ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 7, 2020, 11:02 AM IST

1.ଦେଶରେ 42 ଲକ୍ଷ ପାର କଲା କୋରୋନା ମାମଲା

24 ଘଣ୍ଟାରେ ଦେଶରେ 90,802 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1016 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି..

2.ପ୍ରବଳ ବର୍ଷାରେ ଭୁଶୁଡିଲା ଏକ ମହଲା କୋଠା, 2 ମୃତ 6 ସୁରକ୍ଷିତ ଉଦ୍ଧାର

ରବିବାର ରାତିରେ ଏହି ଘଟଣା ଘଟିଥିବାବେଳେ ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଛି..

3.ସ୍ବାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ, ଉପକୃତ ହେବେ ଅଞ୍ଚଳବାସୀ

ସ୍ବାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ ହୋଇଛି । ପୋଲିସର କଡା ସୁରକ୍ଷା ଯୋଗୁଁ ଦୀର୍ଘ ଦଶନ୍ଧି ପରେ ସ୍ବାଭିମାନ ଅଞ୍ଚଳର ଲୋକଙ୍କ ସ୍ବପ୍ନ ସାକାର ହୋଇଥିବା କୁହାଯାଉଛି..

4.କଂଗ୍ରେସର ୟୁପି ଅଭିଯାନ; 7ଟି କମିଟି ଗଠନ କଲା ଦଳ

ଉତ୍ତରପ୍ରଦେଶରେ କଂଗ୍ରେସକୁ ଅଧିକ ମଜବୁତ କରିବା ପାଇଁ 7ଟି କମିଟି ଗଠନ କଲା ଦଳ । କମିଟିରେ ନାହିଁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରିବାକୁ ଚିଠି ଲେଖିଥିବା ନେତାଙ୍କନ ନାମ..

5.ଲକଡାଉନରେ ବିମାନ ଟିକେଟ୍‌ ବୁକିଂର ସମ୍ପୂର୍ଣ୍ଣ ଅର୍ଥ ଫେରାଇବେ କମ୍ପାନୀ

ଦେଶରେ ପ୍ରଥମ ଦୁଇ ପର୍ଯ୍ୟାୟରେ ହୋଇଥିବା ବିମାନ ଟିକେଟର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ନିକଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି..

6.ମୁମ୍ବାଇର ପାଲଘରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ

ମାୟାନଗରୀ ମୁମ୍ବାଇରେ ପୁଣି ଭୂକମ୍ପ । ସୋମବାର(ଆଜି) ସକାଳ 8 ସମୟରେ ପାଲଘରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି..

7.NCBରେ ପୁଣି ହାଜର ହେବେ ରିୟା, ଆଜି ଅଭିଯୁକ୍ତଙ୍କ ସହ ହେବ ଫେସ ଟୁ ଫେସ୍

ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସକାଳ 10.30 ସୁଦ୍ଧା ଏନସିବି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ଏହି ସମୟରେ ରିୟା ଏବଂ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ମୁହାଁମୁହିଁ ହୋଇପାରନ୍ତି..

8.ପବଜି ଖେଳି ନ ପାରି ଆତ୍ମହତ୍ୟା କଲେ ଛାତ୍ର

ପବଜି ଗେମ ଖେଳି ନ ପାରି ଆତ୍ମହତ୍ୟା କଲେ ଆଇଟିଆଇ ଛାତ୍ର । ପୋଲିସର ତଦନ୍ତ ଜାରି..

9.ଭାରି ପଡିଲା ଭୁଲ ସଟ୍, ୟୁଏସ ଓପନରୁ ବିଦା ହେଲେ ଜୋକୋଭିକ

ଭୁଲ ସଟ ମାରି ବିଶ୍ବର ନଂ1 ଖେଳାଳି ନୋଭାକ ଜୋକୋଭିକ ୟୁଏସ ଓପନରୁ ବିଦା ହୋଇଛନ୍ତି..

10.ଅନଲାଇନରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳିଲା ଓଡ଼ିଶା ଏଫସି

କୋରୋନା କାରଣରୁ ନିଜର ପ୍ରଥମ ପ୍ରତିଷ୍ଠା ଦିବସ ଅନଲାଇନରେ ପାଳନ କଲା ଓଡ଼ିଶା ଏଫସି । ଉପସ୍ଥିତ ଥିଲେ କ୍ଲବର ପ୍ରମୁଖ୍ୟ ସଦସ୍ୟ ଓ ଖେଳାଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.