ପ୍ରଭାବିତ । ଚଳିତ ବର୍ଷରେ ବନ୍ୟାରେ ଗଲାଣୀ 120 ଜୀବନ।

10-ରାଜସ୍ଥାନ ଡୁଙ୍ଗରପୁର ଦଙ୍ଗା ମାମଲା, 55 ଗିରଫ

ଡୁଙ୍ଗରପୁର ଦଙ୍ଗା ଘଟଣା । ଏହି ମାମଲାରେ ଏବେ ସୁଦ୍ଧା 55 ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହାସହ ଅଭିଯୁକ୍ତଙ୍କ ନାମରେ 35ଟି ମାମଲା ରୁଜୁ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.